Tuesday, May 26, 2026 02:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାରେ ୪୨% ମଦୁଆ, ପ୍ରଶ୍ନ କଲା କଂଗ୍ରେସ

by Our Correspondent
02 Oct, 2018- 04:34 PM
in Latest News, News
1 min read
0
ଓଡ଼ିଶାରେ ୪୨% ମଦୁଆ, ପ୍ରଶ୍ନ କଲା କଂଗ୍ରେସ
ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ନିଶାମୁକ୍ତି ଅଭିଯାନ ଆରମ୍ଭ କରାଯାଇଛି । ଏହି ଅବସରରେ ବିଜୁ ଯୁବ ବାହିନୀ ପକ୍ଷରୁ ଆୟୋଜିତ ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତ, ମ୍ୟୁନିସିପାଲିଟି ଓ ଏନଏସି ଅଞ୍ଚଳରେ ନିଶାମୁକ୍ତି ଅଭିଯାନର ବ୍ୟାପକ ପ୍ରସାରଣର ବ୍ୟବସ୍ଥା କରାଯାଇଛି । ତେବେ ରାଜ୍ୟର ସ୍ଥିତିକୁ ଦେଖିଲେ, ଏହି ଘଟଣା ସରକାରଙ୍କ ଛଳନା ଓ ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡ଼ିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି, ଅସଲରେ ସରକାର ମଦବିକ୍ରୀର ପ୍ରଚାର ପ୍ରସାର ପାଇଁ ମିଶନ୍ ମୋଡରେ କାମ କରୁଛନ୍ତି । ସେପଟେ ଲୋକ ଦେଖାଣିଆ ଦୁଇଘଣ୍ଟିଆ ନିଶାମୁକ୍ତି ରାଲି ଆୟୋଜନ କରୁଛନ୍ତି । ସରକାରଙ୍କ ଏହି ନିଶାମୁକ୍ତି ଅଭିଯାନ ଯାଦୁଆ ବିକୁଛି ଯାଦୁର ମଲମ, ମଦୁଆ ଧରିଛି ନିଶା ନିବାରଣ ବାନା’ ସଦୃଶ । ଖୋଦ୍ ରାଜ୍ୟ ଅବକାରୀ ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାର ଗ୍ରାମାଞ୍ଚଳରେ ୪୧.୩ ପ୍ରତିଶତ ଲୋକ ମଦ୍ୟପାନ କରୁଛନ୍ତି । ସହରାଞ୍ଚଳକୁ ମିଶାଇଲେ ପ୍ରାୟ ୪୨ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ ଓଡ଼ିଶାରେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ଜାତୀୟ ହାରଠାରୁ ଅଧିକ । ଖାଲି ସେତିକି ନୁହେଁ, ରାଜ୍ୟରେ ମୁଣ୍ଡପିଛା ମଦ୍ୟମାନର ପରିମାଣ ବିଗତ ୧୮ ବର୍ଷ ମଧ୍ୟରେ ଆଶାତୀତ ଭାବେ ବୃଦ୍ଧି ପାଇଛି । ରାଜ୍ୟରେ ମଦ୍ୟପଙ୍କ ସଂଖ୍ୟା ବଢ଼ିବା ପଛରେ ସରକାରଙ୍କ ଭୂମିକାକୁ ସେ ଅଙ୍ଗୁଳି ଉଠାଇଛନ୍ତି ।
ଶ୍ରୀ ନାୟକ କହିଛନ୍ତି, ବିଜେଡ଼ି ସରକାର ଓଡ଼ିଶାରେ ମଦର ପ୍ରସାର କରି ରାଜସ୍ୱ ସଂଗ୍ରହ ନିମନ୍ତେ ଦ୍ୱାର ଉନ୍ମୁକ୍ତ କରିଛନ୍ତି । ୨୦୦୦ ମସିହାରୁ ୨୦୧୮ ମସିହା ମଧ୍ୟରେ ଓଡ଼ିଶାରେ ମଦ ଟିକସ ବା ଅବକାରୀ ରାଜସ୍ୱ ୨୮୦୦ଗୁଣା ବଢ଼ିଛି । ୨୦୦୧ରେ ଅବକାରୀ ରାଜସ୍ୱ ୧୩୫ କୋଟି ଥିବା ବେଳେ ୨୦୧୮ ରେ ତାହା ବୃଦ୍ଧି ପାଇ ୩୮୦୦ କୋଟିରେ ପହଞ୍ଚିଛି ।
ସରକାର ମଦ ବିକି ରାଜସ୍ୱ ବଢ଼ାଉଥିବା ବେଳେ ସରକାରଙ୍କ ଏକ ଶାଖା ତାକୁ ବିରୋଧ କରିବ । ଏହା କିଭଳି ସମ୍ଭବ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ଏବେ ନିର୍ବାଚନ ପୂର୍ବରୁ ନିଶାମୁକ୍ତି କରିବାକୁ ସରକାର ତାଙ୍କର ଯୁବଗୋଷ୍ଠୀଙ୍କ ଜରିଆରେ ଅଭିଯାନ ଆରମ୍ଭ କରିବା ଏବଂ ସେଥିପାଇଁ ପ୍ରଚାର ପ୍ରସାର ଦାୟିତ୍ୱ ଲୋକ ସମ୍ପର୍କ ବିଭାଗକୁ ଦେବା ପଛରେ କି ଉଦେ୍ଦଶ୍ୟ ରହିଛି ତାହା ରାଜ୍ୟବାସୀଙ୍କ ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି ।
Previous Post

ଆକ୍ରମଣର ପ୍ରତିବାଦ: ଏକତା ଦେଖାଇଲେ ସାମ୍ବାଦିକ

Next Post

କଂଗ୍ରେସ ଭବନରେ ଦାମ; ବିଜେପି ଓ ମୋଦୀଙ୍କୁ କୁର୍ଚ୍ଛତ ଗାଳି

Next Post
କଂଗ୍ରେସ ଭବନରେ ଦାମ; ବିଜେପି ଓ ମୋଦୀଙ୍କୁ କୁର୍ଚ୍ଛତ ଗାଳି

କଂଗ୍ରେସ ଭବନରେ ଦାମ; ବିଜେପି ଓ ମୋଦୀଙ୍କୁ କୁର୍ଚ୍ଛତ ଗାଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA