Monday, May 25, 2026 08:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ହେ ପ୍ରଭୁ, ୧୨୦+ ଦିଅ ’

by Our Correspondent
03 Jan, 2018- 03:43 PM
in Latest News, Politics
1 min read
1
‘ହେ ପ୍ରଭୁ, ୧୨୦+ ଦିଅ ’
ଭୁବନେଶ୍ୱର: ନୂଆବର୍ଷରେ ସମସ୍ତେ ଇଶ୍ୱରଙ୍କ ଆର୍ଶିବାଦ ଲୋଡ଼ନ୍ତି । ନିଜର ଓ ପରିବାରର ସୁଖ,ଶାନ୍ତି ଭିକ୍ଷା କରନ୍ତି । ବ୍ୟକ୍ତିଗତ ସ୍ୱାର୍ଥର ଉପରକୁ ଯାଇ ଅନେକ ମାନବ ସମାଜର ସୁଖ,ଶାନ୍ତି ପାଇଁ ପ୍ରାର୍ଥନା କରନ୍ତି । ରାଜନୈତିକ ଦଳଗୁଡ଼ିକ ନିଜର ସମୃଦ୍ଧି ଓ ପତିଆରା ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରନ୍ତି । ତେବେ ଏଥର ନୂଆବର୍ଷରେ ବିଜେପିବାଲାଙ୍କୁ ଏସବୁ ଭଲ ଲାଗିନି । ‘ଆପେ ବଞ୍ଚିଲେ ବାପର ନାଁ’ ନ୍ୟାୟରେ ସେମାନେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ୱାନ୍ ପଏଣ୍ଟ ପ୍ରୋଗ୍ରାମ୍(ଗୁହାରି) ରଖିଛନ୍ତି । ୧୨୦ ପ୍ଲସ୍ ବିଧାୟକ କାମନାରେ ମହାପ୍ରଭୁଙ୍କ ଆର୍ଶିବାଦ ଭିକ୍ଷା କରି ସିଂହଦ୍ୱାର ସମ୍ମୁଖରେ୧୨୧ ଦ୍ୱୀପ ଜାଳିଛନ୍ତି । ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା ବଦଳରେ ବିଜେପି ନେତାଙ୍କ ୧୨୦ ଆତୁରତା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ନୂଆବର୍ଷ ସଂଧ୍ୟାରେ ମହାପ୍ରଭୁଙ୍କ ଆର୍ଶିବାଦ ପାଇଁ ପଲଟନ ଧରି ପୁରୀ ଶ୍ରୀମନ୍ଦିର ଯାଇଥିଲେ ବିଜେପି ସଂଗଠନ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ମୁଖପାତ୍ର ସଜ୍ଜନ ଶର୍ମା ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା । ଜଗନ୍ନାଥଙ୍କ ନିକଟରେ ସେମାନେ ପୂଜାର୍ଚ୍ଚନା କରି ଅମିତ୍ ଶାହାଙ୍କ ମିଶନ୍ ୧୨୦+ ର ସଫଳତା ପାଇଁ ଆର୍ଶିବାଦ ଭିକ୍ଷା କରିଥିଲେ । ଏହି କାମନାରେ ସେମାନେ ସିଂହଦ୍ୱାର ସମ୍ମୁଖରେ ଜାଳିଥିଲେ ୧୨୧ ଟି ଦ୍ୱୀପ । ଦଳର ମନସ୍କାମନାକୁ ସର୍ବଜାନୀନ କରିବାକୁ ବି ପଛାଇ ନ ଥିଲେ । ଦଳର ମିଡ଼ିଆ ସେଲ୍ ପକ୍ଷରୁ ସବୁ ଗଣମାଧ୍ୟମକୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଥିଲା । ଖବରଟିକୁ ଯେମିତି ହେଲେ ଟିକେ ବସାଇବାକୁ ବି ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ୍ ରେ କହିବାକୁ ଭୁଲି ନ ଥିଲେ ବିଜେପି ନେତା । ତେବେ ମହାପ୍ରଭୁଙ୍କ ନିକଟରେ ମିଶନ୍ ୧୨୦ ପ୍ଲସ୍ ର ସଫଳତା କାମନା କରି ଆର୍ଶିବାଦ ଭିକ୍ଷା କରିବା ଏବଂ ୧୨୧ ଦ୍ୱୀପ ଜାଳିବାର ଖବର ପ୍ରସାରିତ କରିବା ପଛରେ ବିଜେପିର କି ଉଦ୍ଦେଶ୍ୟ ରହିଛି ତାହା ଅନେକଙ୍କୁ ବୁଝାପଡ଼ିନାହିଁ ।
Previous Post

ରାଜ୍ୟସଭା ଚୌକି: ଆଶାୟୀ ଅନେକ, ନାଁ ଚୂଡ଼ାନ୍ତ !

Next Post

ଆଉ ଜଣେ ମାଉଣ୍ଟେନମ୍ୟାନ୍

Next Post
ଆଉ ଜଣେ ମାଉଣ୍ଟେନମ୍ୟାନ୍

ଆଉ ଜଣେ ମାଉଣ୍ଟେନମ୍ୟାନ୍

Comments 1

  1. Adeeb says:
    8 years ago

    Khyamata lobha re andha…yanka pai party bada,mati nuhe

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA