Tuesday, May 26, 2026 11:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜୀବନ ହାରିଲେ କୁନ୍ଦୁଲି ପୀଡ଼ିତା

by Our Correspondent
22 Jan, 2018- 06:13 PM
in Latest News, News
1 min read
0
ଜୀବନ ହାରିଲେ କୁନ୍ଦୁଲି ପୀଡ଼ିତା
ଭୁୁବନେଶ୍ୱର: ଶେଷରେ ନିଜର ଜୀବନ ହାରିଛନ୍ତି କୁନ୍ଦୁଲି ପୀଡ଼ିତା । ନ୍ୟାୟ ନ ମିଳିଲେ ଜୀବନ ହାରିବେ ବୋଲି କହିଥିବା ଏହି ପୀଡ଼ିତା ଆଜି ଅପରାହ୍ନରେ ନିଜ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କୁନ୍ଦୁଲି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।
ଅକ୍ଟୋବର ୧୦ ତାରିଖ ସକାଳେ କୁନ୍ଦୁଲି ବଜାରରୁ ସଉଦା ସାରି ନିଜ ଘର ମୁସୁଗୁଡ଼ାକୁ ଏକୁଟିଆ ଫେରୁଥିବା ସଂପୃକ୍ତା ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ସେ ନିଜେ ଅଭିଯୋଗ କରିଥିଲେ । ୟୁନିଫର୍ମ ପିନ୍ଧା ୪ ଜଣ ସୁରକ୍ଷା କର୍ମୀ ତାଙ୍କୁ ଗଣଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ପ୍ରାଥମିକ ତଦନ୍ତ କରି ସମ୍ପର୍କୀୟ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା ହେଲେ ସେମାନଙ୍କର ସଂପୃକ୍ତ ନ ଥିବା କହି ଛାଡ଼ିଦେଇଥିଲା । ପରବର୍ତ୍ତୀ ସମୟରେ ଘଟଣାର କ୍ରାଇମବ୍ରାଞ୍ଚ ଓ ପରେ ବିଚାରବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର ।
ଇତିମଧ୍ୟରେ ପୀଡ଼ିତା ଅସୁସ୍ଥ ହୋଇ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହୋଇ ସୁଧାର ଗୃହକୁ ଫେରିଥିଲେ । ମାତ୍ର ପୁଣି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସବୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ତେବେ ସେ ମାନସିକ ରୋଗୀ ବୋଲି ଡାକ୍ତରମାନେ କହି କାଉନସେଲିଂ ପାଇଁ ପରାମର୍ଶ ଦେଇଥିଲେ । ବହୁ ବାଦବିବାଦ ପରେ କଟକରୁ ପୀଡ଼ିତା ଆସିଥିଲେ ତାଙ୍କ ଗାଁକୁ । ତେବେ ତାଙ୍କୁ ନ୍ୟାୟ ମିଳୁ ବୋଲି ସେ ବାରମ୍ବାର କହୁଥିଲେ । ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ବିଚାର ବିଭାଗୀୟ ତଦନ୍ତ ଚାଲିଥିଲା । କୋରାପୁଟ ଜିଲ୍ଲା ଜଜ୍ ଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ତେବେ ତଦନ୍ତରେ ପ୍ରକୃତ ଦୋଷୀ ଜଣାପଡ଼ିବା ପୂର୍ବରୁ ପୀଡ଼ିତା ଆତ୍ମହତ୍ୟା କରିଛନ୍ତି ।
ଏଠି ପ୍ରଶ୍ନ ଉଠୁଛି, କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କିଏ ? ପୀଡ଼ିତା ତାଙ୍କୁ ନ୍ୟାୟ ମିଳୁ ବୋଲି ବାରମ୍ବାର କହି ଆସୁଥିଲେ ମଧ୍ୟ ୩ ମାସ ପରେ ବି ନ୍ୟାୟ ମିଳିପାରିଲା ନାହିଁ କାହିଁକି ? ସେଥିପାଇଁ କାହାକୁ ଦାୟୀ କରିବା ? ସରକାର, ପ୍ରଶାସନ ନା ତଦନ୍ତକାରୀ ସଂସ୍ଥାକୁ ? ସର୍ବୋପରି ଜଣେ ଗଣଦୁଷ୍କର୍ମ ନାବାଳିକା ଆତ୍ମହତ୍ୟା ଘଟଣାରେ ସରକାର ନିଜ ଦାୟିତ୍ୱକୁ ଏଡ଼ାଇ ଦେବେ କି ? ଗଣଦୁଷ୍କର୍ମ ପୀଡ଼ିତା ଜଣେ ନିରୀହା ନାବାଳିକାଙ୍କ ଆତ୍ମହତ୍ୟା ପାଇଁ ସରକାରଙ୍କୁ ଦାୟୀ କରିଛି ବିଜେପି । ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଓ ସମ୍ବେଦନହୀନତାକୁ ଦାୟୀ କରି ମାମଲାର ସିବିଆଇ ତଦନ୍ତ ଦାବି କରିଛି । ସେପଟେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରି ପୀଡ଼ିତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।
Previous Post

‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନରେ ନବୀନ, କହିଲେ ରାଜନୀତି ଜଟିଳ ନୁହେଁ

Next Post

ଭୁବନେଶ୍ୱର ଫେରିଲେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

Next Post
ଭୁବନେଶ୍ୱର ଫେରିଲେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର ଫେରିଲେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA