Saturday, May 9, 2026 12:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତିତଲି ମୃତକଙ୍କ ପରିବାର ପିଛା ୧୦ ଲକ୍ଷ ସହାୟତା

by Our Correspondent
17 Oct, 2018- 02:59 PM
in Latest News, News
1 min read
0
ତିତଲି ମୃତକଙ୍କ ପରିବାର ପିଛା ୧୦ ଲକ୍ଷ ସହାୟତା
ଭୁୁବନେଶ୍ୱର: ତିତଲି ବାତ୍ୟା ଓ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ସହାୟତା । ପୂର୍ବରୁ ଘୋଷଣା ହୋଇଥିବା ୪ ଲକ୍ଷ ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି । ଆଜି ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଘୋଷଣା ଅନୁଯାୟୀ, ମୃତକ ପରିବାରର ଅନାଥ ପିଲାଙ୍କ ଦାୟିତ୍ୱ ସରକାର ନେବେ । ଅନାଥ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ । ସେମାନଙ୍କୁ ପାଠ ପଢ଼ାଇବା ସହ ଆତ୍ମନିର୍ଭରଶୀଳ କରାଇବେ । ସେହିପରି ପାହାଡ଼ ଉପରେ ଥିବା ବାରଘର ଗାଁ ପାହାଡ଼ ତଳକୁ ଆସିବ । ପାହାଡ଼ ତଳେ ଗ୍ରାମବାସୀଙ୍କୁ ଜମି ଦିଆଯିବ । କିଛି ଗ୍ରାମବାସୀଙ୍କୁ ମୁଖ୍ୟମନ୍ତ୍ରୀ ତତକ୍ଷଣାତ୍ ଜମି ପଟ୍ଟା ବଣ୍ଟନ କରିଥିଲେ ।
ଅନ୍ୟପକ୍ଷରେ ତିତଲି ରାଜ୍ୟର ୫୨ ଜଣ ଲୋକଙ୍କ ପ୍ରାଣ ନେଇଥିବା ଆଜି ସରକାରୀ ଭାବେ କୁହାଯାଇଛି । ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ତିତଲି ଦ୍ୱାରା ଗଜପତି ଜିଲ୍ଲାରେ ସର୍ବାଧିକ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣଙ୍କ ମୃତ୍ୟୁ ନେଇ ଯାଞ୍ଚ ଚାଲିଛି । ଗଂଜାମରେ ୧୨ ଜଣ ଓ କନ୍ଧମାଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨୨୦୦ କୋଟିର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ସେଥିରେ ରାସ୍ତାଘାଟ କ୍ଷୟକ୍ଷତି ପରିମାଣ ସର୍ବାଧିକ ୫୦୦ କୋଟି ଟଙ୍କା ଆକଳନ କରାଯାଇଛି ।
Previous Post

ଅପରାଜେୟ ନବୀନ @୭୩

Next Post

ଅଭିଜିତ୍ ପ୍ରତି ପୁଲିସର ଦରଦ କାହିଁକି ?

Next Post
ଅଭିଜିତ୍ ପ୍ରତି ପୁଲିସର ଦରଦ କାହିଁକି ?

ଅଭିଜିତ୍ ପ୍ରତି ପୁଲିସର ଦରଦ କାହିଁକି ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA