Thursday, April 30, 2026 12:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ସୋଆ ଏସ୍ଏଚ୍ଏମ୍ ରେ ଏକଦିବସୀୟ ଜାତୀୟ ସମ୍ମିଳନୀ ଆୟୋଜିତ

by Our Correspondent
14 Feb, 2025- 07:53 PM
in News
1 min read
0
ସୋଆ ଏସ୍ଏଚ୍ଏମ୍ ରେ ଏକଦିବସୀୟ ଜାତୀୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର : ଭିଜନ୍ ବିକଶିତ ଭାରତ-୨୦୪୭ ପରିପ୍ରେକ୍ଷୀରେ ଗ୍ରାମୀଣ ପର୍ଯ୍ୟଟନ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଓଡ଼ିଶାର ହସ୍ତଶିଳ୍ପ କାରିଗରମାନଙ୍କୁ ଉଦ୍ୟୋଗୀ କରିବା ଉଦେ୍ଦଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍)ରେ ଶୁକ୍ରବାର ଦିନ ଏକ ଦିବସୀୟ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।

ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ସୋସିଆଲ୍ ରିସର୍ଚ୍ଚ (ଆଇସିଏସ୍ଏସ୍ଆର) ଦ୍ୱାରା ପ୍ରାୟୋଜିତ ଏବଂ ସୋଆ ଏସ୍ଏଚ୍ଏମ୍ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଉକôଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡକ୍ଟର) ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମୀଣ ପର୍ଯ୍ୟଟନ ବିକାଶ ନିମନ୍ତେ ଓଡିଶାରେ ଥିବା ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଓ କୁଶଳୀ କାରିଗରମାନଙ୍କର ଉନ୍ନତି ହେଲେ ଆମ ରାଜ୍ୟ ଓ ଦେଶର ଉନ୍ନତି ହୋଇପାରିବ ବୋଲି କହିଥିଲେ ।

ଏହି ସେମିନାରର ଆଲୋଚ୍ୟ ପ୍ରସଙ୍ଗ ଥିଲା “ ଫୋଷ୍ଟରିଂ ରୁରାଲ ଟୁରିଜିମ୍ ଆଣ୍ଡ ଏନ୍ଟରପି୍ରନିଅର୍ସିପ୍: ଟ୍ରାନ୍ସଫର୍ମିଂ ହ୍ୟାଣ୍ଡିକ୍ରାଫ୍ଟ ଆର୍ଟିସାନ୍ସ ଅଫ୍ ଓଡ଼ିଶା ଟୁଆର୍ଡସ ବିକଶିତ ଭାରତ ୨୦୪୭” । ଏହି ପ୍ରସଙ୍ଗ ଉପରେ ପ୍ରସ୍ତୁତ ଏକ ଆବ୍ଷ୍ଟ୍ରାକ୍ଟକୁ କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଥିଲା । ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଏହାର ମୁଖ୍ୟ ସଂପାଦକ ଥିବା ବେଳେ ଶିକ୍ଷାନୁଷ୍ଠାନର ଆସୋସିଏଟ ପ୍ରଫେସର (ଡକ୍ଟର) ପତିତପାବନ ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟର ସିନିୟର ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ସୋ÷ମେନ୍ଦ୍ର କୁମାର ପାତ୍ର ଓ ସେହି ବିଶ୍ୱବିଦ୍ୟାଳୟର ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ଲିନା ପି. ସିଂ ସଂପାଦକ ଭାବେ କାର୍ଯ୍ୟ କରିଥିଲେ ।

ଗ୍ରାମୀଣ ପର୍ଯ୍ୟଟନ କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି । ଏହି ସମସ୍ୟାଗୁଡିକ ସମାଧାନ ହେଲେ ଗ୍ରାମୀଣ ପର୍ଯ୍ୟଟନ ଓ ହସ୍ତଶିଳ୍ପର ଉନ୍ନତି ପରିଲକ୍ଷିତ ହୋଇପାରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଅନୁଯାୟୀ ବିକଶିତ ଭାରତ ୨୦୪୭ ଆଡକୁ ଦେଶ ଅଗ୍ରସର ହେବ ବୋଲି ପ୍ରଫେସର (ଡକ୍ଟର) ସ୍ୱାଇଁ କହିଥିଲେ ।

ସମ୍ମାନିତ ଅତିଥି ଭାବେ ବିଭାବରୀ ଫ୍ୟାଶନ୍ସ ପ୍ରାଇଭେଟ୍ ଲିମିଟେଡ୍ ଓଡିଶା ଉଦ୍ୟୋଗୀ ତଥା ଡିଜାଇନର ଏବଂ ଫ୍ୟାଶନ୍ ପରାମର୍ଶଦାତା ଶ୍ରୀମତି ଚୌଧୁରୀ ଜ୍ୟୋସ୍ନା ଦାସ ଯୋଗ ଦେଇ କହିଥିଲେ ଯେ ରାଜ୍ୟ, ଦେଶ ଓ ବିଦେଶରେ ହସ୍ତଶିଳ୍ପର ଚାହିଦା ବହୁତ ମାତ୍ରାରେ ଅଧିକ ରହିଛି । ଓଡିଶାର ହସ୍ତତନ୍ତ୍ର ଐତିହ୍ୟର ସ୍ୱାତନ୍ତ୍ର୍ୟ ରହିଛି ।

ହସ୍ତଶିଳ୍ପକୁ ଗ୍ରାମୀଣ ପର୍ଯ୍ୟଟନ ସହିତ ଯୋଡ଼ିବା ଓ ଏହି କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ହୋଇପାରିଲେ ଅଧିକ ମାତ୍ରାରେ ଏହାର ଉନ୍ନତି ହେବ ବୋଲି ଶ୍ରୀମତି ଦାସ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଆନ୍ଧ୍ରପ୍ରଦେଶର କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ମ୍ୟାନେଜମେଂଟ ଷ୍ଟଡିଜ୍ର ଡିନ୍ ଓ ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି ମ୍ୟାନେଜମେଂଟ ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର) ଜିତେନ୍ଦ୍ର ମୋହନ ମିଶ୍ର ଯୋଗ ଦେଇ କହିଥିଲେ ଯେ ସହର ଓ ଗ୍ରାମ୍ୟ ଜୀବନଯାପନ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ବର୍ତମାନର ସମୟ ହେଉଛି ଡିଜିଟାଲ୍ ଯୁଗ । ବର୍ତମାନ ସମସ୍ତେ ଇଂଟରନେଟ୍ ସହିତ ଓତଃପ୍ରୋତ ଭାବରେ ଜଡିତ । ଗ୍ରାମୀଣ ହସ୍ତକଳା, ସଂସ୍କୃତି ଓ ପର୍ଯ୍ୟଟନକୁ କିପରି ଗ୍ରାମାଂଚଳରେ ଓ ସହରାଂଚଳରେ ଉଦ୍ୟୋଗ କ୍ଷେତ୍ରରେ ବିକଶିତ କରିବା ସେଥିପାଇଁ ଅଧିକ ଧ୍ୟାନ ଦେବା ଜରୁରୀ ବୋଲି ସେ କହିଥିଲେ ।

ଏହି ସମ୍ମିଳନୀରେ ବିଭିନ୍ନ ଟେକ୍ନିକାଲ୍ (ଅଫ୍ ଲାଇନ୍ ଓ ଅନ୍ଲାଇନ୍) ମୋଡରେ ଅଧିବେଶନ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରିସର୍ଚ୍ଚ ସ୍କଲାର, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଆଲୋଚିତ ବିଷୟବସ୍ତୁ ଉପରେ ଗବେଷଣା ପ୍ରସ୍ତୂତ ପ୍ରବନ୍ଧ ଉପସ୍ଥାପନ କରିଥିଲେ ।

କାର୍ଯ୍ୟକ୍ରମରେ ଏସ୍ଏଚ୍ଏମ୍ର ଆସୋସିଏଟ୍ ପ୍ରଫେସର (ଡକ୍ଟର) ପତିତପାବନ ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟର ସିନିୟର୍ ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ସୌମେନ୍ଦ୍ର କୁମାର ପାତ୍ର ଓ ବିଶ୍ୱବିଦ୍ୟାଳୟର ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ଲିନା ପି. ସିଂଙ୍କୁ ସମ୍ମାନିତ କରାଯାଇଥିଲା ।

ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍)ର ଡିନ୍ ପ୍ରଫେସର ଚଇନି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଫେସର (ଡକ୍ଟର) ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପର୍ଣ କରିଥିଲେ । ସୋଆ ଏସ୍ଏଚ୍ଏମ୍ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Previous Post

ଲାୟନସ୍ କ୍ଲବ ଅଫ ବ୍ୟାଙ୍କର୍ସଙ୍କ ଦ୍ୱାରା ‘ସାଇବର ସୁରକ୍ଷା’ କର୍ମଶାଳା

Next Post

କିଟ୍‍କୁ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୫

Next Post
କିଟ୍‍କୁ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୫

କିଟ୍‍କୁ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୫

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA