Monday, July 6, 2026 02:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ଥାନୀୟ ନେତାଙ୍କୁ ଅଧିକ ଗୁରୁତ୍ୱ

ପଦ୍ମପୁର ଉପନିର୍ବାଚନ ରଣନୀତି

by Our Correspondent
08 Nov, 2022- 06:20 PM
in Latest News, News, Politics
1 min read
0
ସ୍ଥାନୀୟ ନେତାଙ୍କୁ ଅଧିକ ଗୁରୁତ୍ୱ

ଭୁବନେଶ୍ୱର: ଧାମନଗର ଭୁଲ୍ ର ପୁନରାବୃତ୍ତି ପଦ୍ମପୁରରେ ହେବ ନାହିଁ । ସେଥିିପାଇଁ ବିଜେଡି ଅଧିକ ସତର୍କ ହୋଇଯାଇଛି । ପଦ୍ମପୁର ଆସନରେ ବିଜୟବାନା ଉଡ଼ାଇ ରଖିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଏଥିରେ ସ୍ଥାନୀୟ ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଚାର ମଙ୍ଗ ସମ୍ପୂର୍ଣ୍ଣ ସମ୍ଭାଳିବେ । ଶ୍ରୀ ଆଚାର୍ଯ୍ୟ ଓ ସୁଶାନ୍ତ ସିଂହଙ୍କୁ ସାମଗ୍ରିକ ଭାବେ ନିର୍ବାଚନମଣ୍ଡଳୀର ପରିଚାଳନା ଦାୟିତ୍ୱ ଦିଆଯାଇଛି ।

ତିନି ମନ୍ତ୍ରୀଙ୍କ ଦାୟିତ୍ୱରେ ତିନିଟି ବ୍ଲକ ଛଡ଼ାଯାଇଛି । ନିରଞ୍ଜନ ପୂଜାରୀଙ୍କୁ ପଦ୍ମପୁର, ନବ ଦାସଙ୍କୁ ପାଇକମାଳ ଏବଂ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ଝାରବନ୍ଧ ବ୍ଲକ୍ ଦାୟିତ୍ୱ ଦିଆଯାଇଛି । ଖାଲି ସେତିକି ନୁହେଁ, ନିର୍ବାଚନମଣ୍ଡଳୀକୁ ଜୋନ୍ ରେ ବିଭକ୍ତ କରାଯାଇ ପଶ୍ଚିମ ଓଡ଼ିଶାର ପ୍ରମୁଖ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ସରୋଜ ମେହେର ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଜୋନ୍ ଦାୟିତ୍ୱ ସମ୍ଭାଳିବେ । ଅନ୍ୟ ନେତାମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।

ସେପଟେ ବିଜେପି ମଧ୍ୟ ଉପନିର୍ବାଚନ ଯୋଜନାରେ ଆଗକୁ ବଢ଼ି ସ୍ଥାନୀୟ ନେତାଙ୍କୁ ଗୁରୁତ୍ୱ ଦେଇଛି । ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ । ଧାମନଗର ଶୈଳୀରେ ପ୍ରଚାର ଓ ପରିଚାଳନା କରାଯିବ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ନିର୍ବାଚନ ବେଳେ ସମସ୍ତ ବିଧାୟକଙ୍କ ସମେତ ପଶ୍ଚିମ ଓଡ଼ିଶାର ନେତାମାନଙ୍କୁ ସେଠି ରହି ନିର୍ବାଚନ ଦାୟିତ୍ୱ ନେବାକୁ କୁହାଯାଇଛି । ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଏବଂ ଡି ପୁରନେ୍ଦଶ୍ୱରୀ ଖୁବ୍ ଶୀଘ୍ର ଏଠାକୁ ଆସି ରଣନୀତି ପ୍ରସ୍ତୁତ କରିବେ ।

ସୂଚନାଥାଉକି, ବିଜେଡି ପ୍ରାର୍ଥୀ ଚୟନ ପାଇଁ ବିଚାର ବିମର୍ଷ ଜୋରଦାର ଚାଲିଥିବା ବେଳେ ବିଜେପି ଔପଚାରିକ ଭାବେ କେବଳ ପ୍ରାର୍ଥୀ ଘୋଷଣା କରିବ । ପ୍ରଦୀପ ପୁରୋହିତ ହେବେ ଦଳୀୟ ପ୍ରାର୍ଥୀ ।

ଇତିମଧ୍ୟରେ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ବରିଷ୍ଠ ନେତା କିଶୋର ପଟେଲଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଧାମନଗରରେ ଶୋଚନୀୟ ପରାଜୟ ସତ୍ତ୍ୱେ ଦଳ ପଦ୍ମପୁର ପାଇଁ ନିରାଶ ହୋଇନାହିଁ । ଖୁବ୍ ଶୀଘ୍ର ପଦ୍ମପୁର ରଣନୀତି ପ୍ରସ୍ତୁତ ହେବ ବୋଲି କୁହାଯାଇଛି ।

ବିଜୟ ରଂଜନ ସିଂ ବରିହାଙ୍କ ବିୟୋଗ ଯୋଗୁଁ ପଦ୍ମପୁର ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଡିସେମ୍ବର ୫ ରେ ଭୋଟ ହେବ । ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ବରିହା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୫,୭୩୪ ଭୋଟରେ ପରାସ୍ତ କରିଥିଲେ । ତେବେ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ରୀ ପୁରୋହିତ ବିଜେଡିର ଶ୍ରୀ ବରିହାଙ୍କୁ ୪୫୧୩ ଭୋଟରେ ପରାସ୍ତ କରିଥିଲେ ।

Previous Post

କଳିଙ୍ଗର ହୃତଗୌରବ ଫେରାଇ ଆଣିବାକୁ ଆହ୍ୱାନ

Next Post

ରାଷ୍ଟ୍ରପତି ହେବା ପରେ ଜନ୍ମମାଟିକୁ ପ୍ରଥମ ଗସ୍ତ

Next Post
ରାଷ୍ଟ୍ରପତି ହେବା ପରେ ଜନ୍ମମାଟିକୁ ପ୍ରଥମ ଗସ୍ତ

ରାଷ୍ଟ୍ରପତି ହେବା ପରେ ଜନ୍ମମାଟିକୁ ପ୍ରଥମ ଗସ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA