Monday, May 25, 2026 10:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବନ୍ୟା ଦୁର୍ଗତଙ୍କୁ ୧୫ ଦିନ ପାଇଁ ରିଲିଫ୍

by Our Correspondent
13 Oct, 2018- 08:52 PM
in Latest News, News
1 min read
0
ବନ୍ୟା ଦୁର୍ଗତଙ୍କୁ ୧୫ ଦିନ ପାଇଁ ରିଲିଫ୍
ଭୁୁବନେଶ୍ୱର: ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାର ଗୁଣୁପୁର ସବ ଡିଭିଜନ୍ ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ୧୫ ଦିନ ପାଇଁ ରିଲିଫ୍ ଦିଆଯିବ । ହାରାହାରି ୪ ଜଣ ଲୋକ ଥିବା ପରିବାର ତିନି ହଜାରରୁ ଅଧିକ ଟଙ୍କା ରିଲିଫ୍ ଆକାରରେ ପାଇବେ । ଆଜି ସଂଧ୍ୟାରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସମୀକ୍ଷା କଲା ପରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ
– ବନ୍ୟାରେ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳରେ ଯାତାୟତ ବ୍ୟବସ୍ଥା ୪୮ ଘଣ୍ଟା ମଧ୍ୟରେ ଠିକ୍ ହେବ ।
– ୯୦ ପ୍ରତିଶତ ପ୍ରଭାବିତ ଅଞ୍ଚଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହେବ । ୩ରୁ ୫ ଦିନ ମଧ୍ୟରେ ଅବଶିଷ୍ଟ ୧୦ ପ୍ରତିଶତ ଅଞ୍ଚଳରେ ବିଜୁଳି ଯୋଗାଣ ଠିକ୍ ହେବ ।
– ପ୍ରଭାବିତ ସବୁ ବ୍ଲକ୍ ଅଞ୍ଚଳକୁ ୪୮ ଘଣ୍ଟା ମଧ୍ୟରେ ପିଇବା ପାଣି ଯୋଗାଇ ଦିଆଯିବ ।
– ପ୍ରଭାବିତ ଅଞ୍ଚଳରେ ଅଚଳ ହୋଇଯାଇଥିବା ନଳକୂପଗୁଡ଼ିକୁ କାଲି ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ ।
– ଆସନ୍ତା ୨୪ ଘଣ୍ଟା କାଲି ସୁଦ୍ଧା ସହରାଞ୍ଚଳରେ ଜଳଯୋଗାଣ ବ୍ୟବସ୍ଥା ସ୍ୱାଭାବିକ କରାଯିବ । ଯେଉଁଟି ଦରକାର ଜେନେରେଟର୍ ଯୋଗେ ପାଣି ଯୋଗାଇ ଦିଆଯିବ ।
– ରିଲିଫ୍ ଓ ଥଇଥାନ କାର୍ଯ୍ୟ ସରିଲା ପରେ କ୍ଷୟକ୍ଷତି ଆକଳନ କରାଯିବ
ସୂଚନାଯୋଗ୍ୟ, ଆଜି ସକାଳେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଗଂଜାମ, ଗଜପତି ଓ ରାୟଗଡ଼ା ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ବନ୍ୟାରେ ଗଂଜାମ ଓ ଗଜପତି ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।
Previous Post

ନିର୍ଦ୍ଦେଶ ମାନିଲେନି: ପୂଜାମଉଜ ପାଇଁ ସଚିବାଳୟ କର୍ମଚାରୀଙ୍କ ମହୀଶୂର ଯାତ୍ରା

Next Post

ଫେସବୁକ୍ ରେ ମିଛ କହିଲେ ଧର୍ମେନ୍ଦ୍ର

Next Post
ଫେସବୁକ୍ ରେ ମିଛ କହିଲେ ଧର୍ମେନ୍ଦ୍ର

ଫେସବୁକ୍ ରେ ମିଛ କହିଲେ ଧର୍ମେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA