Monday, May 25, 2026 05:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଢ଼ିଲା ଉତ୍କଣ୍ଠା; ଆଜି ଖୋଲିବ ରତ୍ନଭଣ୍ଡାର

by Our Correspondent
04 Apr, 2018- 06:30 AM
in Latest News, News
1 min read
0
ବଢ଼ିଲା ଉତ୍କଣ୍ଠା; ଆଜି ଖୋଲିବ ରତ୍ନଭଣ୍ଡାର
ପୁରୀ: ମହାପ୍ରଭୁଙ୍କ ରହସ୍ୟମୟ ରତ୍ନଭଣ୍ଡାର ଆଜି ଖୋଲିବ । ୩୪ ବର୍ଷ ପରେ ଆଜି ରତ୍ନଭଣ୍ଡାରକୁ ପ୍ରବେଶ କରିବେ ସ୍ୱତନ୍ତ୍ର ଟିମ୍ । ଦିନ ୨ଟାରେ ସ୍ୱତନ୍ତ୍ର ଟିମ୍ ରତ୍ନଭଣ୍ଡାରରେ ପ୍ରବେଶ କରି ଭିତର ସ୍ଥିତି ପରଖିବେ । ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ତଉଲିବାକୁ ସେମାନଙ୍କୁ ଅନୁମତି ମିଳିନାହିଁ । ସେମାନେ କେବଳ ଭଣ୍ଡାର ଘରର କାନ୍ଥ ଓ ଛାତର ନିରୀକ୍ଷଣ କରିବେ । ସେଠାରେ ଯାହା ଦେଖିବେ, ବାହାରେ ପ୍ରଘଟ କରିବେ ନାହିଁ । ଭିତରେ କେତେ ସମୟ ଯାଞ୍ଚ କରିବେ ତାହାର ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରାଯାଇନି । ରତ୍ନଭଣ୍ଡାର ଯାଞ୍ଚ ପରିପ୍ରେକ୍ଷୀରେ ଆଜି ଦିନ ଗୋଟାଏରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦ୍ୱାର ବନ୍ଦ ରହିବ । ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ । ରତ୍ନଭଣ୍ଡାର ଖୋଲୁଥିବାରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଦ୍ୱିତୀୟ ଭୋଗମଣ୍ଡପ ବଢ଼ିବା ପରେ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଦିନ ପ୍ରାୟ ୨ଟାରେ ୧୦ରୁ ୨୦ ଜଣିଆ ଟିମ୍ ରତ୍ନଭଣ୍ଡାରକୁ ପ୍ରବେଶ କରିବେ । ଏହି ଟିମ୍ ରେ ରହିବେ ଗଜପତି ମହାରାଜାଙ୍କ ପ୍ରତିନିଧି, ଛତିଶା ନିଯୋଗ ନାୟକ, ଭଣ୍ଡାର ମେକାପ୍, ତଢ଼ଉ କରଣ, ଦେଉଳ କରଣ, ଏଏସଆଇର ତିନିଜଣ ପ୍ରତିନିଧି, କୋର୍ କମିଟି ସଦସ୍ୟ ଏବଂ ହାଇକୋର୍ଟ ପ୍ରତିନିଧି । ପ୍ରବେଶ ପୂର୍ବରୁ ସମସ୍ତଙ୍କୁ କଡ଼ାକଡ଼ି ତଲାସି କରାଯିବ । ସମସ୍ତେ ମାଜଣା ମଣ୍ଡପକୁ ଯିବେ । ସେଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ଗାମୁଛା ପିନ୍ଧିବେ । ରତ୍ନଭଣ୍ଡାରର ରକ୍ଷକ ଶ୍ରୀଲୋକନାଥଙ୍କ ପାଖକୁ ଯାଇ ପୂଜାର୍ଚ୍ଚନା କରିବେ । ଭଣ୍ଡାରରେ ଯାହା ଦେଖିବେ ବାହାରେ ପ୍ରଘଟ କରିବେ ନାହିଁ କି କୌଣସି ଜିନିଷକୁ ଛୁଇଁବେ ନାହିଁ ବୋଲି ଶପଥ କରିବେ । ରତ୍ନଭଣ୍ଡାରରୁ ବାହାରିବା ପରେ ପୁନର୍ବାର ସେମାନଙ୍କର ତଲାସି କରାଯିବ । ସେଇ ମନ୍ଦିର ଭିତରେ ରିପୋର୍ଟ ଲେଖି ସମସ୍ତେ ଦସ୍ତଖତ କରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ଦେଲା ପରେ ସେମାନଙ୍କ କାର୍ଯ୍ୟ ସରିବ ।
ରତ୍ନଭଣ୍ଡାର ଯାଞ୍ଚ ପରିପ୍ରେକ୍ଷୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ଶ୍ରୀମନ୍ଦିର ଭିତରେ ଓ ବାହାରର ବ୍ୟବସ୍ଥା କରାଯାଇଛି । ଏସଓପିକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସେପଟେ ରତ୍ନଭଣ୍ଡାର ସହ ଜନମାନସରେ ବିଭିନ୍ନ ଅଲୌକିକ କାହାଣୀ ଓ ରହସ୍ୟ ଯୋଡି ହୋଇଥିବାରୁ ସମସ୍ତଙ୍କ ଉତ୍କଣ୍ଠା ବଢ଼ିଯାଇଛି । ରତ୍ନଭଣ୍ଡାର ପ୍ରବେଶ ପାଇଁ ଉତ୍ସୁକତା ବଢ଼ିବା ସହ ଭୟ ଓ ଅଘଟଣ ଆଶଙ୍କା ବି ବଢ଼ିଚାଲିଛି । ରତ୍ନଭଣ୍ଡାରର ସ୍ଥିତି ସମ୍ପର୍କରେ କୌଣସି ସୂଚନା ପ୍ରଘଟ ହେବନାହିଁ ବୋଲି ଭକ୍ତମାନେ ନିଶ୍ଚିତ ଥିଲେ ମଧ୍ୟ ରତ୍ନଭଣ୍ଡାର ପ୍ରବେଶ ଉପରେ ସମସ୍ତଙ୍କ ନଜର ରହିଛି ।
Previous Post

ଶାହାଙ୍କ ପଶ୍ଚିମ ଓଡ଼ିଶା ମିଶନ୍

Next Post

ଧର୍ମେନ୍ଦ୍ର ନିରାଶ; ମାନସ ମହାନ୍ତି ସଂଗଠନ ମନ୍ତ୍ରୀ

Next Post
ଧର୍ମେନ୍ଦ୍ର ନିରାଶ; ମାନସ ମହାନ୍ତି ସଂଗଠନ ମନ୍ତ୍ରୀ

ଧର୍ମେନ୍ଦ୍ର ନିରାଶ; ମାନସ ମହାନ୍ତି ସଂଗଠନ ମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA