Wednesday, June 24, 2026 10:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜୟ ଓଡ଼ିଶା ପକ୍ଷରୁ ଭ୍ରାମ୍ୟମାଣ ଜଳଛତ୍ର ଆରମ୍ଭ

by Our Correspondent
12 Apr, 2025- 09:20 PM
in News
1 min read
0
ଜୟ ଓଡ଼ିଶା ପକ୍ଷରୁ ଭ୍ରାମ୍ୟମାଣ ଜଳଛତ୍ର ଆରମ୍ଭ

ଭୁବନେଶ୍ୱର: ଗ୍ରୀଷ୍ମ ଋତୁର ଉତ୍ତାପ ଦାଉରୁ ରକ୍ଷା କରିବା ଉଦ୍ୟମରେ, ଭୁବନେଶ୍ୱରର ସାମାଜିକ ସଂଗଠନ ଜୟ ଓଡ଼ିଶା ତାଙ୍କ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆରମ୍ଭ କଲା “ଭ୍ରାମ୍ୟମାଣ ଜଳଛତ୍ର”, ଯାହାକି ଚଳିତ ବର୍ଷ ଚତୁର୍ଥ ବର୍ଷ ରେ ଅବତରଣ କରିଛି।

“ଭ୍ରାମ୍ୟମାଣ ଜଳଛତ୍ର” ହେଉଛି ଏକ ଚଳନଶୀଳ ଜଳ ପ୍ରଦାନ କେନ୍ଦ୍ର, ଯାହା ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ, ସ୍କୁଲ୍ , କଲେଜ୍, ବସ୍ ଷ୍ଟାଣ୍ଡ,ବଜାର, ହାଟର ମୁଖ୍ୟ ରାସ୍ତା ଓ ଯାତ୍ରୀ ଭିଡ଼ ଥିବା ସ୍ଥାନଗୁଡ଼ିକରେ ଲୋକଙ୍କୁ ଶୀତଳ ଓ ସୁଦ୍ଧ ଜଳ ପାନ କରାଇବ । ଏହା ନଗରବାସୀ ଓ ଯାତ୍ରୀମାନେ ଖରା ଓ ଉଚ୍ଚ ତାପମାନ ରୁ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇବେ ।

ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଏକ ନିଆରା ଢଙ୍ଗରେ ରେ ଜଳଯାତ୍ରା କୁ ଉତ୍ଘାଟନ କରାଯାଇଥିଲା, ବିଭିନ୍ନ ବର୍ଗର ଲୋକ, ଯଥା ଉଠା ଦୋକାନି ମହାସଂଘର ଭାଇ ମାନେ, ଅଟୋଚଳକ ଭାଇ ମାନେ ଓ ସାଧାରଣ ଲୋକଙ୍କ କରକମଳରେ ଏହା ଉତ୍ଘାଟନ କରାଯାଇଥିଲା, ଯେଉଁ ମାନେକି ଏହି ସେବାର ବିଶେଷ ଲାଭାର୍ଥି।

ଉଦ୍ଘାଟନ ସମୟରେ “ଜୟ ଓଡ଼ିଶା” ର ସଂସ୍ଥାପକ ଓ ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି, “ଏହା ଆମ ପାଇଁ ଗର୍ବ ଓ ଆନନ୍ଦର ବିଷୟ ଯେ, ଆମ ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ଉଦ୍ୟମ ପ୍ରତିବର୍ଷ କରୁଛୁ । ଭୁବନେଶ୍ୱରରେ ଖରା ଏବଂ ତାପଦାହ ମଧ୍ୟରେ ଜଳ ହେଉଛି ଜୀବନ, ଏହି ଭ୍ରାମ୍ୟମାଣ ଜଳଛତ୍ର ସେହି ଜୀବନ ରକ୍ଷାର ଏକ ଛୋଟ ପ୍ରୟାସ।”

ନିଖିଳ ଉତ୍କଳ ଖୁଦ୍ର ବ୍ୟବସାୟୀ ମହାସଂଘର ସଦସ୍ୟ ମାନେ ମଧ୍ୟ ଏହି ପଦକ୍ଷେପ ପ୍ରତି ବିଶେଷ କୃତଜ୍ଞତା ପ୍ରକାଶ କରିଛନ୍ତି ।

ଭୁବନେଶ୍ୱର ନଗରର ସାଧାରଣ ନାଗରିକମାନେ ଏହି ଉଦ୍ୟମକୁ ସ୍ୱାଗତ କରିଛନ୍ତି ଓ ଆଶା ବ୍ୟକ୍ତ କରିଛନ୍ତି ଯେ ଏହା ଅନ୍ୟ ସଂଗଠନମାନେ ପାଇଁ ମଧ୍ୟ ଏକ ପ୍ରେରଣା ହେବ ।

ସେବା ହେଉ ଶ୍ରେଷ୍ଠ ଧର୍ମ, ଏହି ମନ୍ତ୍ରକୁ ଅନୁସରଣ କରି ଜୟ ଓଡ଼ିଶା ଆଗାମୀ ଦିନରେ ମଧ୍ୟ ଏପରି ମାନବିକ କାର୍ଯ୍ୟକଳାପ ଜାରି ରଖିବ।

Previous Post

ନୈତିକ ମୂଲ୍ୟବୋଧକୁ ପାଥେୟ କରି ଜୀବନରେ ଅଗ୍ରଗତି କର

Next Post

ଲିକୁ ସାହୁ ଗ୍ୟାଙ୍ଗର ଉତ୍ପାତ; ଜିତୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

Next Post
ଲିକୁ ସାହୁ ଗ୍ୟାଙ୍ଗର ଉତ୍ପାତ; ଜିତୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

ଲିକୁ ସାହୁ ଗ୍ୟାଙ୍ଗର ଉତ୍ପାତ; ଜିତୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA