Tuesday, May 26, 2026 03:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଦଳୁଛି ବିଜେପି ସମୀକରଣ, ଆଉ ଓଡ଼ିଶା ଫେରିବେନି ଧର୍ମେନ୍ଦ୍ର !

by Our Correspondent
25 Mar, 2018- 07:12 AM
in Latest News, Politics
1 min read
2
ବଦଳୁଛି ବିଜେପି ସମୀକରଣ, ଆଉ ଓଡ଼ିଶା ଫେରିବେନି ଧର୍ମେନ୍ଦ୍ର !
ଭୁବନେଶ୍ୱର: ବିଜେପୁର ପରାଜୟରେ ଦୋହଲିଯାଇଛି ବିଜେପିର ସ୍ଥିତି । ନେତୃତ୍ୱ, ଫର୍ମୂଲା ଫେଲ୍ ମାରିଲା ପରେ ହାଇକମାଣ୍ଡ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି । ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିବା ପାଇଁ ଧମକ, ଗର୍ବ, ଅହଂକାର, ପଇସା କାମ କରିବନି ବୋଲି ସେମାନେ ବୁଝିଯାଇଛନ୍ତି । ସେଥିରୁ ମୁକୁଳିବା ପାଇଁ ହାଇକମାଣ୍ଡ କଠୋର ହୋଇଥିବା ସୂଚନା ମିଳିଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ହଟାଇ ଅନ୍ୟ କାହାରିକୁ ନବୀନଙ୍କ ବିକଳ୍ପ ଚେହେରା ଭାବେ ଉପସ୍ଥାପିତ କରାଯିବ । ରଣନୀତି, ଆଚରଣ ଓ ଉଚ୍ଚାରଣରେ ବ୍ୟାପକ ପରିବର୍ତ୍ତନ କରି ଓଡ଼ିଶାରେ ବିଜେପିକୁ ନୂଆ ରୂପରେ ଆର୍ବିଭୂତ କରାଯିବ । ଏପ୍ରିଲ୍ ସୁଦ୍ଧା ବିଜେପିର ନବକଳେବର ପାଇଁ ଦିଲ୍ଲୀରେ କସରତ୍ ଚାଲିଥିବା ସୂଚନା ମିଳିଛି ।
ନୂଆ ଫର୍ମୂଲାରେ ସୁନୀଲ ଦେଓଧରଙ୍କୁ ଓଡ଼ିଶା ବିଜେପିର ପ୍ରଭାରୀ ଦାୟିତ୍ୱ ଦେବାକୁ ଆପତତଃ ନିଷ୍ପତ୍ତି ହୋଇଛି । ତ୍ରିପୁରା ମଡ଼େଲ୍ କୁ ସେ ଓଡ଼ିଶାରେ ଆପଣେଇବେ ବୋଲି ହାଇକମାଣ୍ଡଙ୍କ ବିଶ୍ୱାସ ରହିଛି । ତେବେ ଦଳ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ହୋଇଛି ନେତୃତ୍ୱ । ନବୀନ ପଟ୍ଟନାୟକଙ୍କ ବିରୋଧରେ କାହାକୁ ଲଢ଼ାଯିବ ତାହା ହାଇକମାଣ୍ଡଙ୍କୁ ସଙ୍କଟରେ ପକାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦକ୍ଷତା ଓ ନେତୃତ୍ୱ ସମ୍ପୂର୍ଣ୍ଣ ଫେଲ୍ ମାରିବା ପରେ ନୂଆ ଚେହେରାକୁ ନେଇ ସେମାନେ ଦ୍ୱନ୍ଦରେ ପଡ଼ିଛନ୍ତି । ଏକାକୀ ନେତୃତ୍ୱ ବଦଳରେ ଗ୍ରୁପ୍ ଲିଡରସିପ୍ କଥା ଚିନ୍ତା କରାଯାଉଛି । ତେବେ ତାହା କେତେଦୂର କାର୍ଯ୍ୟକ୍ଷମ ହେବ ତାହାର ଗଣିତ କଷାଯାଉଛି ।
ଇତିମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ବି ନିଜର ଭବିଷ୍ୟତ ଜାଣି ଓଡ଼ିଶାରୁ ମୁହଁ ଫେରାଇଲେଣି । ମନରେ ପୂର୍ବ ଦମ୍ଭ ଓ ମୁହଁରେ ସରସତା ନାହିଁ । ବିଜେପୁରରେ ଅପମାନଜନକ ପରାଜୟ ଦିଲ୍ଲୀରେ ତାଙ୍କର ଦମ୍ଭ ଓ ଓଡ଼ିଶା କାଟତି ଭାଙ୍ଗିଦେଇଛି । ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖୁଥିବା ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ପଦରେ ନିଜକୁ ସନ୍ତୁଷ୍ଟ ରଖିବାକୁ ବାଧ୍ୟହେଲେଣି । ଏମିତିରେ, ସାଧାରଣ ନିର୍ବାଚନ ବର୍ଷେ ଥିବା ବେଳେ ମଧ୍ୟପ୍ରଦେଶରୁ ତାଙ୍କୁ ରାଜ୍ୟସଭାକୁ ପୁନଃ ନିର୍ବାଚିତ କରାଯାଇ ତାଙ୍କର ଓଡିଶା ଷ୍ଟେକ୍ ରେ ବ୍ରେକ୍ ଲଗାଇ ଦିଆଯାଇଛି । ସବୁଦୃଷ୍ଟିର, ଓଡ଼ିଶା ଆସିବା ତାଙ୍କ ପାଇଁ ଲଜ୍ଜା ଓ ଅପମାନ ହୋଇଛି । ବିଜେପୁର ପରାଜୟ ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିବା ଧର୍ମେନ୍ଦ୍ର କୌଣସି ସ୍ୱାଗତ ଓ ସମ୍ବର୍ଦ୍ଧନାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ ବୋଲି ଏବେ ଜଣାପଡ଼ିଛି । କେବଳ କର୍ମୀଙ୍କ ମନବଳ ଫେରାଇ ବିଜେପିର ସ୍ଥିତି ଜାହିର ରଖିବାକୁ ତାଙ୍କ ଅନୁଗତମାନେ ଜୋର୍ ଜବରଦସ୍ତ ଧର୍ମେନ୍ଦ୍ରଙ୍କୁ ମନାଇ ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ କରିଥିଲେ ବୋଲି ତାଙ୍କର ଜଣେ ବିଶ୍ୱସ୍ତ ସ୍ୱୀକାର କରିଛନ୍ତି । ଧର୍ମେନ୍ଦ୍ର ଆଉ ଓଡ଼ିଶା ଫେରିବେନି ବୋଲି ସେ ରୋକଠୋକ୍ ସୂଚନା ଦେଇଛନ୍ତି ।
ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଧର୍ମେନ୍ଦ୍ର ନିଜ ଆଡୁ ଓଡ଼ିଶା ଲଢ଼େଇରୁ ମୁକୁଳିବାକୁ ବ୍ୟାକୁଳ ହୋଇଛନ୍ତି । ବିଜେପୁର ପରାଜୟ ତାଙ୍କୁ ସେଥିପାଇଁ ବାଧ୍ୟ କରିଛି । ସିଧାସଳଖ ନବୀନ ଏବଂ ତାଙ୍କ ବିଜେଡ଼ି ବିରୋଧରେ ଲଢ଼ିବାକୁ ତାଙ୍କର ଆଉ ସାହାସ ନାହିଁ । ସାଧାରଣ ନିର୍ବାଚନ ଲଢ଼ି ବେଜିତ୍ ହେବା ଅପେକ୍ଷା ସେ କୁଆଡ଼େ ବ୍ୟାକ୍ ଡୋର୍ ସୁଯୋଗକୁ ଅପେକ୍ଷା କରିବେ । ସମୟ ଓ ସୁଯୋଗ ଉଣ୍ଡି ଗଳାବାଟରେ ଧର୍ମେନ୍ଦ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଲେଣି ବୋଲି ଦିଲ୍ଲୀ ମହଲରେ ଚର୍ଚ୍ଚା ହେଉଛି ।
ସେପଟେ ବିରି ମାଡ଼ ଦେଖି କୋଳଥ ଚେପା ନ୍ୟାୟରେ ଧର୍ମେନ୍ଦ୍ରଙ୍କ ଅବସ୍ଥା ଦେଖି ତାଙ୍କ ସହଚରମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ଗର୍ବ, ଅହଂକାର ଓ ଔଦ୍ଧତ୍ୟ ସେମାନଙ୍କ ପାଇଁ କାଳ ହୋଇଛି ବୋଲି ସେମାନେ ମର୍ମେ ମର୍ମେ ବୁଝୁଛନ୍ତି । ନିଜର ଆଚରଣ ଓ ଉଚ୍ଚାରଣ ବଦଳେଇବାକୁ ଆରମ୍ଭ କଲେଣି । ତୁଣ୍ଡରେ ନିଜକୁ ଯେତେ କାଢ଼ୁଆ ଦେଖେଇଲେ ବି ବିଜେଡ଼ି ଓ ନବୀନଙ୍କ ବିରୋଧରେ ଲଢ଼ିବା ଏତେ ସହଜ ନୁହେଁ ବୋଲି ‘ବିଜେପୁର’ ସେମାନଙ୍କୁ ଶିଖେଇ ଦେଇଛି । ଧର୍ମେନ୍ଦ୍ର ହଟିଗଲା ପରେ ନିଜର ଭବିଷ୍ୟତକୁ ନେଇ ବି ସେମାନେ ଆଶଙ୍କାରେ ରହିଲେଣି । କେମିତି ନିଜକୁ ସୁରକ୍ଷିତ ରଖିବେ ସେଇ ଚିନ୍ତା ଘାରିଛି ।
ସୂଚନାଯୋଗ୍ୟ, ମିସନ୍ ୧୨୦ ପ୍ଲସ୍ ର ଏଜେଣ୍ଡା ଧରି ଓଡ଼ିଶାକୁ ପରବର୍ତ୍ତୀ ଟାର୍ଗେଟ୍ କରୁଥିବା ବିଜେପି ହାଇକମାଣ୍ଡ ଓଡ଼ିଶାର ସ୍ଥିତି ବୁଝି ଭୀଷଣ ଭାଳେଣିରେ ପଡ଼ିଛନ୍ତି । ଜଲଦି କିଛି ନ କଲେ ବିଜେଡ଼ି ବିଜେପୁର ଭଳି ଶୂନ୍ୟଟାରେ ପଞ୍ଚମ ଥର ପାଇଁ କ୍ଷମତା ମାରିନେବ ବୋଲି ହାଇକମାଣ୍ଡଙ୍କ ହୃଦୟଙ୍ଗମ ହୋଇଛି । ଓଡ଼ିଶାର ନେତାମାନେ ବି ବୁଝିଗଲେଣି ବାସ୍ତବତା । ଏଭଳିସ୍ଥିତିରେ ରାଜ୍ୟ ବିଜେପି ଏବେ ସଙ୍କଟ ଭିତରେ ଫସିଯାଇଛି ।
Previous Post

ନୋ ସ୍କିମ୍, ନୋ ଟାକ୍ସ: ବଜେଟ୍ ରେ ଦିଶିଲାନି ନିର୍ବାଚନ ମୁହଁ

Next Post

ଦୁଲୁକିଲା ଯାଜପୁର; ଖୁସି ଭିତରେ କେଁ

Next Post
ଦୁଲୁକିଲା ଯାଜପୁର; ଖୁସି ଭିତରେ କେଁ

ଦୁଲୁକିଲା ଯାଜପୁର; ଖୁସି ଭିତରେ କେଁ

Comments 2

  1. Harekrushna Das says:
    8 years ago

    He has no leadership quality.only creating riot.If bjp fight election under the leadership of sambit patra in odisha,then there is chance.Mr patra is a cool minded person.Mr.Kharvel swain should return to bjp.some leaders shold be kicked out of bjp- Lekhashree,sajjan sharma,samir mohanty,jay narayan mishra,manmohan samal,bhrugu bauxipatra,pitambar acharya ,golak nayak,windsor palace ownr etc.All these are disputed leader.Dillip Ray be given some responsibility.Otherwise the future of bjp in odisha is dark and naveen babu is the best choice.work should be done at grassroot level we should not gather oldage odiya film actress.

    Reply
  2. das says:
    8 years ago

    True, This GUY is Super Feku and > Modi :).

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA