Sunday, June 28, 2026 09:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ

ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ

by Our Correspondent
18 Oct, 2023- 11:14 PM
in Latest News, News
1 min read
0
ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ

ଭୁବନେଶ୍ୱର: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଫେସର ଗଣେଶୀ ଲାଲଙ୍କ ଜାଗାରେ ସେ ଓଡ଼ିଶାର ରାଜ୍ୟପାଳ ହେବେ । ପ୍ରଫେସର ଲାଲଙ୍କ କାର୍ଯ୍ୟକାଳ ଗତ ମେ’ ମାସରେ ପୂରି ଯାଇଛି । ପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ହୋଇ ନ ଥିବାରୁ ସେ ଦାୟିତ୍ୱରେ ଥିଲେ ।

ନୂଆ ରାଜ୍ୟପାଳ ରଘୁବର ଦାସ ହେଉଛନ୍ତି ବିଜେପିର ଜଣେ ବରିଷ୍ଠ ନେତା । ବର୍ତ୍ତମାନ ସେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଛନ୍ତି । ଝାଡ଼ଖଣ୍ଡ ବିଧାନସଭାକୁ ସେ ୫ ଥର ନିର୍ବାଚିତ ହୋଇଛନ୍ତି । ୨୦୦୪ ରେ ଝାଡ଼ଖଣ୍ଡ ବିଜେପି ସଭାପତି ଭାବେ ନିଯୁକ୍ତି ପାଇଥିଲେ । ତାଙ୍କ ନେତୃତ୍ୱରେ ବିଜେପି ୩୦ଟି ବିଧାନସଭା ଆସନରେ ବିଜୟ ଲାଭ କରିଥିଲା । ୨୦୦୫ ରେ ଅର୍ଜୁନ ମୁଣ୍ଡାଙ୍କ ସରକାର(ଏନଡିଏ)ରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ପରବର୍ତ୍ତୀ ଥର ଶିବୁ ସୋରେନଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୬ ମାସ ପାଇଁ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୪ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ଲାଭ କରିଥିଲା ଏବଂ ଝାଡ଼ଖଣ୍ଡର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ରଘୁବର ଶପଥ ନେଇଥିଲେ । ସେ ଥିଲେ ଝାଡ଼ଖଣ୍ଡର ପ୍ରଥମ ଅଣଆଦିବାସୀ ମୁଖ୍ୟମନ୍ତ୍ରୀ ।

ତେବେ ୨୦୧୯ ନିର୍ବାଚନରେ ତାଙ୍କର ନେତୃତ୍ୱ ବିପର୍ଯ୍ୟୟର ସାମନା କରିଥିଲା । ୮୧ ଆସନରୁ ବିଜେପିକୁ ମିଳିଥିଲା ମାତ୍ର ୨୫ ଆସନ । ନିଜର ଜନ୍ମସ୍ଥାନ ଜାମସେଦପୁର(ପୂର୍ବ) ଆସନରୁ ସ୍ୱାଧୀନ ଭାବେ ଲଢ଼ୁଥିବା ବିଜେପିର ବିଦ୍ରୋହୀ ପ୍ରାର୍ଥୀ ସରୟୁ ରାଏଙ୍କଠାରୁ ୧୫ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ ।

Previous Post

CM Inaugurates OPTCL TECH Tower

Next Post

କଟକ ପାଇଁ ୫୩୫୧ ପ୍ରକଳ୍ପ, କେନ୍ଦ୍ରାପଡ଼ା ପାଇଁ ୩୩୫୩ ପ୍ରକଳ୍ପ

Next Post
କଟକ ପାଇଁ ୫୩୫୧ ପ୍ରକଳ୍ପ, କେନ୍ଦ୍ରାପଡ଼ା ପାଇଁ ୩୩୫୩ ପ୍ରକଳ୍ପ

କଟକ ପାଇଁ ୫୩୫୧ ପ୍ରକଳ୍ପ, କେନ୍ଦ୍ରାପଡ଼ା ପାଇଁ ୩୩୫୩ ପ୍ରକଳ୍ପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA