Wednesday, June 24, 2026 06:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

ଅଚ୍ୟୁତଙ୍କ ସଂସ୍ଥାର ପେମେଣ୍ଟ ଅପଡେଟ୍, ପଣ୍ଡା କମ୍ପାନୀର ଖାତା ଖୋଲିନି

by Our Correspondent
12 Mar, 2025- 06:41 PM
in Latest News, News
1 min read
17
ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

ଭୁବନେଶ୍ୱର: କିଟ୍, କିସ୍ ଏବଂ କିମ୍ସ ପଛରେ ପଡ଼ିଯାଇଛି ୧ ନମ୍ବର ଚାନେଲ ଓଟିଭି । କିଟ୍ ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ପରଠୁ ଅଚ୍ୟୁତ ସାମନ୍ତଙ୍କ ପ୍ରତିଷ୍ଠାନ ବିରୋଧରେ ଖିଅ ଖୋଜିବାରେ ଲାଗିପଡ଼ିଛି ଏହି ଟିଭି । ପ୍ରତିଦିନ ଗୋଟିଏ ଗୋଟିଏ ବେକ୍ରିଂ ଖବର ପ୍ରସାରଣ କରୁଛି । ତେବେ କିଟ୍ ଏବଂ କିମ୍ସ ବିରୋଧରେ ଆଜି ବିଗ୍ ବେକ୍ରିଂ ଖବର କରିଥିବା ଓଟିଭିର ଏକ ଡାହା ମିଛ ଧରାପଡ଼ିଛି । ଓଲଟି ଏହି ଖବରର ହକଦାର ଯେ ଓଟିଭି ତାହା ଖବରଦାତା ବୋଧହୁଏ ଜାଣିନାହାନ୍ତି ।

କିଟ୍ ଏବଂ କିମ୍ସ ଅନୁଷ୍ଠାନ ବିଏମସିର ହୋଲଡିଂ ଟିକସ ବକେୟା ରଖିଛନ୍ତି ବୋଲି ଆଜି ସକାଳେ ଓଟିଭିରେ ‘ବିଗ୍ ବେକ୍ରିଂ’ ଖବର ଚାଲିଥିଲା । ସେଥିରେ କୁହାଯାଇଥିଲା ଯେ କିମ୍ସର ୨ କୋଟିରୁ ଅଧିକ ଟଙ୍କା ଏବଂ କିଟ୍ ର ୧ କୋଟିରୁ ଅଧିକ ଟଙ୍କାର ହୋଲଡିଂ ଟିକସ ବକେୟା ରହିଛି । ବକେୟା ଖିଲାପକାରୀଙ୍କୁ ଚିହ୍ନଟ କରି ବିଏମସି ପକ୍ଷରୁ ନୋଟିସ୍ ଜାରି ହୋଇଥିବା କୁହାଯାଇଥିଲା ।

ମାତ୍ର ଏହା ଡାହା ମିଛ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ବିଏମସିର ହୋଲଡିଂ ଟିକସ ବାବଦରେ କିମ୍ସ ଏବଂ କିଟ୍ ର ଟଙ୍କାଟିଏ ମଧ୍ୟ ବକେୟା ନାହିଁ । ପ୍ରତିବର୍ଷ ମାର୍ଚ୍ଚ ୩୦ ନିର୍ଦ୍ଧାରିତ ତାରିଖରେ ହୋଲଡିଂ ଟିକସ ଦେଉଥିଲେ । ଏଥର କିନ୍ତୁ ଆଗୁଆ ମାର୍ଚ୍ଚ ୬ ତାରିଖରେ ହୋଲଡିଂ ଟିକସ ପୈଠ କରିଛନ୍ତି ।

ହୋଲଡିଂ ଟିକସ ବାବଦରେ କିଟ୍, କିସ୍, କିମ୍ସ ଆଦି ଅନୁଷ୍ଠାନ ଉପରେ ବିଏମସିର ବାର୍ଷିକ ପ୍ରାପ୍ୟ ହେଉଛି ୩ କୋଟି ୮୪ ଲକ୍ଷ ଟଙ୍କା । ବିଏମସିର ସୂଚନା ଅନୁଯାୟୀ ଏହି ସଂସ୍ଥା ଉପରେ ବକେୟା ହୋଲଡିଂ ଟିକସ ନାହିଁ । ସବୁ ଅପଡେଟ୍ ରହିଛି । ସଂସ୍ଥା ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଚଳିତ ମାସ ୬ ତାରିଖରେ ୩ କୋଟି ୮୪ ଲକ୍ଷ ଟଙ୍କା ଆରଟିଜିଏସ୍ ମାଧ୍ୟମରେ ପେମେଣ୍ଟ କରାଯାଇଛି । ସେହି RTGS ନଂ ହେଲା IBR 5202503064114170/dt. 06.03.2025.

ଅନ୍ୟପକ୍ଷରେ ଅଚ୍ୟୁତ ସାମନ୍ତଙ୍କ ସଂସ୍ଥା ବିରୋଧରେ ମିଛ ଖବର ଦେଇ ଓଲଟି ଓଟିଭି ଫସିଯାଇଛି । ଓଟିଭି ନିଜେ ଖୋଳୁଥିବା ଗାତରେ ପଡ଼ିବାକୁ ଯାଉଛି । ଚନ୍ଦକା ଇଣ୍ଡଷ୍ଟ୍ରି୍ଆଲ୍ ଅଞ୍ଚଳରେ ଓଟିଭି ଅଫିସ ହେବା ଦିନଠୁଁ ଏ ପର୍ଯ୍ୟନ୍ତ ବିଏମସିକୁ ସେଠାରୁ ଟଙ୍କାଟିଏ ବି ହୋଲଡିଂ ଟିକସ ଆସିନାହିଁ । ବିଏମସି ହୋଲଡିଂ ଟିକସ ଖାତାରେ ଓଟିଭି ଅଫିସ ବିଲଡିଂ ନାଁ ବି ଚଢ଼ିନି । ହୋଲଡିଂ ଟିକସ ଖାତାରେ ନାଁ ଚଢ଼େଇବା ପାଇଁ ବିଏମସି କର୍ମଚାରୀ ବାରମ୍ବାର ଦୌଡୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଧରାଛୁଆ ଦେଉନାହାନ୍ତି । ଅର୍ଥାତ ଓଟିଭି ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ହୋଲଡିଂ ଟିକସ ଫାଙ୍କି ଚାଲିଛି ।

 

Previous Post

କିଏ ପାପୀ: ନବୀନ ନା ବିଜୟ?

Next Post

ମିଛ ଲୁଚାଇବାକୁ ପୁଣି ମିଛ ଖବର!

Next Post
ମିଛ ଲୁଚାଇବାକୁ ପୁଣି ମିଛ ଖବର!

ମିଛ ଲୁଚାଇବାକୁ ପୁଣି ମିଛ ଖବର!

Comments 17

  1. Arjun says:
    1 year ago

    KIIT IS KIIT
    KIIT is a biggest organization in Asia. KiiT is proud of Odisha, proud of India. I heartily love to kiit University.

    Reply
  2. Arjun says:
    1 year ago

    ମୁଁ Arjun Behera କିଟ୍ ଅନୁଷ୍ଠାନରେ ପ୍ରାୟ ୧୫ ବର୍ଷ ହେବ କାର୍ଯ୍ଯରତ ଅଛି କିନ୍ତୁ କିଛିଦିନ ହେଲା ଦୁଇଟି ଗଣ ମାଧ୍ୟମ କିଟ୍ କିସ୍ ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି । କିଟ୍,କିସ୍ ଆମ ଦେଶର ଗର୍ବ ଏବଂ ଗୌରବ ତେଣୁ ମୁଁ ଆମ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଅଛି କି ଏହି ଦୁଇଟି ଗଣମାଧ୍ୟମ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

    Reply
  3. Snl says:
    1 year ago

    Such company which are not obey the law and order should be punishable.

    Reply
  4. Panchanan Jena says:
    1 year ago

    OTV is absolutely a fake and cheap tv channel.

    Reply
    • Saroj kumar mishra says:
      1 year ago

      cheapKIIT IS KIIT
      KIIT is a biggest organization in Asia. KiiT is proud of Odisha, proud of India. I heartily love to kiit University.

      Reply
  5. Jeebanjyoti Nayak says:
    1 year ago

    Fraud news

    Reply
  6. Ranjit Pattanayak says:
    1 year ago

    Dho……… TV jete michha Khabar dekheilebi sata kebe luchi rahibani. Emiti michha Khabar dekhei dekhei band heijiba.

    Reply
  7. Tapan Kumar Pati says:
    1 year ago

    Spreading lies sometimes spoil your image and reputation. Don’t target someone for your own benefits God watches every activities of your act.

    Reply
  8. Susant Kumar Biswal says:
    1 year ago

    ବଡପାଟି କରି ସତକଥା କୁ ମିଛ କରିହେବନି। ସତ ଟା ସବୁବେଳେ ସତ ହିଁ ହୋଇଥାଏ। OTV ଯେତେ ମିଛ ରଚନା ବନେଇ KIIT, KISS & KIMS ଅନୁଷ୍ଠାନ ଓ ଆମ Founder Sir ଙ୍କର image କୁ କ୍ଷୁର୍ଣ୍ଣ କରିବାପାଇଁ ଚେଷ୍ଟା କଲେବି କିଛି କରିପାରିବ ନାହିଁ। OTV ନିଜର TRP ବଢାଇବା ପାଇଁ ଏ ସବୁ କରୁଛି, ଲୋକ ଜାଣିଗଲେଣି।

    Reply
  9. କାର୍ତ୍ତିକ ଦଣ୍ଡସେନା says:
    1 year ago

    ନମସ୍କାର
    ମୋର ଝିଅ କିସ ରେ ପଢୁଅଛି, ମୁଁ ମଧ୍ୟ କିସ ରେ କାର୍ଯ୍ୟ କରୁଅଛି କିସ ଏକ ପବିତ୍ର ଶିକ୍ଷାନୁଷ୍ଠାନ, ରାଜ୍ୟ ଦେଶ ଓ ଦେଶ ବାହାରେ ସୁଖ୍ୟାତି ଅର୍ଜନ କରିଛି କିନ୍ତୁ କିଛି କୁଚକ୍ରୀ ଗଣମାଧ୍ୟମ ଏହି ପବିତ୍ର ଅନୁଷ୍ଠାନ କିସ ଓ କିଟ ବିରୁଦ୍ଧ ରେ ବିଭିନ ପ୍ରକାର ମିଛ ଖବର ପ୍ରଚାର କରୁଛନ୍ତି କାରଣ ହେଲା ସେମାନେ ଆଦିବାସୀ ଙ୍କ ଉନ୍ନତି କୁ ସହି ପାରୁନାହାନ୍ତି ଆଦିବାସୀ ମାନେ ଅଶିକ୍ଷିତ ରୁହନ୍ତୁ ବୋଲି ଚାହାନ୍ତି ଏଥିପାଇଁ ଆଦିବାସୀ ବିରୋଧୀ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ଓଡିଶା ଓ ଦେଶ ର ପ୍ରଧାନମନ୍ତ୍ରୀ ଙ୍କୁ ଅନୁରୋଧ

    Reply
  10. JITEN DEURI says:
    1 year ago

    I am a employee of KIIT University.I know it’s a
    big University in the world.Fake news and fake
    People try to decrease the image quality of KIIT University .

    Reply
  11. W Easwar says:
    1 year ago

    This called Yellow Journalism. If a news media adopts sensationalism for temporary gain in TRPs it is only temporary and ultimately Truth prevails. Personal vendetta should not creep into media circulation. Can the Press Trust take into cognisance this type of efforts by rumour mongers efforts into account and impose gags and temporary Banning of such wrong doers???

    Reply
  12. Saroj kumar mishra says:
    1 year ago

    KIIT IS KIIT
    KIIT is a biggest organization in Asia. KiiT is proud of Odisha, proud of India. I heartily love to kiit University.

    Reply
  13. Purna Pal says:
    1 year ago

    OTV is deliberately spreading false and baseless news about KIIT & KISS to boost its TRP

    Reply
  14. Arun Kumar jena says:
    1 year ago

    Fraud news

    Reply
  15. Jitendra panda says:
    1 year ago

    KIIT IS KIIT
    Kiit is a biggest university in Asia.
    Kiit is proud of India.
    Kiit is proud of odisha.
    I love KIIT University.

    Reply
  16. Samrat Prushthi says:
    1 year ago

    Very shame to say about OTv ,, very lower level News channel

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA