Wednesday, May 6, 2026 11:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡିଜିଟାଲ୍ ଚ୍ୟାନେଲ୍ ‘ତକ୍ଷକ ଟିଭି’ ଲୋକାର୍ପିତ

by Our Correspondent
25 Nov, 2018- 09:32 PM
in News
1 min read
0
ଡିଜିଟାଲ୍ ଚ୍ୟାନେଲ୍ ‘ତକ୍ଷକ ଟିଭି’ ଲୋକାର୍ପିତ
ଭୁବନେଶ୍ୱର: ୨୪ ଘଣ୍ଟିଆ ଓଡ଼ିଆ ଡିଜିଟାଲ୍ ଚ୍ୟାନେଲ୍ ‘ତକ୍ଷକ ଟିଭି’ ଲୋକାର୍ପିତ ହୋଇଛି । ଗତକାଲି ସଂଧ୍ୟାରେ ଜୟଦେବଭବନଠାରେ ଆୟୋଜିତ ଉତ୍ସବରେ ଏହାକୁ ଲୋକାର୍ପିତ କରିଥିଲେ କଟକର ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓ । ଏକ ସାଧାରଣ ମଣିଷ ଓ ଚା ବିକାଳୀରୁ ଅସାଧାରଣ ମଣିଷ ପାଲଟିଥିବା ଶ୍ରୀ ରାଓ ତାଙ୍କ ଜୀବନର ସଂଘର୍ଷ କାହାଣୀ ନିଜ ମୁହଁରୁ ଶୁଣାଇ ଶ୍ରୋତାଙ୍କୁ ବିମୁଗ୍ଧ କରିଥିଲେ । ଏହି ଅବସରରେ ସଂସ୍ଥା ପକ୍ଷରୁ ତାଙ୍କ ଜୀବନ କାହାଣୀ ଉପରେ ପ୍ରସ୍ତୁତ କ୍ଷୁଦ୍ର ଚଳଚିତ୍ର ‘ଚା କପରେ ସ୍ୱପ୍ନ’ ପ୍ରଦର୍ଶିତ ହୋଇଥିଲା ।
ଲୋକାର୍ପଣ ପର୍ବ ପରେ ‘ସାମ୍ବାଦିକତାରେ ରାଜନୈତିକ ହସ୍ତକ୍ଷେପ’ ଶୀର୍ଷକ ଏକ ବିତର୍କ ଅନୁଷ୍ଠିତ ହୋଇଥିଲା । ସେଥିରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ସୁଲୋଚନା ଦାସ, ପିସିସି ମିଡ଼ିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ସିପିଆଇ ଜାତୀୟ ପରିଷଦ ସଦସ୍ୟ ରାମକୃଷ୍ଣ ପଣ୍ଡା ଓ ଆମ୍ ଆଦମୀ ପାର୍ଟିର ଯୁବନେତା ଶୁଭାଶିଷ ପଟ୍ଟନାୟକ ଯୋଗଦେଇଥିଲେ । ସାମ୍ବାଦିକତାରେ ରାଜନୈତିକ ହସ୍ତକ୍ଷେପ ରହିଆସିଛି ଏବଂ ଏବେ ଏହା ମାତ୍ରାଧିକ ହୋଇଛି । କର୍ପୋରେଟ୍ ଜଗତର ଇଙ୍ଗିତରେ ସବୁ ପରିଚାଳିତ ହେଉଛି । ଗଣମାଧ୍ୟମ ଏଥିରୁ ମୁକ୍ତ ରହିବା ସହଜସାଧ୍ୟ ନହେଲେ ବି ସାମ୍ବାଦିକମାନେ ଉତ୍ସର୍ଗୀକୃତ ମନୋଭାବ ରଖିଲେ ସ୍ୱାଧୀନ ଭାବେ ସମ୍ବାଦ ପରିବେଷଣ ସମ୍ଭବ ହୋଇପାରିବ ବୋଲି ବକ୍ତାମାନେ କହିଥିଲେ । ଭାରତୀୟ ଗଣତନ୍ତ୍ରର ଚତୁର୍ଥ ସମ୍ଭ କୁହାଯାଉଥିବା ଗଣମାଧ୍ୟମ ନିର୍ଭୀକ ଓ ନିରପେକ୍ଷ ରହିବାର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ । ବିତର୍କକୁ ସଞ୍ଚାଳନ କରିଥିଲେ ‘ତକ୍ଷକ ଟିଭି’ ର ମୁଖ୍ୟ ସମ୍ପାଦକ ଅପୂର୍ବ କୁମାର ମହାନ୍ତି ।
ଲୋକାର୍ପଣ ଉତ୍ସବର କାର୍ଯ୍ୟକ୍ରମକୁ ଯମୁନା ରାଉତରାୟ ସଂଯୋଜନା କରିଥିବା ବେଳେ ସୌଭାଗିନୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ‘ତକ୍ଷକ ଟିଭି’ ର ନିଦେ୍ର୍ଦଶକ ଅଭୟ କୁମାର ମହାନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
Previous Post

ବିଜେପି ଗୁମର ଖୋଲିଲେ ଦିଲ୍ଲୀପ ରାୟ; ବିଧାୟକ ପଦ ଛାଡ଼ିବେ

Next Post

ହକି ପାଇଁ ସରକାରଙ୍କ ଛୁଟି ଘୋଷଣା

Next Post
ହକି ପାଇଁ ସରକାରଙ୍କ ଛୁଟି ଘୋଷଣା

ହକି ପାଇଁ ସରକାରଙ୍କ ଛୁଟି ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA