Tuesday, June 23, 2026 01:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୌଦ୍ଧ ଆରଟିଓଙ୍କ ଜମିଦାରୀ ସମ୍ପତ୍ତି

ଗଣ୍ଡା ଗଣ୍ଡା ଭିଭିଆଇପି ଫ୍ଲାଟ୍, ୩.୭୫ କୋଟି ଡିପୋଜିଟ୍

by Our Correspondent
15 Feb, 2024- 07:34 PM
in Latest News, News
1 min read
0
ବୌଦ୍ଧ ଆରଟିଓଙ୍କ ଜମିଦାରୀ ସମ୍ପତ୍ତି

ଭୁବନେଶ୍ୱର: ଗଲା ମାସରେ ନୟାଗଡ଼ ଏମଭିଆଇ ପଞ୍ଚାନନ ଓରଫ୍ ପଞ୍ଚୁ ବେହେରାଙ୍କ ଉପରେ ଭିଜିଲାନସ୍ ଚଢ଼ଉ ବେଳେ ବିପୁଳ ସମ୍ପତ୍ତି ଠାବ ହୋଇଥିଲା । ଭୁବନେଶ୍ୱରରେ ତାଙ୍କର ଦୁଇ ଦୁଇଟି କୋଠା ସାଙ୍ଗକୁ ୩୧ ଟି ପ୍ଲଟ୍ । ତାହା ବାଦ୍ ୭୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୧୫ ଲକ୍ଷ ଟଙ୍କାର ଗହଣା ଗାଣ୍ଠି ଥିଲା । ୫୦ ଲକ୍ଷରୁ ଅଧିକ ଟଙ୍କା ଦେଇ ସେ ବାବୁ ତାଙ୍କ ପୁଅକୁ ମେଡିକାଲ୍ ପଢ଼ୋଉଛନ୍ତି । ଭିଜିଲାନସ୍ ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା ।

ଆଜି ଜାତିଭାଇର ଆଉ ଜଣେ ସରକାରୀ ବାବୁ ଭିଜିଲାନସ୍ ହାବୁଡରେ ପଡ଼ିଛନ୍ତି । ସେ ବାବୁ ହେଉଛନ୍ତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର । ଡଉଲ ଡାଉଲ ଚେହେରାର ଏହି ବାବୁଙ୍କର ସମ୍ପତ୍ତି ବି ସେମିତି ଡଉଲ ଡାଉଲ । ରାଜଧାନୀରେ ଆଭିଜାତ୍ୟସମ୍ପନ୍ନ ଗଣ୍ଡା ଗଣ୍ଡା ଫ୍ଲାଟ୍ ରେ ସେ ସନ୍ତୁଷ୍ଟ ହୋଇନାହାନ୍ତି । ବେଙ୍ଗାଲୁରୁର ଭିଭିଆଇପି ଏରିଆରେ ବୁକ୍ କରିଛନ୍ତି ଫ୍ଲାଟ୍ । ଆରଟିଓ ଚାକିରି କରିଥିବା ଏହି ବାବୁଙ୍କ ପକେଟ୍ କେତେ ଗରମ ତାହା ଏଥିରୁ ସ୍ପଷ୍ଟ ଜାଣି ହେଉଛି ।

ଆଜି ସକାଳୁ ସକାଳୁ ଭିଜିଲାନସ୍ ଟିମ୍ ବସନ୍ତ ମହାପାତ୍ରଙ୍କ ଘର, ଅଫିସ, ସମ୍ପର୍କୀୟ ଆଦି ୧୦ଟି ଜାଗାରେ ଏକକାଳୀନ ଚଢ଼ଉ କରିଥିଲା । ଦୁଇଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୬ ଡିଏସପି, ୬ ଜଣ ଇନସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଏହି ଚଢ଼ଉରେ ସାମିଲ ଥିଲେ । ଆଜି ଦିନ ତମାମ ଏହି ଚଢ଼ଉ ଚାଲିଥିଲା । ତଦନ୍ତ ଏବେ ବି ଜାରି ରହିଛି । ଏ ପର୍ଯ୍ୟନ୍ତ ଠାବ ହୋଇଥିବା ସମ୍ପତ୍ତି ତାଲିକା ଆଜି ସଂଧ୍ୟାରେ ଭିଜିଲାନସ୍ ପକ୍ଷରୁ ଜାରି କରାଯାଇଛି । ସେହି ତାଲିକା ଉପରେ ଟିକେ ନଜର ପକାନ୍ତୁ..

– ରାଜଧାନୀ ଉପକଣ୍ଠ ପାହାଳର ଉତ୍କଳ ସିଗନେଚର୍ ଆପାର୍ଟମେଣ୍ଟର ତୃତୀୟ ମହଲାର ୩୦୭ ନମ୍ବର ଫ୍ଲାଟ୍ । ଜାଗା ୩ ହଜାର ବର୍ଗଫୁଟ୍ । ଦାମ୍ କୋଟିଏ ଟଙ୍କା ।

– କଳ୍ପନା ଛକ ଅଞ୍ଚଳରେ ଥିବା ଉତ୍କଳ ରୟାଲ୍ ରେସିଡେନ୍ସିରେ ତିନି ବେଡ୍ ରୁମ୍ ର ଫ୍ଲାଟ୍ । ଅଷ୍ଟମ ମହଲାରେ ଏହି ଫ୍ଲାଟ୍ ନମ୍ବର ହେଉଛି ବି/୮୩ । ଦାମ୍ କୋଟିଏ ଟଙ୍କା ।

– କଳ୍ପନା ଛକ ନିକଟ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ରେ ଦୁଇଟି କମର୍ସିଆଲ୍ ସପିଂ ଆଉଟଲେଟ୍ । ୪ ଓ ୫ ନମ୍ବର ଏହି ଆଉଟଲେଟ୍ ଜାଗା ହେଉଛି ୨୫୦୦ ବର୍ଗଫୁଟ୍ । ଦାମ୍ ୨ କୋଟିରୁ ଅଧିକ ।

– କଳାରାହାଙ୍ଗସ୍ଥିତ ଜେଡ୍ ୱାନ୍ ଇଷ୍ଟେଟ୍ ର ଆଇକନିକ୍ ଟାୱାର୍, ବ୍ଲକ୍ ନଂ ୪ ରେ ଏକ ୫-ବିଏଚକେ ଫ୍ଲାଟ୍(ନଂ ୨୫୦୪) କିଣିବା ବାବଦରେ ୧ କୋଟି ୩୫ ଲକ୍ଷ ଟଙ୍କା ଆଡଭାନସ୍ ଦେଇଛନ୍ତି । ଏହି ଜାଗା ହେଉଛି ୧୭୭୬ ବର୍ଗଫୁଟ୍ ର ।

– ବେଙ୍ଗାଲୁରୁର ଓଜୋନ୍ ଏଲିଗାଣ୍ଟ-ଡବ୍ଲୁଏଫ-୪୮ରେ ୧୦୦୨ ନମ୍ବର ଫ୍ଲାଟ୍ କିଣିବା ପାଇଁ ବୁକ୍ ସରିଛି । ସେଥିପାଇଁ ଆଡଭାନସ୍ ଦେଇଛନ୍ତି ୮୮ ଲକ୍ଷ ଟଙ୍କା ।

– ବ୍ୟାଙ୍କ ଓ ଇନସୁରାନ୍ସ ଡିପୋଜିଟ୍ ତଥା କ୍ୟାପିଟାଲ୍ ଗେନ୍ ବଣ୍ଡସ୍ ରେ ରହିଛି ୩ କୋଟି ୭୫ ଲକ୍ଷ ଟଙ୍କା ।

#ଆକ୍ସିସ୍ ବ୍ୟାଙ୍କ, ଭୁବନେଶ୍ୱରରେ ୨ କୋଟି ୧୧ ଲକ୍ଷ ୭୯ ହଜାର
#ଆଇସିଆଇସିଆଇ ବ୍ୟାଙ୍କ, ଭୁବନେଶ୍ୱରରେ ୪୪ ଲକ୍ଷ ୩୫ ହଜାର
#ଏସବିଆଇ, ଭୁବନେଶ୍ୱରରେ ୩୯ ଲକ୍ଷ ୫୫ ହଜାର
#ଏନଏଚଏଆଇ କ୍ୟାପିଟାଲ୍ ଗେନ୍ ବଣ୍ଡସ୍ ରେ ୪୮ ଲକ୍ଷ
#ମାକ୍ସ ଲାଇଫ୍ ରେ ୩୧ ଲକ୍ଷ ୯୦ ହଜାର ଇନସୁରାନ୍ସ ଡିପୋଜିଟ୍

– ୨୬୦ ଗ୍ରାମର ସୁନା

– ୧ ଲକ୍ଷ ୧୭ ହଜାର ୭୦୦ ନଗଦ ଟଙ୍କା

Previous Post

ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ

Next Post

ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଉଦ୍‌ଘାଟିତ

Next Post
ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଉଦ୍‌ଘାଟିତ

ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଉଦ୍‌ଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA