Monday, May 25, 2026 12:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହକି ଇଣ୍ଡିଆ ସଭାପତିଙ୍କ ଅନୁରୋଧ ରହିଲା; ଶାହାରୁଖଙ୍କୁ ବିରୋଧ କରିବନି କଳିଙ୍ଗସେନା

by Our Correspondent
26 Nov, 2018- 04:26 PM
in Latest News, News
1 min read
0
ହକି ଇଣ୍ଡିଆ ସଭାପତିଙ୍କ ଅନୁରୋଧ ରହିଲା; ଶାହାରୁଖଙ୍କୁ ବିରୋଧ କରିବନି କଳିଙ୍ଗସେନା
ଭୁବନେଶ୍ୱର: ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବରେ ଯୋଗଦେଉଥିବା ବଲିଉଡ଼ ଷ୍ଟାର୍ ଶାହାରୁଖ ଖାନ୍ ଙ୍କୁ ଓଡ଼ିଶା ମାଟିରେ ବିରୋଧ ନିଷ୍ପତ୍ତିରୁ ସାମୟିକ ଭାବେ ଓହରିଛି କଳିଙ୍ଗସେନା । ଓଡ଼ିଶାର ସମ୍ମାନକୁ ଆଖିରେ ରଖି ହକି ଇଣ୍ଡିଆ ସଭାପତି ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତାଙ୍କ ଅନୁରୋଧକ୍ରମେ ଶାହାରୁଖଙ୍କୁ ବିରୋଧ ନିଷ୍ପତ୍ତିକୁ ବର୍ତ୍ତମାନ ପାଇଁ ପ୍ରତ୍ୟାହାର କରିନେଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ ଏହି ସୂଚନା ଦେଇଛନ୍ତି ।
ଅଶୋକ ଚଳଚିତ୍ରରେ ଅଭିନୟ କରିଥିବା ଶାହାରୁଖ ଓଡ଼ିଶାର ଇତିହାସକୁ ବିକୃତ କରି ଓଡ଼ିଆ ଜାତିକୁ ଅପମାନିତ କରିଥିବା ଅଭିଯୋଗ ଆଣି ତାଙ୍କୁ ଓଡ଼ିଶା ମାଟିରେ ପୂରାଇ ନ ଦେବାକୁ କଳିଙ୍ଗ ସେନା ପକ୍ଷରୁ ଧମକ ଦିଆଯାଇଥିଲା । ତେବେ ହକି ଇଣ୍ଡିଆର ସଭାପତି ମୁସ୍ତାକ୍ ଅହମ୍ମଦ ଆଜି ଶ୍ରୀ ରଥଙ୍କୁ ଇମେଲ୍ ଯୋଗେ ଏଭଳି ନ କରିବାକୁ ଅନୁରୋଧ କରିଥିଲେ । ବିଶ୍ୱକପ୍ ହକି ଭଳି ଏକ ଏତେ ବଡ଼ ଇଭେଣ୍ଟ ର ଆୟୋଜନ ଦ୍ୱାରା ଓଡ଼ିଶା ଓ ଭାରତ ଆଜି ବିଶ୍ୱଦରବାରରେ ସମ୍ମାନଲାଭ କରିଛି । ଶାହାରୁଖଙ୍କ ଭଳି ଲୋକପ୍ରିୟ ବଲିଉଡ଼୍ ଷ୍ଟାର୍ ଙ୍କୁ ଉଦଘାଟନ ଉତ୍ସବରେ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି । ଶାହାରୁଖଙ୍କ ପ୍ରତି ସାମାନ୍ୟ ଅଘଟଣ ହେଲେ ବିଶ୍ୱଦରବାରରେ ଓଡ଼ିଶା ନିନ୍ଦିତ ହେବ । ତେଣୁ ଶାହାରୁଖଙ୍କୁ ବିରୋଧ ନିଷ୍ପତ୍ତିର ପୁର୍ନବିଚାର କରିବାକୁ ସେ କଳିଙ୍ଗସେନା ସଭାପତିଙ୍କୁ ଅନୁରୋଧ କରିଥିଲେ ।
ହକି ଇଣ୍ଡିଆ ସଭାପତିଙ୍କଠାରୁ ଅନୁରୋଧ ପାଇଲା ପରେ କଳିଙ୍ଗ ସେନାର ଏକ ବୈଠକ ବସି ଓଡ଼ିଶାର ସମ୍ମାନ ଦୃଷ୍ଟିରୁ ଶାହାରୁଖଙ୍କୁ ବିଶ୍ୱକପ୍ ହକି ସମୟରେ ବିରୋଧ ନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।
Previous Post

ହକି ପାଇଁ ସରକାରଙ୍କ ଛୁଟି ଘୋଷଣା

Next Post

ବିଜେପିରେ ହଲଚଲ୍; ଦିଲ୍ଲୀପଙ୍କ ସମର୍ଥନରେ ବାହାରିଲେ ବିଜୟ

Next Post
ବିଜେପିରେ ହଲଚଲ୍; ଦିଲ୍ଲୀପଙ୍କ ସମର୍ଥନରେ ବାହାରିଲେ ବିଜୟ

ବିଜେପିରେ ହଲଚଲ୍; ଦିଲ୍ଲୀପଙ୍କ ସମର୍ଥନରେ ବାହାରିଲେ ବିଜୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA