Tuesday, July 7, 2026 04:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲାୟନସ୍ କ୍ଲବ ଅଫ ବ୍ୟାଙ୍କର୍ସଙ୍କ ଦ୍ୱାରା ‘ସାଇବର ସୁରକ୍ଷା’ କର୍ମଶାଳା

by Our Correspondent
14 Feb, 2025- 07:47 PM
in News
1 min read
0
ଲାୟନସ୍ କ୍ଲବ ଅଫ ବ୍ୟାଙ୍କର୍ସଙ୍କ ଦ୍ୱାରା ‘ସାଇବର ସୁରକ୍ଷା’ କର୍ମଶାଳା

ଭୁବନେଶ୍ୱର: ଲାୟନସ୍ କ୍ଲବ ଅଫ ଭୁବନେଶ୍ଵର ବ୍ୟାଙ୍କର୍ସଙ୍କ ଦ୍ଵାରା ” ସାଇବର ସୁରକ୍ଷା” ଉପରେ ଏକ କର୍ମଶାଳା ଓଡିଶା ଲାୟନ୍ସ ଭବନରେ ଆୟୋଜନ କରାଯାଇଥିଲା । ସାଇବର ଅପରାଧ ନିୟନ୍ତ୍ରଣ ଉପରେ ସମାଜରେ ସଚେତନତା ଓ ସତର୍କତା ସୃଷ୍ଟି କରିବା କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଲାୟନସ୍ ଡିଷ୍ଟ୍ରିକ୍ଟ 322 C4 ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ସରସ୍ଵତୀ ପାତ୍ର କର୍ମଶାଳାର ଉଦଘାଟନ କରିଥିଲେ । ସେ ତାଙ୍କର ଅଭିଭାଷଣରେ ସାଂପ୍ରତିକ ପରିସ୍ଥିତିରେ ସାଇବର ଅପରାଧର ଗମ୍ଭୀରତାକୁ ଉପଲବ୍ଧି କରି ଏହାର ପ୍ରତିରୋଧ କରିବାକୁ ଜନ ସଚେତନତା ସୃଷ୍ଟି ଉପରେ ଆଲୋକପାତ କରିଥିଲେ । ଲାୟନସ୍ କ୍ଲବ ଅଫ ବ୍ୟାଙ୍କର୍ସଙ୍କ ଦ୍ଵାରା ଏହି ପ୍ରକାର କର୍ମଶାଳାର ଆୟୋଜନ ପାଇଁ ସେ ଭୁୟସୀ ପ୍ରଶଂସା କରିଥିଲେ ।

ଭୁବନେଶ୍ଵର ଅତିରିକ୍ତ ପୋଲିସ ଅଧିକ୍ଷକ ( ଅପରାଧ) ସାଇବର ସୁରକ୍ଷା ବିଶେଷଜ୍ଞ ଶ୍ରୀମତୀ ଅଞ୍ଜନା ଟୁଡୁ ଉକ୍ତ କର୍ମଶାଳାରେ ଯୋଗଦାନ କରି ଉପସ୍ଥିତ ଶ୍ରୋତା ଙ୍କୁ ସ୍ଲାଇଡ ମାଧ୍ୟମରେ ସାଇବର ଅପରାଧର ବିଭିନ୍ନ ଦିଗ, କାରଣ, ନିରାକରଣ, ସଚେତନତା ଏବଂ ସତର୍କତା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଆବଶ୍ୟକ ସ୍ଥଳରେ ତୁରନ୍ତ ସାଇବର ହେଲ୍ପ ଲାଇନ ୧୯୩୦ ଏବଂ ସାଇବର ଥାନାର ସାହାଯ୍ୟ ନେବାକୁ ଉପଦେଶ ଦେଇଥିଲେ । ଉପସ୍ଥିତ ଶ୍ରୋତା ମାନଙ୍କର ସାଇବର ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଲାୟନ ବାନାମ୍ଵର ସାହୁ, ସଭାପତି, ଲାୟନସ୍ କ୍ଲବ ଅଫ ବ୍ୟାଙ୍କର୍ସ ,ସ୍ଵାଗତ ସମ୍ଭାଷଣ ସହ କର୍ମଶାଳାର ଉଦ୍ଦେଶ୍ୟ ଓ ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ |

ଜୋନାଲ ଚେୟାରମ୍ୟାନ ଲାୟନ ମନୋରଞ୍ଜନ ଭୂୟାଁ କର୍ମଶାଳାରେ ସାଇବର ବିଶେଷଜ୍ଞ ଦେଇଥିବl ପରାମର୍ଶକୁ ଅନୁପାଳନ କରି ସଚେତନ ଓ ସୁରକ୍ଷିତ ରହିବାକୁ ଆହ୍ୱାନ ଦେଇଥିଲେ ।

ଲାୟନ ନୃସିଂହ ପ୍ରସାଦ ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ଲାୟନ ଶ୍ରୀହର୍ଷ ସାହୁ, ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ବକେୟା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍

Next Post

ସୋଆ ଏସ୍ଏଚ୍ଏମ୍ ରେ ଏକଦିବସୀୟ ଜାତୀୟ ସମ୍ମିଳନୀ ଆୟୋଜିତ

Next Post
ସୋଆ ଏସ୍ଏଚ୍ଏମ୍ ରେ ଏକଦିବସୀୟ ଜାତୀୟ ସମ୍ମିଳନୀ ଆୟୋଜିତ

ସୋଆ ଏସ୍ଏଚ୍ଏମ୍ ରେ ଏକଦିବସୀୟ ଜାତୀୟ ସମ୍ମିଳନୀ ଆୟୋଜିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA