Friday, June 26, 2026 03:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାରେ କୋଭିଡ୍ ର ଚୀନ୍ ଭାରିଏଣ୍ଟ

by Our Correspondent
21 Dec, 2022- 08:51 PM
in Health, Latest News, News
1 min read
0
ଓଡ଼ିଶାରେ କୋଭିଡ୍ ର ଚୀନ୍ ଭାରିଏଣ୍ଟ
ଭୁବନେଶ୍ୱର: ଚୀନ୍ ରେ ଆତଙ୍କ ସୃଷ୍ଟି କରିଥିବା ଓମିକ୍ରନ୍ ର ସବ ଭାରିଏଣ୍ଟ BF.7 ଓଡ଼ିଶାରେ ଚିହ୍ନଟ ହୋଇଛି । ଭାରତରେ ଆକ୍ରାନ୍ତ ୩ ଜଣଙ୍କ ମଧ୍ୟରୁ ଓଡ଼ିଶାର ଜଣେ ଅଛନ୍ତି । ଗତ ଅକ୍ଟୋବର ମାସରେ ତାଙ୍କୁ ଚିହ୍ନଟ କରାଯାଇଥିଲା । ଆଉ ଦୁଇଜଣ ଗୁଜୁରାଟର । ସେମାନେ ଜୁଲାଇରୁ ନଭେମ୍ବର ଭିତରେ ଚିହ୍ନଟ ହୋଇଥିଲେ । ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଘଟଣା ସାମନାକୁ ଆସିଛି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ତଥ୍ୟକୁ ଗୋପନ ରଖିଥିଲା । ଗଣମାଧ୍ୟମରେ ଚର୍ଚ୍ଚା ହେଲା ପରେ ଯାଇ ସଂପୃକ୍ତ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦିଆଯାଇଛି । ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା । ସେପ୍ଟେମ୍ବର ୩୦ ରେ ତାଙ୍କର ସାମ୍ପଲ ଟେଷ୍ଟ କରାଯାଇଥିଲା । ଟେଷ୍ଟିଂ ସମୟରେ ମହିଳାଙ୍କଠାରେ କୌଣସି ଲକ୍ଷଣ ନ ଥିଲା । ଆମେରିକା ଯିବାକୁ ଥିବାରୁ ଟେଷ୍ଟ ହୋଇଥିଲା । ପରେ ତାଙ୍କର ଜିନମ୍ ସିକ୍ୟୁଏନ୍ସିଂ ହୋଇଥିଲା । ଜିନମ୍ ସିକ୍ୟୁଏନ୍ସିଂରୁ BF.7 ଭାରିଏଣ୍ଟ ଚିହ୍ନଟ ହୋଇଥିଲା । ୩ ମାସ ମଧ୍ୟରେ ଆଉ କୌଣସି BF.7 ଭାରିଏଣ୍ଟ ଚିହ୍ନଟ ହୋଇନି ବୋଲି କୁହାଯାଇଛି ।
କୋଭିଡ୍ ର ଏହି ଭାରିଏଣ୍ଟକୁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଭାରିଏଣ୍ଟ ଅଫ୍ କନସର୍ଣ୍ଣ ଘୋଷଣା କରିନାହାନ୍ତି । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି । ତେବେ ରାଜ୍ୟରେ ସର୍ଭେଲାନ୍ସ ବଢ଼ାଯାଇଥିବା ସେ ସୂଚନା ଦେଇଛନ୍ତି ।
ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ । କରୋନାର ଭୟାବହତା ସମ୍ପୂର୍ଣ୍ଣ ଦୂର ହୋଇ ନ ଥିବାରୁ ସମସ୍ତେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଗହଳିରେ ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ଆଜିଠାରୁ ସବୁ ବିମାନବନ୍ଦରରେ ସାମ୍ପଲ୍ ଟେଷ୍ଟିଂ ଆରମ୍ଭ ହୋଇଛି ।
Previous Post

କଂଗ୍ରେସର କାରଣ ଦର୍ଶାଅ ନୋଟିସ୍ ଫାର୍ସ

Next Post

ଅଚିହ୍ନା ଶବକୁ ଶେଷ ସମ୍ମାନ ଦେଲା ଓଡ଼ିଶା-ମୋ ପରିବାର

Next Post
ଅଚିହ୍ନା ଶବକୁ ଶେଷ ସମ୍ମାନ ଦେଲା ଓଡ଼ିଶା-ମୋ ପରିବାର

ଅଚିହ୍ନା ଶବକୁ ଶେଷ ସମ୍ମାନ ଦେଲା ଓଡ଼ିଶା-ମୋ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA