Saturday, June 27, 2026 03:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଫେବ୍ରୁଆରୀ ୨୦ ରୁ ମାଟ୍ରିକ ପରୀକ୍ଷା

ଆଗୁଆ ଘୋଷଣା କଲା ବୋର୍ଡ

by Our Correspondent
27 Jul, 2023- 02:01 PM
in Latest News, News
1 min read
0
ଫେବ୍ରୁଆରୀ ୨୦ ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ସିବିଏସଇ ଢ଼ାଞ୍ଚାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଏଥର ବହୁ ଆଗରୁ ମାଟ୍ରିକ୍ ପରୀକ୍ଷା ତାରିଖ ଘୋଷଣା କରିଛି । ଆସନ୍ତାବର୍ଷ ଫେବ୍ରୁଆରୀ ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ ।

ମାର୍ଚ୍ଚ ୧୨ ରୁ ସମସ୍ତ ପରୀକ୍ଷାର ଖାତାଦେଖା ଆରମ୍ଭ ହେବ । ଖାତାଦେଖା ଅତିକମ୍ ରେ ୧୨ ଦିନ ଚାଲିବ । ତେବେ ବିସ୍ତୃତ କାର୍ଯ୍ୟସୂଚୀ ପରେ ଘୋଷଣା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସେହିଭଳି ମାଟ୍ରିକ ପିଲାଙ୍କ ସ୍କୁଲ ଷାଣ୍ମାସିକ ପରୀକ୍ଷା ସେପ୍ଟେମ୍ବର ୧୩ ରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାର ପ୍ରଶ୍ନପତ୍ର ବୋର୍ଡ ପ୍ରସ୍ତୁତ କରିବ । ମାତ୍ର ଯେଝା ସ୍କୁଲ ପରୀକ୍ଷା କରି ଖାତା ମୂଲ୍ୟାୟନ କରିବେ । ମାଟ୍ରିକ ପରୀକ୍ଷା ଫର୍ମ ଫିଲଅପ୍ ଅକ୍ଟୋବର ମାସରେ ହେବ ।

ଦୁଇବର୍ଷ ପରେ ମାଟ୍ରିକ୍ ପରୀକ୍ଷା ପୁଣି ପୁରୁଣା ପଦ୍ଧତିରେ ହେବ । କୋଭିଡ୍ ଯୋଗୁଁ ଦୁଇବର୍ଷ ଧରି ମାଟ୍ରିକ୍ ପରୀକ୍ଷା ସମ୍ପୂର୍ଣ୍ଣ ଭାବେ ସମ୍ମେଟିଭ୍ ଆସେସମେଣ୍ଟରେ ହେଉଥିଲା । ଏଥର ସେହି ପୁରୁଣା ପଦ୍ଧତି ୬ ଟି ବିଷୟରେ ପିଲା ୧୦୦ ମାର୍କ ଲେଖାଏଁ ପରୀକ୍ଷା ଦେବେ । ତେବେ ପରୀକ୍ଷା ଫଳ ନିର୍ଦ୍ଧାରଣ ପଦ୍ଧତିରେ ପରିବର୍ତ୍ତନ କରାଯାଇଛି । ୬ ଟି ବିଷୟର ପରୀକ୍ଷାରେ ୮୦ ପ୍ରତିଶତ ୱେଟେଜ୍ ରହିବ । ଇଣ୍ଟରନାଲ ଆସେସମେଣ୍ଟରେ ୧୦ ପ୍ରତିଶତ ଏବଂ ଆସପିରେସନାଲ୍ କମ୍ପୋନେଣ୍ଟରେ ୧୦ ପ୍ରତିଶତ ୱେଟେଜ୍ ଦିଆଯାଇ ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ଆସନ୍ତାବର୍ଷ ୫ ଲକ୍ଷ ୫୦ ହଜାରରୁ ଅଧିକ ପିଲା ମାଟ୍ରିକ୍ ପରୀକ୍ଷା ଦେବେ ।

Previous Post

ନବୀନଙ୍କୁ ଭେଟିଲେ ଟୋନି ବ୍ଲେୟାର

Next Post

ଓଡ଼ିଶାରେ ହେବ ସିଲିକନ କାର୍ବାଇଡ୍ ପ୍ଲାଣ୍ଟ

Next Post
ଓଡ଼ିଶାରେ ହେବ ସିଲିକନ କାର୍ବାଇଡ୍ ପ୍ଲାଣ୍ଟ

ଓଡ଼ିଶାରେ ହେବ ସିଲିକନ କାର୍ବାଇଡ୍ ପ୍ଲାଣ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA