Thursday, June 25, 2026 08:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚଳିତବର୍ଷରୁ ଯୁକ୍ତ ତିନି ଓ ପିଜି ପିଲାଙ୍କୁ ଛାତ୍ରବୃତ୍ତି

ଯାଜପୁର ନୂଆ-ଓ କାର୍ଯ୍ୟକ୍ରମରେ ପାଣ୍ଡିଆନ୍

by Our Correspondent
13 Feb, 2024- 03:21 PM
in Latest News, News
1 min read
0
ଚଳିତବର୍ଷରୁ ଯୁକ୍ତ ତିନି ଓ ପିଜି ପିଲାଙ୍କୁ ଛାତ୍ରବୃତ୍ତି

ଭୁବନେଶ୍ୱର: ଯୁକ୍ତ ତିନି ଓ ପିଜି ପିଲାଙ୍କୁ ଚଳିତବର୍ଷରୁ ଛାତ୍ରବୃତ୍ତି ପ୍ରଦାନ କରାଯିବ । ନୂଆ-ଓ ସ୍କଲାରସିପ୍ ଯୋଜନାରେ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ, ସବୁ ସରକାରୀ, ବେସରକାରୀ ତଥା ଅନୁଦାନପ୍ରାପ୍ତ କଲେଜ ଛାତ୍ରଛାତ୍ରୀଙ୍କୁ ବୃତ୍ତି ମିଳିବ । ଛାତ୍ରଙ୍କୁ ବାର୍ଷିକ ୯ ହଜାର ଟଙ୍କା ଏବଂ ଛାତ୍ରୀଙ୍କୁ ବାର୍ଷିକ୧୦ ହଜାର ଟଙ୍କା ବୃତ୍ତି ଦିଆଯିବ । ଏସସି/ଏସଟି ତଥା ନିର୍ମାଣ ଶ୍ରମିକ ପରିବାରର ପିଲାଙ୍କ ପାଇଁ ଛାତ୍ରବୃତ୍ତି ପରିମାଣ ହଜାରେ ଟଙ୍କା ଅଧିକ ରଖାଯାଇଛି । ଏହି ବର୍ଗର ଛାତ୍ରମାନେ ବର୍ଷକୁ ୧୦ ହଜାର ଏବଂ ଛାତ୍ରୀମାନେ ବର୍ଷକୁ ୧୧ ହଜାର ଟଙ୍କା ପାଇବେ । ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କ ପିଲାଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ମିଳିବ । ସାଢ଼େ ୪ ଲକ୍ଷ ୟୁଜି ଏବଂ ୩୨ ହଜାର ପିଜି ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ।

ଆଜି ଯାଜପୁରରେ ନୂଆ ଓ-କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପାଣ୍ଡିଆନ୍ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରିବା ପାଇଁ ଉତ୍ସାହିତ କରିବା ସହ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ସଂକଳ୍ପ ଏବଂ ଗତକାଲିର ନିଷ୍ପତ୍ତି ଜଣାଇଥିଲେ । ସେ କହିଥିଲେ, ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଗଠନକୁ ଗୁରୁତ୍ୱ ଦିଅନ୍ତି । ଏଥିପାଇଁ ନୂଆ-ଓ ସ୍କଲାରସିପ୍ ଯୋଜନା ଆରମ୍ଭ କରିଛନ୍ତି । ଚଳିତବର୍ଷରୁ ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ବୃତ୍ତି ପ୍ରଦାନ କରାଯିବ । ଏହି ଯୋଜନାରେ ପ୍ରାୟ ସାଢ଼େ ୪ ଲକ୍ଷ ଅଣ୍ଡର ଗ୍ରାଜୁଏଟ୍ ଏବଂ ୩୨ ହଜାର ପିଜି ଛାତ୍ରଛାତ୍ରୀ ଅର୍ଥାତ୍ ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ଉପକୃତ ହେବେ । ଚଳିତବର୍ଷର ବୃତ୍ତି ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ପ୍ରଦାନ କରାଯିବ । ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ଯିବ ।

ସେହିପରି ଆସନ୍ତା ଅଗଷ୍ଟ ୧୫ରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ- ଓ ମ୍ୟାଜିକ୍ କାର୍ଡ । ଏହି କାର୍ଡ ଜରିଆରେ ସେମାନଙ୍କୁ ବସ୍, ଫ୍ଲାଇଟ୍, ଟ୍ରେନରେ ରିହାତି ଯାତ୍ରା ସୁବିଧା ମିଳିବ । କାର୍ଡରେ ୱାଇ-ଫାଇ ସୁବିଧା ମାଗଣା ମିଳିବ । ଛାତ୍ରଛାତ୍ରୀଙ୍କ ସମସ୍ତ ଆକ୍ଟିଭିଟିର ତଥ୍ୟ ଏହି କାର୍ଡରେ ରହିବ । ଯେତେ ଅଂଶଗ୍ରହଣ କରିବେ ଏହି କାର୍ଡ ସେତେ ରିଚାର୍ଜ ହେବ । କାର୍ଡରେ ଛାତ୍ରଛାତ୍ରୀଙ୍କ ପଏଣ୍ଟ ମଧ୍ୟ ବଢ଼ିବ ।

ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ କହିଥିଲେ, ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ପାଇଁ ଏହା ନୂଆ ଯୁଗ ଆରମ୍ଭ ହୋଇଛି । ନବୀନ ଓଡ଼ିଶାର ସ୍ୱପ୍ନକୁ ସାକାର କରିବାର ସାମର୍ଥ ଛାତ୍ରଛାତ୍ରୀଙ୍କଠାରେ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବଡ଼ ସ୍ୱପ୍ନକୁ ସାର୍ଥକ କରିବା ପାଇଁ କଠିନ ପରିଶ୍ରମ କରିବାକୁ ଶ୍ରୀ ପାଣ୍ଡିଆନ୍ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

Previous Post

ସସପେନସ୍ ରେ ରହିଲେ ତୃତୀୟ ପ୍ରାର୍ଥୀ!

Next Post

ତୃତୀୟ ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ଜାରି

Next Post
ତୃତୀୟ ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ଜାରି

ତୃତୀୟ ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ଜାରି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA