Thursday, July 10, 2025 06:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କୁ ଭେଟିଲେ ଟୋନି ବ୍ଲେୟାର

ଓଡ଼ିଶାର ବିକାଶ ପ୍ରସଙ୍ଗରେ ଘଣ୍ଟାଏ ଆଲୋଚନା

by Our Correspondent
26 Jul, 2023- 10:17 PM
in Latest News, News
1 min read
0
ନବୀନଙ୍କୁ ଭେଟିଲେ ଟୋନି ବ୍ଲେୟାର

ଭୁବନେଶ୍ୱର: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଓଡ଼ିଶାର ଅର୍ଥନୈତିକ ବିକାଶ ପାଇଁ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା ହୋଇଥିଲା ।

ଗତ ଜୁଲାଇ ୨୧ ତାରିଖରେ ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଫର ଗ୍ଲୋବାଲ୍ ଚେଞ୍ଜ(ଟିବିଆଇ) ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ସେହି ଅନୁଯାୟୀ, ଓଡ଼ିଶା ପାଇଁ ଏକ ବିସ୍ତୃତ ଅର୍ଥନୈତିକ ଯୋଜନା ପ୍ରସ୍ତୁତିରେ ଟିବିଆଇ ମାଗଣାରେ ସାହାଯ୍ୟ ସହଯୋଗ କରୁଛି । ଟିମ୍ ଓଡ଼ିଶା ସହ ମିଶି ଏହି କାର୍ଯ୍ୟ କରାଯାଉଛି ।

ସଂସ୍ଥାର ପ୍ରାରମ୍ଭିକ କାର୍ଯ୍ୟ ଏବଂ ପରାମର୍ଶରେ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରି ଟୋନି ବ୍ଲେୟାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଗକୁ ଏହି ସହଯୋଗ ଜାରି ରହିବ ବୋଲି ଆଶାପ୍ରକଟ କରିଥିଲେ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବ୍ଲେୟାର ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ମଧ୍ୟ ସେ ଭୂୟସୀ ପ୍ରଶଂସା କରିଥିଲେ ।

ସୂଚନାଯୋଗ୍ୟ, ୨୦୧୬ ରେ ସ୍ଥାପିତ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଫର ଗ୍ଲୋବାଲ୍ ଚେଞ୍ଜର ମୁଖ୍ୟ ହେଉଛନ୍ତି ଟୋନି ବ୍ଲେୟାର । ଲଣ୍ଡନରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି । ୪୫ ଟି ଦେଶରେ ସଂସ୍ଥା କାର୍ଯ୍ୟ କରୁଛି । ଗଭର୍ଣ୍ଣାସ୍, ଇନଭେଷ୍ଟମେଣ୍ଟ, ବିଦେଶ ନୀତି, ଭିତ୍ତିଭୂମି, ଜଳବାୟୁ, ଶକ୍ତି ଏବଂ ମାନବ ସମ୍ବଳ ଉପରେ ସଂସ୍ଥାର ପାରଦର୍ଶିତା ଅଛି ।

ଓଡ଼ିଶାରେ ଏହାର କାର୍ଯ୍ୟକ୍ରମ ମଧ୍ୟରେ ରହିଛି. କଣ୍ଟେ ଷ୍ଟେଟ୍ ଆନାଲିସିସ୍, ଏକ୍ସଟରନାଲ୍ ବେଞ୍ଚମାର୍କିଂ, ରୋଡମ୍ୟାପ୍ ଡିଜାଇନ୍, କାପାସିଟି ଡେଭେଲପମେଣ୍ଟ, କମ୍ୟୁନିକେସନ୍ ଏବଂ ମଲଟିମୋଡାଲ୍ ଟ୍ରାନସପୋର୍ଟ ଲଜିଷ୍ଟିକସ ।

 

Previous Post

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଟିମ୍

Next Post

ଫେବ୍ରୁଆରୀ ୨୦ ରୁ ମାଟ୍ରିକ ପରୀକ୍ଷା

Next Post
ଫେବ୍ରୁଆରୀ ୨୦ ରୁ ମାଟ୍ରିକ ପରୀକ୍ଷା

ଫେବ୍ରୁଆରୀ ୨୦ ରୁ ମାଟ୍ରିକ ପରୀକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA