Monday, May 25, 2026 02:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଂଗ୍ରେସର ୩ ପ୍ରାର୍ଥୀ ବଦଳିଲେ, ପୃଥ୍ୱୀବଲ୍ଲଭଙ୍କ ଜାଗାରେ ପ୍ରଦୀପ ସାହୁ

by Our Correspondent
03 Apr, 2019- 07:29 PM
in Latest News, News, Politics
1 min read
0
କଂଗ୍ରେସର ୩ ପ୍ରାର୍ଥୀ ବଦଳିଲେ, ପୃଥ୍ୱୀବଲ୍ଲଭଙ୍କ ଜାଗାରେ ପ୍ରଦୀପ ସାହୁ
ଭୁବନେଶ୍ୱର: ସମ୍ବଲପୁର ଲୋକସଭା ଆସନ ସମେତ୯ଟି ବିଧାନସଭା ଆସନ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିଛି । ଏଥିରେ ପୂର୍ବରୁ ଘୋଷିତ ୩ ପ୍ରାର୍ଥୀଙ୍କୁ ବଦଳି କରାଯାଇଛି । ପୂର୍ବ ତାଲିକାରେ ବେଗୁନିଆ ଆସନରୁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ନାଁ ଆସିଥିଲା । ମାତ୍ର ପଟ୍ଟନାୟକ ପରିବାରର କେଁ ଭିତରେ ସେ ଓହରି ଆସିଛନ୍ତି । ପଟ୍ଟନାୟକ ବ୍ରଦର୍ସଙ୍କ ପୂର୍ବ ଯୋଜନା(!) ଅନୁଯାୟୀ ସେଠାରେ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ପ୍ରଦୀପ ହେଉଛନ୍ତି ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ । ଗତଥର ସେ ବେଗୁନିଆରୁ ଆମ ଓଡ଼ିଶାର ପ୍ରାର୍ଥୀ ହୋଇଥିଲେ ।
ସେହିଭଳି କଟକ ସଦର ଆସନରୁ ପୂର୍ବେ ରତ୍ନାକର ବେହେରାଙ୍କ ନାଁ ଘୋଷଣା ହୋଇଥିଲା । ତାଙ୍କୁ ବଦଳି କରାଯାଇ ଅଭିଷେକ ମହାନନ୍ଦଙ୍କୁ ସେହି ଆସନ ଦିଆଯାଇଛି । ସମ୍ବଲପୁରରେ ଅଶ୍ୱିନୀ କୁମାର ଗୁରୁଙ୍କୁ ବଦଳାଯାଇ ଭୀମସାର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ପ୍ରାର୍ଥୀ କରାଯାଇଛି ।
ଘଷିପୁରା ଆସନ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କ ନାଁ ଏହି ତାଲିକାରେ ସ୍ଥାନ ପାଇଛି । ଭୁବନେଶ୍ୱର ମଧ୍ୟ ଆସନରୁ ରାଜୀବ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ଭୁବନେଶ୍ୱର ଉତ୍ତର ଆସନରୁ ଇତିଶ୍ ପ୍ରଧାନ ହୋଇଛନ୍ତି ପ୍ରାର୍ଥୀ । ଜୟଦେବ ଆସନରୁ ସୁକାନ୍ତ ତିଆଡ଼ି ଭୋଇ, କଟକ ଚୌଦ୍ୱାରରୁ ଜଗଦୀଶ ମହାନ୍ତି, କଟକ ସଦରରୁ ଅଭିଷେକ ମହାନନ୍ଦ ଏବଂ ଚିଲିକାରୁ ପ୍ରଦୀପ ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି ।
ସମ୍ବଲପୁର ଲୋକସଭା ଆସନରୁ ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି ।
ପିପିଲିରୁ ପ୍ରାର୍ଥୀ ଘୋଷଣା ହୋଇଥିବା ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବହୁ ବିଳମ୍ବରେ ତାଙ୍କ ନାଁ ଘୋଷଣା ହୋଇଥିବାରୁ ପିସିସି ସଭାପତିଙ୍କ ଉପରେ ରାଗ ଝାଡ଼ିଛନ୍ତି ସେ । କଂଗ୍ରେସରେ କୋଟି କୋଟି ଟଙ୍କାରେ ଟିକେଟ ବିକ୍ରୀ ହୋଇଛ ବୋଲି ସେ ଅଭିଯୋଗ କରିଛନ୍ତି ।
Previous Post

ଅମରେଶଙ୍କ ଉପରେ ଭରସା କଲା ବିଜେଡ଼ି

Next Post

ନବୀନଙ୍କ ପ୍ରତିଶ୍ରୁତି: ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା

Next Post
ନବୀନଙ୍କ ପ୍ରତିଶ୍ରୁତି: ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା

ନବୀନଙ୍କ ପ୍ରତିଶ୍ରୁତି: ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA