Monday, May 25, 2026 05:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହାନଦୀ ସୁରକ୍ଷା ଯାତ୍ରା ଶେଷ; ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

by Our Correspondent
25 May, 2018- 06:12 PM
in Latest News, News
1 min read
0
ମହାନଦୀ ସୁରକ୍ଷା ଯାତ୍ରା ଶେଷ; ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଗତ ୧୬ ତାରିଖରେ ଝାରସୁଗୁଡ଼ାର ସୁଖାସୋଡାରୁ ଆରମ୍ଭ ହୋଇଥିବା ବିଜେଡ଼ିର ମହାନଦୀ ସୁରକ୍ଷା ମହାସଂଗ୍ରାମ ଯାତ୍ରା ଆଜି ପାରାଦ୍ୱୀପରେ ଶେଷ ହୋଇଛି । ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣ ଦେଇ ବିଜେପି ଉପରେ ଭୀଷଣ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ସୁରକ୍ଷା ଅଭିଯାନ ଆଜି କେବଳ ରାଜନୀତିର ବିଷୟ ହୋଇ ରହିନାହିଁ । ଏହା ଜନ ଆନ୍ଦୋଳନର ରୂପ ନେଇଛି । ମହାନଦୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାର ଚୁପ ବସିବା ଦୁଃଖଦାୟକ । ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରି ଏଠି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଓଡ଼ିଶା ପ୍ରତି ଦରଦ ଦେଖାଉଥିବା ବିଜେପି ନେତାମାନେ ଛତିଶଗଡ଼ ବ୍ୟାରେଜ ନିର୍ମାଣକୁ ବିରୋଧ କରିପାରିବେ କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଖାଲି ପାଣି ପାଇଁ ନୁହେଁ, ମହାନଦୀର ଜୀବନ ପାଇଁ ବିଜେଡ଼ି ଲଢ଼େଇ କରୁଛି । ମହାନଦୀର ସୁରକ୍ଷା ପାଇଁ ଓଡ଼ିଶାବାସୀ ଏକାଠି ହୋଇଛନ୍ତି । ମହାନଦୀ ଜରିଆରେ ଆମ ଜୀବନ ଜୀବିକା ଉପରେ ହେଉଥିବା ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେପଟେ ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ୍ ନିର୍ମାଣକୁ ବିରୋଧ କରିବାକୁ ବିଜେପିର ଜିଭ ଲେଉଟିନି । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ମୂଳ ପ୍ରସଙ୍ଗରୁ ହଟି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତି ଉଦ୍ଧାର କରିଛନ୍ତି । ସରକାରର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଗୋଟେ କଥା କହୁଥିବା ବେଳେ ବିଜେଡ଼ି ସଭାପତି ଭାବେ ଅଲଗା କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏହା ଦୋମୁହାଁ ନୀତି ବୋଲି ସେ ଆକ୍ଷେପ କରିଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମହାନଦୀ ବିପର୍ଯ୍ୟୟ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରର ମୋଦି ସରକାରଙ୍କୁ ଦାୟୀ କରିଛନ୍ତି । ବିଜେଡ଼ି ଏମପି କେନ୍ଦ୍ରରେ ଜଳସେଚନ ମନ୍ତ୍ରୀ ଥାଇ ମଧ୍ୟ ମହାନଦୀର ସୁରକ୍ଷା ପାଇଁ କିଛି କରି ନ ଥିଲେ । ଏବେ କେନ୍ଦ୍ରର ମୋଦି ସରକାର ଛତିଶଗଡ଼ରେ ତାଙ୍କ ଦଳର ସରକାରକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛି । ପ୍ରଧାନମନ୍ତ୍ରୀଙ୍କର ସତସାହାସ ଥିଲେ ଓଡ଼ିଶା ମାଟିରେ ତାହାର ଜବାବ ଦେବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
Previous Post

ତେଲ ତାତିରେ ଧର୍ମେନ୍ଦ୍ର ବାଉଳା

Next Post

ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ନୂଆ ରାଜ୍ୟପାଳ

Next Post
ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ନୂଆ ରାଜ୍ୟପାଳ

ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ନୂଆ ରାଜ୍ୟପାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA