Sunday, May 31, 2026 01:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆୟୁଷୀ ଓଏଏସ୍ ଟପର୍, କୃତକାର୍ଯ୍ୟ ୧୦୬ ଜଣଙ୍କ ମଧ୍ୟରେ ୪୨ ମହିଳା

by Our Correspondent
20 Dec, 2018- 01:33 PM
in Latest News, News
1 min read
0
ଆୟୁଷୀ ଓଏଏସ୍ ଟପର୍, କୃତକାର୍ଯ୍ୟ ୧୦୬ ଜଣଙ୍କ  ମଧ୍ୟରେ ୪୨ ମହିଳା
Spread the love
ଭୁୁବନେଶ୍ୱର: ୨୦୧୭ ର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୧୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪୨ ଜଣ ହେଉଛନ୍ତି ମହିଳା । ଭୁବନେଶ୍ୱରର ଆୟୁଷୀ ମହାପାତ୍ର ଟପର୍ ହୋଇଛନ୍ତି । ସଂଜିତା ମହାପାତ୍ର ଦ୍ୱିତୀୟ ଓ ପୁନମ୍ ମହାପାତ୍ର ତୃତୀୟ ସ୍ଥାନରେ ଅଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ହେଉଛନ୍ତି ମହିଳା ।
ଟପର୍ ଆୟୁଷୀ ମହାପାତ୍ର ପ୍ରଥମ ସୁଯୋଗରେ ଏହି ସଫଳତା ପାଇଛନ୍ତି । ମେକାନିକାଲ୍ ଇଂଜିନିୟରିଂରେ ବି. ଟେକ୍ ଡିଗ୍ରୀ ହାସଲ କରିଥିବା ଆୟୁଷୀ ହାଇଦ୍ରାବାଦରେ ଏକ କମ୍ପାନୀରେ ଚାକିରି କରିଥିଲେ । ମାତ୍ର ଓଏଏସ୍ ପରୀକ୍ଷା ପାଇଁ ସେ ବର୍ଷେ ତଳେ ଚାକିରି ଛାଡ଼ି ପ୍ରସ୍ତୁତି ଚଳାଇଥିଲେ ।
ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ମହିଳା ଓଏଏସ୍ ହୋଇଛନ୍ତି ପ୍ରଭାତୀ ଝୋଡ଼ିଆ । ତାଙ୍କର ରାଙ୍କ୍ ରହିଛି ୭୬ । ସରକାରୀ କଲେଜରେ ଗଣିତ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିବା ପ୍ରଭାତୀ ପ୍ରଥମ ଥର ପାଇଁ ଓଏଏସ୍ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ଅଞ୍ଚଳରେ ତାଙ୍କ ଘର । ସେହିଭଳି ମାଓ ଉପଦ୍ରୁତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ସାଲିମି ଗାଁର ଝିଅ ସଂଧ୍ୟା ସମରଥା ପ୍ରଥମ ଥରରେ ଓଏଏସ୍ ପାଇଛନ୍ତି । ତାଙ୍କ ରାଙ୍କ୍ ହେଉଛି ୯୧ ।
ଲିଖିତି ଓ ମୌଖିକ ପରୀକ୍ଷା ଆଧାରରେ କାଟାଗୋରି ୧ ଓ ୨ ସେବା ପାଇଁ ଯୋଗ୍ୟ ବିବେଚିତ ୧୦୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଏସସି ବର୍ଗରୁ ୨୧, ଏସଟି ବର୍ଗରୁ ୨୧ ଏବଂ ଏସଇବିସି ବର୍ଗରୁ ୧୩ ଜଣ ଅଛନ୍ତି । ଓପିଏସ୍ ଦ୍ୱାରା ପରିଚାଳିତ ୨୦୧୭ ବର୍ଷ ପାଇଁ ସିଭିଲ୍ ସର୍ଭିସେସ୍ ପ୍ରିଲମିନାରୀ ପରୀକ୍ଷା ଚଳିତବର୍ଷ ଫେବୃଆରୀ ୧୮ ତାରିଖରେ ଅନୁଷ୍ଠିତ ହୋଇଥିଲା । ଜୁନ୍ ୨୫ରୁ ଜୁଲାଇ ୧୮ରେ ମେନ୍ ପରୀକ୍ଷା ହୋଇଥିଲା । ଡିସେମ୍ବର ୩ ରୁ ୧୨ ପର୍ଯ୍ୟନ୍ତ ହୋଇଥିଲା ମୌଖିକ ପରୀକ୍ଷା ।
Previous Post

ବିଶୃଙ୍ଖଳାକାରୀଙ୍କୁ ଛାଟ ଦେଖାଇଲେ ଅପରାଜିତା

Next Post

ଟିଆରପି ଖସୁଛି, ଓଟିଭି ଛାନିଆଁ

Next Post
ଟିଆରପି ଖସୁଛି, ଓଟିଭି ଛାନିଆଁ

ଟିଆରପି ଖସୁଛି, ଓଟିଭି ଛାନିଆଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA