Saturday, May 30, 2026 05:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମିଡ଼ନାଇଟ୍ ହାଇଡ୍ରାମା ଶେଷ; ଶପଥ ନେଲେ ୟେଦୁରପ୍ପା

by Our Correspondent
17 May, 2018- 09:12 AM
in Latest News, Politics
1 min read
0
ମିଡ଼ନାଇଟ୍ ହାଇଡ୍ରାମା ଶେଷ; ଶପଥ ନେଲେ ୟେଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବି.ଏସ୍.ୟେଦୁରପ୍ପା । ଆଜି ସକାଳ ୯ଟାରେ ରାଜଭବନରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ରାଜ୍ୟପାଳ ବଜୁଭାଇ ବାଲା ତାଙ୍କୁ ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସଭାପତି ଅମିତ୍ ଶାହା ଯୋଗଦେଇନାହାନ୍ତି । ସେମାନଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର, ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି.ନଡ୍ଡା ଉତ୍ସବରେ ଉପସ୍ଥିତ ଥିଲେ ।

ଗତକାଲି ରାତିରେ ରାଜ୍ୟପାଳ ଶ୍ରୀ ବାଲା ବିଜେପି ବିଧାୟକ ଦଳ ନେତା ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଂଜ କରିବା ସହ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବାକୁ କଂଗ୍ରେସ ଓ ଜେଡ଼ିଏସ୍ ସୁପ୍ରିମ୍ କୋର୍ଟ ଯାଇଥିଲେ । ଅଭିଷେକ ସିଙ୍ଗଭିଙ୍କ ପିଟିସନ୍ କୁ ରାତି ଗୋଟାଏ ବେଳେ ସୁପ୍ରିମ୍ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ବିଚାର ପାଇଁ ଅନୁମତି ଦେଇ ଏକ ତିନିଜଣିଆ ବେଞ୍ଚ ଗଠନ କରିଥିଲେ । ଏହି ବେଞ୍ଚରେ ଥିଲେ ଜଷ୍ଟିସ୍ ଏ.କେ.ସିକ୍ରି, ଜଷ୍ଟିସ୍ ଏସ.ଏ ବବଡ଼େ ଏବଂ ଜଷ୍ଟିସ୍ ଅଶୋକ ଭୂଷଣ । ଉଭୟ ପକ୍ଷର ଯୁକ୍ତିକୁ ଦୀର୍ଘ ସାଢ଼େ ତିନିଘଣ୍ଟା ଧରି ଶୁଣିବା ପରେ ପାହାନ୍ତା ପାଖାପାଖି ପ୍ରାୟ ୫ଟାରେ ତିନିଜଣିଆ ବେଞ୍ଚ ସେମାନଙ୍କ ରାୟ ଦେଇଥିଲେ । ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବାକୁ ଡିଭିଜନ୍ ବେଞ୍ଚ ମନା କରିଦେଇଥିଲେ । ଶୁକ୍ରବାର ଦିନ ୧୦ଟାକୁ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଅପରପକ୍ଷରେ ୟେଦୁରପ୍ପାଙ୍କୁ ତାଙ୍କ ସପକ୍ଷରେ ଥିବା ବିଧାୟକଙ୍କ ତାଲିକା ପ୍ରଦାନ ସହ ରାଜ୍ୟପାଳଙ୍କୁ ସରକାର ଗଠନ ପାଇଁ ଦେଇଥିବା ଦୁଇଟି ଚିଠିକୁ ସୁପ୍ରିମକୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବିଳମ୍ବିତ ରାତିରେ ସୁପ୍ରିମକୋର୍ଟ ରେ ରାଜନୈତିକ ହାଇଡ୍ରାମା ଉପରେ ସମସ୍ତଙ୍କ ନଜର ରହିଥିଲା । ସୁପ୍ରିମ୍ କୋର୍ଟ ଙ୍କ ରାୟକୁ ରାତିତମାମ ସମସ୍ତେ ଅନାଇ ବସିଥିଲେ । ସୁପ୍ରିମକୋର୍ଟ ର ମିଡ଼ନାଇଟ୍ ଶୁଣାଣିରେ ଏହା ହେଉଛି ଦ୍ୱିତୀୟ ମାମଲା । ପୂର୍ବରୁ ୟାକୁବ୍ ମେନନ୍ ମାମଲାରେ ସୁପ୍ରିମକୋର୍ଟ ପ୍ରଥମ ଥର ପାଇଁ ରାତିଅଧିଆ ଶୁଣାଣି କରିଥିଲେ ।
Previous Post

ୟେଦୁରପ୍ପା ମୁଖ୍ୟମନ୍ତ୍ରୀ; ଘୋଡ଼ା ମୂଲେଇବ ବିଜେପି

Next Post

କର୍ଣ୍ଣାଟକ ପ୍ରତିବାଦ; ଆସନ୍ତାକାଲି କଂଗ୍ରେସର ଦେଶବ୍ୟାପୀ ଧାରଣା

Next Post
କର୍ଣ୍ଣାଟକ ପ୍ରତିବାଦ; ଆସନ୍ତାକାଲି କଂଗ୍ରେସର ଦେଶବ୍ୟାପୀ ଧାରଣା

କର୍ଣ୍ଣାଟକ ପ୍ରତିବାଦ; ଆସନ୍ତାକାଲି କଂଗ୍ରେସର ଦେଶବ୍ୟାପୀ ଧାରଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA