Thursday, July 2, 2026 02:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜୟ ମହାପାତ୍ରଙ୍କୁ ବାସନ୍ଦ! କେନ୍ଦ୍ରାପଡ଼ା ବାଟ ଜଗିଲେ ଜିଲ୍ଲା ବିଜେପି ୟୁନିଟ୍

by Our Correspondent
20 Mar, 2019- 01:14 AM
in Latest News, News, Politics
1 min read
0
ବିଜୟ ମହାପାତ୍ରଙ୍କୁ ବାସନ୍ଦ! କେନ୍ଦ୍ରାପଡ଼ା ବାଟ ଜଗିଲେ ଜିଲ୍ଲା ବିଜେପି ୟୁନିଟ୍
କେନ୍ଦ୍ରାପଡ଼ା: ବିଜୟ ମହାପାତ୍ର ବିଜେପିକୁ ଫେରିବେ ନା ନାଇଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ମାତ୍ର ତାଙ୍କ ଫେରିବା କଥା ଶୁଣି ଚିହିଁକି ଉଠିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା । ଏତେ ରାଗ ଯେ ବିଜୟଙ୍କ ଉପରେ ମନଇଚ୍ଛା ବକି ଏକ ସଂକଳ୍ପ ପାରିତ କରିଛନ୍ତି । ସେଥିରେ ଲେଖାଯାଇଛି- ବିଶ୍ୱାସଘାତକମାନଙ୍କୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ । ଯେଉଁମାନେ ଦଳ ପ୍ରତି ସମ୍ପୂର୍ଣ୍ଣ ଅଙ୍ଗୀକାରବଦ୍ଧ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା, ରାଜ୍ୟ ଅଧ୍ୟକ୍ଷ ବସନ୍ତ ପଣ୍ଡା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱକୁ ସ୍ୱୀକାର କରନ୍ତି ସେମାନେ ଏପରି ଧୃତ, ଶଠ ଏବଂ ବେଇମାନୀ ନେତୃତ୍ୱକୁ ସ୍ୱୀକାର କରିବେ ନାହିଁ’ ।
ବିଜୟ ମହାପାତ୍ରଙ୍କ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନ ନେଇ ଗଣମାଧ୍ୟମରେ ପ୍ରବଳ ଚର୍ଚ୍ଚା ହେଉଛି । ନେତୃତ୍ୱ ସହ ତାଙ୍କର ବୁଝାମଣା ହୋଇଯାଇଛି ଏବଂ ଦିନେ ଦୁଇଦିନ ଭିତରେ ସେ ବିଜେପିକୁ କୁଆଡେ ଫେରିଆସିବେ । ତେବେ ତାଙ୍କର ସମ୍ଭାବ୍ୟ ଫେରନ୍ତାକୁ ବରଦାସ୍ତ କରିନାହାନ୍ତି ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା । ମଙ୍ଗଳବାର ଦିନ କେନ୍ଦ୍ରାପଡ଼ାସ୍ଥିତ ଗୋପଛକଠାରେ ଥିବା ବିଜେପି କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକରେ ସେମାନେ ଏକାଠି ହୋଇଥିଲେ । ବିଜୟଙ୍କୁ ମନଇଚ୍ଛା ଗାଳି କରିବା ପରେ ଦୁଇଫର୍ଦ୍ଦ କାଗଜରେ ସଂକଳ୍ପ ଲେଖାଯାଇଥିଲା ।
ବିଜୟଙ୍କ ନାଁ ନ ନେଇ ଦଳୀୟ ସଂକଳ୍ପରେ କୁହାଯାଇଛି- ଏକଦା ବିଜେପିର ତଥାକଥିତ ନେତୃସ୍ଥାନୀୟ ବ୍ୟକ୍ତିମାନେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷକଙ୍କୁ ଅପଦସ୍ଥ କରିଛନ୍ତି । ଦଳର ରାଜ୍ୟ ନେତୃତ୍ୱକୁ ଅଯୋଗ୍ୟ ଅପଦାର୍ଥ କରି ଚିତ୍ରିତ କରିବାର ଅପଚେଷ୍ଟା କରିଛନ୍ତି । ଏଭଳି ବିଶ୍ୱାସଘାତକ, ଦଳ ପ୍ରତି ଲାଂଛନା, ଦଳର ସର୍ବୋଚ୍ଚ ନେତାଙ୍କୁ ଅପମାନିତ କରିଥିବା ନେତା ଏବେ ଦଳର ବିଜୟ ସମ୍ଭାବନା ପରିପ୍ରେକ୍ଷୀରେ ସୁଯୋଗ କବଳିତ କରିବାର ଅପଚେଷ୍ଟାରେ ଅଛନ୍ତି । ନବୀନ ପଟ୍ଟନାୟକଙ୍କୁ ଘାଷ ତଳର ସାପ କହି ଏହି ଦଳକୁ ଆସିଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ ବାଣ୍ଟି ହୋଇ ଘାଷ ତଳର ସାପ ଏବଂ ପାଚିଲା ଫସଲର କାଳି ମୁଣ୍ଡି ପୋକ ଭୂମିକାରେ ବିଭାଜିତ ହୋଇ ବ୍ୟକ୍ତିଗତ ସ୍ୱାର୍ଥକୁ ପୂରଣ କରିବା ପାଇଁ ଉଦ୍ୟମ କରୁଛନ୍ତି । ଦଳ ଓ ନେତୃତ୍ୱ ପ୍ରତି ଅଙ୍ଗୀକାର ଥିବା କାର୍ଯ୍ୟକର୍ତ୍ତାମାନେ ଏଭଳି ବ୍ୟକ୍ତିଙ୍କୁ ପ୍ରତ୍ୟାଖ୍ୟାନ କରୁଛୁ । ଏହା ଆମର ଘୋଷଣା ।
Previous Post

ପୋଲ୍ ଆଇଜ୍ ସର୍ଭେ: ପୁଣି ବିଜେଡ଼ି ସରକାର, ୧୮ ଲୋକସଭା ଆସନ

Next Post

ହିଞ୍ଜିଳି ପାଇଁ ନବୀନଙ୍କ ନାମାଙ୍କନ, ଦିଲ୍ଲୀରେ ଛିଣ୍ଡୁନି ବିଜେପି ତାଲିକା

Next Post
ହିଞ୍ଜିଳି ପାଇଁ ନବୀନଙ୍କ ନାମାଙ୍କନ, ଦିଲ୍ଲୀରେ ଛିଣ୍ଡୁନି ବିଜେପି ତାଲିକା

ହିଞ୍ଜିଳି ପାଇଁ ନବୀନଙ୍କ ନାମାଙ୍କନ, ଦିଲ୍ଲୀରେ ଛିଣ୍ଡୁନି ବିଜେପି ତାଲିକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA