ଭୁବନେଶ୍ୱର: ଏନଏସି ତାଲିକାରେ ସାମିଲ ହୋଇଛି ବୀରମହାରାଜାପୁର । ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରରେ ଏନଏସି ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଗଠନ ବିଷୟ ଘୋଷଣା କରିଥିଲେ । ବୀରମହାରାଜାପୁର ଏଥିରେ ସାମିଲ ହେବା ଦ୍ୱାରା ଏନଏସି ସଂଖ୍ୟା ୩୫ ରେ ପହଞ୍ଚିଛି ।






