Tuesday, June 23, 2026 04:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡାକ୍ତର କମଳାକାନ୍ତ କରଙ୍କ ପରଲୋକ

by Our Correspondent
15 Feb, 2024- 05:59 PM
in Latest News, News
1 min read
0
ଡାକ୍ତର କମଳାକାନ୍ତ କରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ହୋମିଓପାଥିକ୍ ଡାକ୍ତର କମଳାକାନ୍ତ କରଙ୍କର ଆଜି ପରଲୋକ ହୋଇଯାଇଛି । ଆଇଆରସି ଭିଲେଜସ୍ଥିତ ବାସଭବନରେ ସକାଳେ ସେ ହୃଦଘାତ୍ ର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ୍ ନେବା ବାଟରେ ହିଁ ଆଖି ବୁଜି ଦେଇଥିଲେ । ତାଙ୍କୁ ୮୭ ବର୍ଷ ହୋଇଥିଲା । ଡାକ୍ତର କରଙ୍କ ବିୟୋଗ ହୋମିଓପାଥିକ୍ ଚିକିତ୍ସା ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ହୋମିଓପାଥିକ୍ ଚିକିତ୍ସାରେ ଡାକ୍ତର କମଳାକାନ୍ତ କରଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । ରାଜଧାନୀର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ କଲେଜରେ ଦୀର୍ଘ ୧୦ ବର୍ଷ ଧରି ସେ ଅଧ୍ୟକ୍ଷ ଥିଲେ । ଚାକିରିରୁ ଅବସର ଗ୍ରହଣ କରିବା ପରେ ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟ୍ ରେ ନିଜର କ୍ଲିନିକ୍ ଖୋଲି ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଉଥିଲେ । ଜଣେ ଦକ୍ଷ ଚିକିତ୍ସକ ଭାବେ ତାଙ୍କର ସୁନାମ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କ ପାଖକୁ ଧାଇଁ ଆସୁଥିଲେ ।

ଘରୋଇ କ୍ଲିନିକ୍ ଖୋଲିଥିଲେ ମଧ୍ୟ ତାଙ୍କର ଅର୍ଥ ମୋହ ନ ଥିଲା । ଗରିବ ରୋଗୀଙ୍କୁ ମାଗଣାରେ ଔଷଧ ଦେଉଥିଲେ । ବାର୍ଦ୍ଧକ୍ୟଜନିକ ଶାରୀରିକ ଅସୁସ୍ଥତା ସତ୍ତ୍ୱେ ସେ ଚିକିତ୍ସା ସେବା ଜାରି ରଖିଥିଲେ । ଏହି ବୟସରେ ମଧ୍ୟ ସେ ନିୟମିତ ଭାବେ ତାଙ୍କ ଜନ୍ମମାଟି ମାହାଙ୍ଗା ଯାଉଥିଲେ ଏବଂ ସେଠାରେ ମାସକୁ ଅନ୍ତତଃ ଦୁଇ ଦିନ ରହି ରୋଗୀ ଦେଖିବା ସହ ମାଗଣାରେ ଔଷଧ ଦେଉଥିଲେ ।

ସ୍ୱର୍ଗତଃ କର କେବଳ ହୋମିଓପାଥିକ୍ ଡାକ୍ତରୀ ବିଦ୍ୟାରେ ପାରଙ୍ଗମ ନ ଥିଲେ । ସାହିତ୍ୟ ପ୍ରତି ମଧ୍ୟ ତାଙ୍କର ପ୍ରଗାଢ଼ ଅନୁରକ୍ତି ଥିଲା । ନିଜର ବ୍ୟସ୍ତବହୁଳ କର୍ମମୟ ଜୀବନରୁ ସମୟ ବାହାର କରି ଲେଖାଲେଖି କରୁଥିଲେ । ଗଠନମୂଳକ ସମାଲୋଚନାରେ ସେ ଥିଲେ ସିଦ୍ଧହସ୍ତ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଅନେକ ପୁସ୍ତକ ଲେଖିଛନ୍ତି । ତାଙ୍କର ଚର୍ଚ୍ଚିତ ପୁସ୍ତକ ମଧ୍ୟରେ ରହିଛି ବିବିଧ ପ୍ରସଙ୍ଗ, ହୋମିଓପାଥି ବ୍ୟବସ୍ଥା ଓ ଅବ୍ୟବସ୍ଥା, ସାଉଁଟାଫୁଲ ଓ ବିରିୟାନୀ । ଇଂରାଜୀରେ ତାଙ୍କ ଦ୍ୱାରା ରଚିତ ‘ହୋମିଓପାଥି ଷ୍ଟେଟ୍ ଆଣ୍ଡ ଆର୍ଫାୟାସ’ ପୁସ୍ତକଟି ଦେଶ ବିଦେଶରେ ପାଠକୀୟ ଆଦୃତ ଲାଭ କରିଛି ।

Previous Post

ବିଜେଡି ବିଧାୟକଙ୍କ ଘରେ ପଶିଲା ଇଡି

Next Post

ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ

Next Post
ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ

ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA