Thursday, May 7, 2026 06:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଯାହା ନାହିଁ କାଳେବେଳେ..ନଗଡ଼ାରେ ଜନ୍ମଦିନ ପାଳିଲେ ଘଡ଼ାଇ

by Our Correspondent
09 Dec, 2017- 04:35 PM
in Latest News, News
1 min read
0
ଯାହା ନାହିଁ କାଳେବେଳେ..ନଗଡ଼ାରେ ଜନ୍ମଦିନ ପାଳିଲେ ଘଡ଼ାଇ
ଯାଜପୁର: ପୂର୍ବତନ ପାୱାରଫୁଲ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ତାଙ୍କ ପୂର୍ବତନ ନିର୍ବାଚନମଣ୍ଡଳୀର ବିଶ୍ୱବିଖ୍ୟାତ ଗାଁ ନଗଡ଼ାକୁ ଝୁରିଛନ୍ତି । ୭୭ ବର୍ଷର ଜନ୍ମବାର୍ଷିକୀକୁ ନଗଡ଼ାରେ ପାଳି ନିଜକୁ ମହାନ ଦେଖାଇଛନ୍ତି । ଗଲା ୭ ତାରିଖରେ ଘଡ଼ାଇ ନଗଡ଼ା ଯାଇ ଗ୍ରାମବାସୀଙ୍କ ମେଳରେ ନିଜ ଜନ୍ମଦିନ ପାଳିଥିଲେ । ଲୋକଙ୍କୁ ମିଠା ଖୁଆଇବା ସହ କମ୍ବଳ ବାଣ୍ଟିଥିଲେ । ପ୍ରଫୁଲ୍ଲ ଘଡ଼ାଇଙ୍କୁ ସେମାନେ ଜାଣିଥିଲେ କି ନା ତାହା ଜଣାପଡ଼ି ନ ଥିଲେ ମଧ୍ୟ ଜଣେ ଧୋବ ଫରଫର ଧୋତି, କୁର୍ତ୍ତି ପିନ୍ଧା ବଡ଼ନେତାଙ୍କ ପାଦ ତାଙ୍କ ଗାଁ ମାଟିରେ ଅଦିନରେ ପଡ଼ିଥିବାରୁ ଅପାଠୁଆ ନଗଡ଼ାବାସୀ କୃତ କୃତ ହୋଇଯାଇଥିଲେ ।
ଅପହଞ୍ଚ, ଅପପୃଷ୍ଟି ଓ ଦାରିଦ୍ର୍ୟର ବିଶ୍ୱ ମଡ଼େଲ ପାଲିଟିଥିବା ନଗଡ଼ା ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀର । ଦୀର୍ଘ ୨୫ ବର୍ଷ ଧରି ଅଞ୍ଚଳର ପ୍ରତିନିଧିତ୍ୱ କରିଥିଲେ ପ୍ରଫୁଲ୍ଲ ଘଡ଼ାଇ । ୧୯୯୦ ମସିହାରୁ କ୍ରମାଗତ ୫ ଥର ସୁକିନ୍ଦାର ବିଧାୟକ ଥିଲେ ସେ । ଅନେକବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ବେଶ୍ ପ୍ରଭାବୀ ଥିଲେ । ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ଅନୁଗତ ଥିବା ଘଡ଼ାଇ ସରକାର ଓ ସରକାରୀ କଳ ଉପରେ ଯଥେଷ୍ଟ ଦବଦବା ରଖିଥିଲେ । କ୍ଷମତାରେ ଥିବା ବେଳେ ନିଜ ଅଞ୍ଚଳର ଏହି ଅଖ୍ୟାତ ଗାଁକୁ ସେ ଆଡ଼ ଆଖିରେ ଚାହିଁନଥିବା କୁହାଯାଏ । ଚାହିଁଥିଲେ ହୁଏତ ନଗଡ଼ାବାସୀ ଦୁନିଆରୁ ବିଚ୍ଛିନ୍ନ ରହି ନ ଥାଆନ୍ତେ କି ନଗଡ଼ା ପିଲା ଭୋକଉପାସରେ ମରୁନଥାଆନ୍ତେ । ଆଜି ନଗଡ଼ାର ନଗ୍ନ ଚିତ୍ର ଲୋକଲୋଚନକୁ ଆସିବାବେଳକୁ ଘଡ଼ାଇଙ୍କ ପାଖରେ କ୍ଷମତା ନାହିଁ କି ଅଞ୍ଚଳର ପ୍ରତିନିଧିତ୍ୱ ନାହିଁ । ହେଲେ ଏଇ ଦୁଇବର୍ଷ ଭିତରେ ନଗଡ଼ାର ଚିତ୍ର ବଦଳିଗଲାଣି ।
ତେବେ ସେ ଯାହାହେଉ, ନିଜ ଜନ୍ମଦିନରେ ଘଡ଼ାଇ ନଗଡ଼ା ପ୍ରତି ଆକର୍ଷିତ ହେବା ରାଜନୈତିକ ମହଲରେ କୌତୁହଳ ସୃଷ୍ଟି କରିଛି । କ୍ଷମତାଶୂନ୍ୟ ଓ ପରିଣତ ବୟସରେ ନଗଡ଼ା ପ୍ରତି ତାଙ୍କର ଦରଦକୁ ପାପର ପ୍ରାୟଶ୍ଚିତ ବୋଲି କିଛି ଆକ୍ଷେପ କରିଛନ୍ତି ।
Previous Post

ରହସ୍ୟ! ବିଜେଡ଼ି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

Next Post

ଉପୁରି ଟଙ୍କାରେ ବିଦେଶ ଭ୍ରମଣ ନିଶା, ଫସିଲେ ବିଶ୍ୱାଳ

Next Post
ଉପୁରି ଟଙ୍କାରେ ବିଦେଶ ଭ୍ରମଣ ନିଶା, ଫସିଲେ ବିଶ୍ୱାଳ

ଉପୁରି ଟଙ୍କାରେ ବିଦେଶ ଭ୍ରମଣ ନିଶା, ଫସିଲେ ବିଶ୍ୱାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA