Tuesday, June 23, 2026 03:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମେଣ୍ଟ ନୁହେଁ, ଲଢ଼େଇ ହେବ: ସୁନୀଲ ବଂଶଲ

ବିଜେପିର ଓଡ଼ିଶା ଦଖଲ ରଣନୀତି ବୈଠକ

by Our Correspondent
30 Dec, 2023- 03:47 PM
in Latest News, News, Politics
1 min read
0
ମେଣ୍ଟ ନୁହେଁ, ଲଢ଼େଇ ହେବ: ସୁନୀଲ ବଂଶଲ

ଭୁବନେଶ୍ୱର: ବିଜେଡି ସହ ମେଣ୍ଟ କି ମିଳାମିଶା ନୁହେଁ । ୱାନ୍ ଟୁ ୱାନ୍ ଫାଇଟ୍ ହେବ । ରାଜ୍ୟ ବିଜେପିର ପଦାଧିକାରୀ ଓ ଜିଲ୍ଲା ସଭାପତିମାନଙ୍କ ବୈଠକରେ ଆଜି ଏହା ସ୍ପଷ୍ଟ କରିଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନାକୁ ନେଇ କର୍ମୀଙ୍କ ମନରେ ଲାଗି ରହିଥିବା ଦ୍ୱନ୍ଦ ଦୂର କରିବାକୁ ସେ ଦଳୀୟ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ।

ଶ୍ରୀ ବଂଶଲ କହିଛନ୍ତି, ୨୦୨୪ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ଏକ ଅପପ୍ରଚାର । ଏଭଳି କୌଣସି ସମ୍ଭାବନା ନାହିଁ । ବିଜେଡି ସହ ବିଜେପିର ୱାନ୍ ଟୁ ୱାନ୍ ଫାଇଟ୍ ହେବ । ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏହି ଲଢ଼େଇ ହେବ । କୌଣସି ଆସନରେ ବିଜେପି ସାଲିସ କରିବ ନାହିଁ । ଜାନୁଆରୀ ୫ରୁ ଦଳୀୟ କାର୍ଯ୍ୟକ୍ରମ ଜୋରଦାର ଆରମ୍ଭ ହେବ । ୫୦% ଭୋଟ ଟାର୍ଗେଟ୍ ରେ କର୍ମୀମାନେ ଘର ଜଗିବେ । କିଛି ପରିବାରର ଦାୟିତ୍ୱ ମଧ୍ୟ ନେବେ । କେନ୍ଦ୍ର ସରକାରଙ୍କ ୧୫୭ ଯୋଜନାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

ପଦାଧିକାରୀ ବୈଠକ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ବିଜେଡି ବିରୋଧରେ ଜୋରଦାର ଯୁଦ୍ଧ ଡାକରା ଦେଇଛନ୍ତି । ସେ କହିଛନ୍ତି ଜାନୁଆରୀ ୫ ରୁ ସଂଘର୍ଷ ଆରମ୍ଭ ହେବ । ଜଣେ ଲେଖାଏଁ ବିଜେପି କର୍ମକର୍ତ୍ତା କିଛି ଘରର ଦାୟିତ୍ୱ ନେବେ । । କଂଗ୍ରେସ ମଇଦାନରେ ନାହିଁ । ତେଣୁ ବିଜେଡି ସହ ୱାନ୍ ଟୁ ୱାନ୍ ଫାଇଟ୍ ହେବ । ୫୦% ଭୋଟ ହାତେଇବା ପାଇଁ ବୁଥସ୍ତରରେ ରଣନୀତି ପ୍ରସ୍ତୁତ ହୋଇସାରିଛି ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ସଫଳତାକୁ ନେଇ ରାଜ୍ୟ ନେତାମାନେ ପ୍ରବଳ ଉତ୍ସାହିତ ଅଛନ୍ତି । ଓଡ଼ିଶା ଦଖଲ ପାଇଁ ଦିଲ୍ଲୀରେ ବି ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି । ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ସହପ୍ରଭାରୀ ବିଜୟପାଲ ସିଂହ ତୋମାର ଏହି ରଣନୀତି ଧରି ଗତକାଲିଠାରୁ ଓଡ଼ିଶା ଆସିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ପଦାଧିକାରୀ ଓ ଜିଲ୍ଲା ସଭାପତିମାନଙ୍କର ବୈଠକ ହୋଇଥିଲା । ଆସନ୍ତାକାଲି ରବିବାର ଦିନ ସଂଯୁକ୍ତ ମୋର୍ଚ୍ଚାର ବୈଠକ ବସିବ ।

Previous Post

ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ଲୋକସଭା ଆସନ ଦାୟିତ୍ୱ

Next Post

ଅରୁଣ ଷଡ଼ଙ୍ଗୀ ହେଲେ ଭାରପ୍ରାପ୍ତ ପୁଲିସ ଡିଜି

Next Post
ଅରୁଣ ଷଡ଼ଙ୍ଗୀ ହେଲେ ଭାରପ୍ରାପ୍ତ ପୁଲିସ ଡିଜି

ଅରୁଣ ଷଡ଼ଙ୍ଗୀ ହେଲେ ଭାରପ୍ରାପ୍ତ ପୁଲିସ ଡିଜି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA