Wednesday, June 24, 2026 06:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଭିନ୍ନ ପାଠ୍ୟକ୍ରମରେ ଏଆଇ ବ୍ୟବହାର ଉପରେ ଗୁରୁତ୍ୱ

by Our Correspondent
29 Jul, 2025- 09:56 PM
in Latest News, News
1 min read
0
ବିଭିନ୍ନ ପାଠ୍ୟକ୍ରମରେ ଏଆଇ ବ୍ୟବହାର ଉପରେ ଗୁରୁତ୍ୱ

ଭୁବନେଶ୍ୱର: ବର୍ତମାନ ସମୟରେ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଓ ସାଇବର ସିକ୍ୟୁରିଟି ସମାଜର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଥିବା ବେଳେ ବିଭିନ୍ନ ପାଠ୍ୟକ୍ରମରେ ଏହାକୁ ବ୍ୟବହାର କରିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର କମ୍ପୁ୍ୟଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଜୁଲାଇ ୨୫ ଓ ୨୬ ତାରିଖରେ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ‘ଇନୋଭେସନ୍ସ୍ ଇନ୍ ଇନ୍ଟେଲିଜେନ୍ସ ସିଷ୍ଟମ୍ସ: ଆଡଭାନ୍ସମେଂଟସ ଇନ୍ କମ୍ପୁ୍ୟଟିଙ୍ଗ, କମ୍ୟୁନିକେସନ୍ ଆଣ୍ଡ ସାଇବର ସିକ୍ୟୁରିଟି’ (ଆଇଏସ୍ଏସି୩-୨୦୨୫) ଆୟୋଜିତ ହୋଇଥିବା ବେଳେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସାଉଥ କୋରିଆର ବେକ୍ସିଓକ୍ ବିଶ୍ୱବିଦ୍ୟାଳୟର ଇନ୍ଫର୍ମେସନ୍ ଆଣ୍ଡ କମ୍ୟୁନିକେସନ୍ ବିଭାଗର ପ୍ରଫେସର ଚେ ଗ୍ୟୁ ସୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସର ଆବଶ୍ୟକତା ସବୁ କ୍ଷେତ୍ରରେ ରହିଛି ଏବଂ ଏହାର ବ୍ୟବହାର ସବୁ ପାଠ୍ୟକ୍ରମର ଛାତ୍ରଛାତ୍ରୀ ଜାଣିବା ଉଚିତ୍ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ସହ କ୍ୱାଂଟମ୍ ସିକ୍ୟୁରିଟି ଉପରେ ଗୁରୁତ୍ୱାରୋପ କରିଥିଲେ । ସୋଆରେ କ୍ୱାଂଟମ୍ ସାଇନ୍ସ ଆଣ୍ଡ କ୍ୱାଂଟମ୍ ସିକ୍ୟୁରିଟିର ଏକ ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ରହିଥିବା ବେଳେ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତିକ ଅନୁଷ୍ଠାନର ମିଳିତ ସହଭାଗିତରେ କ୍ୱାଂଟମ ସିକ୍ୟୁରିଟି ସମ୍ପର୍କିତ ଅଧିକ ଗବେଷଣା ସୋଆରେ ଜାରି ରହିବ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ଏହି ସମ୍ମିଳନୀରେ ଆଇଇଇଇ ଏସ୍ଏଲ୍ଏଟିଇର ସଦସ୍ୟ ପ୍ରଫେସର ପ୍ରମୋଦ କୁମାର ମେହେର, ଆଇଇଇଇ ଭୁବନେଶ୍ୱର ଶାଖାର ଚେୟାର ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଏବଂ ଆଇଟିଇଆରର ଡିନ୍ ପ୍ରଫେସର ପି.କେ. ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

କମ୍ପୁ୍ୟଟର ସାଇନ୍ସେସ୍ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଏସ୍ଏସି୩-୨୦୨୫ର ପ୍ରୋଗ୍ରାମ ଚେୟାର ଡକ୍ଟର ଭାରତଜ୍ୟୋତି ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଦୁଇ ଦିନିଆ ସମ୍ମିଳନୀରେ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଆଣ୍ଡ ମେସିନ୍ ଲର୍ଣ୍ଣିଂ, ଡାଟା ସାଇନ୍ସ ଆଣ୍ଡ ହେଲ୍ଥ ଇନ୍ଫରମ୍ୟାଟିକ୍ସ, ନେଟୱାର୍କିଂ, ଇନ୍ଟରନେଟ ଅଫ୍ ଥିଙ୍ଗସ ଆଣ୍ଡ ୫ଜି, ସାଇବର ସିିକ୍ୟୁରିଟି, ଏମର୍ଜିଂ ଟେକ୍ନୋଲୋଜିସ୍ ଆଣ୍ଡ ଆପ୍ଲିକେସନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

Previous Post

ଅଗଷ୍ଟ ୧ରୁ ୧୪ ଦୁଇ ପର୍ଯ୍ୟାୟରେ ଛାତ୍ର ଓ ଯୁବ ବିଜେଡିର ଆନ୍ଦୋଳନ

Next Post

କିମ୍‍ସରେ ୮୭ବର୍ଷ ବୟସ୍କା ମହିଳାଙ୍କ ଦୁଇ ଆଣ୍ଠୁ ପ୍ରତିରୋପଣ

Next Post
କିମ୍‍ସରେ ୮୭ବର୍ଷ ବୟସ୍କା ମହିଳାଙ୍କ ଦୁଇ ଆଣ୍ଠୁ ପ୍ରତିରୋପଣ

କିମ୍‍ସରେ ୮୭ବର୍ଷ ବୟସ୍କା ମହିଳାଙ୍କ ଦୁଇ ଆଣ୍ଠୁ ପ୍ରତିରୋପଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA