Saturday, May 9, 2026 09:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁୁମ୍ବାଇରେ ଶିଳ୍ପହସ୍ତୀଙ୍କ ସହ ନବୀନଙ୍କ ୱାନ୍ ଟୁ ୱାନ୍

by Our Correspondent
08 Aug, 2018- 10:25 PM
in Latest News, News
1 min read
0
ମୁୁମ୍ବାଇରେ ଶିଳ୍ପହସ୍ତୀଙ୍କ ସହ ନବୀନଙ୍କ ୱାନ୍ ଟୁ ୱାନ୍
ଭୁବନେଶ୍ୱର: ଓଡ଼ିଶାକୁ ପୁଞ୍ଜି ନିବେଶକଙ୍କୁ ନିମନ୍ତ୍ରଣ କରିବାକୁ ମୁମ୍ବାଇ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ଭାରତୀୟ ଶିଳ୍ପସଂସ୍ଥାର ବହୁ ବଡ ବଡ ହସ୍ତୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଇନଭେଷ୍ଟର୍ସ ମିଟ୍ ରେ ପ୍ରାୟ ୩୦୦ ଶିଳ୍ପ ସଂସ୍ଥାର ପ୍ରତିନିଧି ଯୋଗଦେଇଥିଲା ବେଳେ ରିଲାଏନ୍ସ, ମହିନ୍ଦ୍ରା, ଗଡ଼ରେଜ୍ ଭଳି ୧୦ଟି ବୃହତ୍ତ ଶିଳ୍ପସଂସ୍ଥା ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ ।
ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଶିଳ୍ପପତିଙ୍କ ମଧ୍ୟରେ ଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ, ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ମୁକନ୍ଦ ଲିମିଟେଡ଼ ଏମଡ଼ି ରାଜେଶ ଶାହା ଏବଂ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁକେତୁ ଶାହା, ଗଡ଼ରେଜ୍ ଗ୍ରୁପ୍ ଅଧ୍ୟକ୍ଷ ଆଦି ଗଡ଼ରେଜ୍, କୋକିଳବେନ ହସ୍ପିଟାଲ୍ ଇଡ଼ି ରାମ ନରେନ୍, ଅଲମେକ୍ସ ନିର୍ଦ୍ଦେଶକ ରାମକୃଷ୍ଣ ଆର, ଫିଉଚର ଗ୍ରୁପ୍ ଚିଫ୍ ଏକଜ୍ୟୁଟିଭ୍ ଅଫିସର କିଶୋର ବିୟାନି, ହେଞ୍ଜ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ ପରିଚାଳନା ନିର୍ଦ୍ଦେଶକ ସଂକଳ୍ପ ପଟଭାରେ, ଜୈନ୍ ଇରିଗେସନ୍ ସିଷ୍ଟମସ୍ ଲିମିଟେଡ଼ ଉପାଧ୍ୟକ୍ଷ ଏବଂ ଏମଡ଼ି ଅନୀଲ ଜୈନ୍, ଦୀପକ ନିଟ୍ରାଇଟ୍ ଲିମିଟେଡ଼ ଅଧ୍ୟକ୍ଷ ଦୀପକ ଚନ୍ଦ୍ର ମେହେଟା ।
ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ୍ ର ଦ୍ୱିତୀୟ ସଂସ୍କରଣ । ଏଥିରେ ଭାଗ ନେବା ସକାଶେ ପୁଞ୍ଜି ନିବେଶକଙ୍କୁ ନିମନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଯାଇଥିଲେ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ପର୍ଯ୍ୟାପ୍ତ ସୁବିଧା ଅଛି ଏବଂ ଆଗ୍ରହୀ ନିବେଶକଙ୍କୁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଦୁଇ ଦିନିଆ ମୁମ୍ବାଇ ଗସ୍ତ ସାରି ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଛନ୍ତି ।
Previous Post

ନିବେଶକଙ୍କୁ ନବୀନ ଦେଲେ ନିର୍ଭର ପ୍ରତିଶ୍ରୁତି

Next Post

ହରିବଂଶ ଜିତିଲେ, ସପକ୍ଷରେ ୧୨୫ ଭୋଟ

Next Post
ହରିବଂଶ ଜିତିଲେ, ସପକ୍ଷରେ ୧୨୫ ଭୋଟ

ହରିବଂଶ ଜିତିଲେ, ସପକ୍ଷରେ ୧୨୫ ଭୋଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA