Monday, May 25, 2026 01:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅମରେଶଙ୍କ ଉପରେ ଭରସା କଲା ବିଜେଡ଼ି

by Our Correspondent
03 Apr, 2019- 12:18 PM
in Latest News, News, Politics
1 min read
0
ଅମରେଶଙ୍କ ଉପରେ ଭରସା କଲା ବିଜେଡ଼ି
ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ରାଜ୍ୟ ଉପଦେଷ୍ଟା,ପୂର୍ବତନ କର୍ପୋରେଟର ତଥା ଟାଣୁଆ ଯୁବନେତା ଅମରେଶ(ବାଇଁଆ) ଜେନାଙ୍କ ଭରସାରେ ଭୁବନେଶ୍ୱର ଜିଲ୍ଲା ସଂଗଠନକୁ ଛଡ଼ାଯାଇଛି । ତାଙ୍କୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନ୍ୟତମ ଟାଣୁଆ ନେତା ସୁବାସ ପାତ୍ରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱର ତିନୋଟି ଯାକ ନିର୍ବାଚନମଣ୍ଡଳୀରେ ବିଜେଡ଼ିକୁ ଅଧିକ ସଂଗଠିତ କରିବା ସହ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ୁଥିବା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଚେକ୍ ଦେବେ ବାଇଁଆ । ଠିକଣା ସମୟରେ ବାଇଁଆଙ୍କ ହାତରେ ଏହି ଗୁରୁ ଦାୟିତ୍ୱ ଦେଇ ସୁପ୍ରିମୋ ବିଜେପି ଶିବିର ପାଇଁ ଟେନସନ୍ ବଢ଼ାଇଛନ୍ତି ।
ଭୁବନେଶ୍ୱରରେ ବାଇଁଆଙ୍କ ସଂଗଠନ ବେଶ୍ ମଜବୁତ ରହିଆସିଛି । ମାତ୍ର ତାଙ୍କୁ ଦଳରେ ଯେଭଳି ଗୁରୁତ୍ୱ ଦିଆଯିବା ସେଭଳି ଦିଆଯାଉ ନାହିଁ ବୋଲି ତାଙ୍କ ସମର୍ଥକମାନେ ଅଭିଯୋଗ କରି ଆସୁଥିଲେ । ଭୁବନେଶ୍ୱର ମଧ୍ୟ ଆସନରେ ପ୍ରାର୍ଥୀ ହୋଇଥିବା ପୂର୍ବତନ ମେୟର ଅନନ୍ତ ନାରାୟଣ(ବୁନୁ) ଜେନାଙ୍କ ସହ ତାଙ୍କର ମତଭେଦ ଥିବା ଚର୍ଚ୍ଚା ହେଉଥିଲା । ତେବେ ଏହାକୁ ଅଣଦେଖା କରି ଆସୁଥିଲେ ଦଳୀୟ ନେତୃତ୍ୱ । ନିର୍ବାଚନ ବେଳେ ଏବେ ଡେରିରେ ବୁଦ୍ଧି ପଶିଛି । ଭୁବନେଶ୍ୱରରେ ଦଳ ପାଇଁ ରହିଥିବା ଚାଲେଂଜକୁ ସାମନା କରିବାରେ ବାଇଁଆ ସମର୍ଥ ହେବେ ସେହି ବିଶ୍ୱାସରେ ତାଙ୍କୁ ସାମନାକୁ ଛଡ଼ାଯାଇଛି ।
ଇତିମଧ୍ୟରେ ଭୁବନେଶ୍ୱରରେ ବିଜେପିର ଶକ୍ତି ମଧ୍ୟ କମ ନାହିଁ । ମଧ୍ୟ ଆସନରୁ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ନିର୍ବାଚନମଣ୍ଡଳୀରେ ନିଜର ସ୍ଥିତିକୁ ବେଶ ସୁଦୃଢ଼ ରଖିଛନ୍ତି । ଏକାମ୍ର ଆସନରେ ଅମୀୟ ଦାଶ ମଧ୍ୟ ବିଜେପି ସଂଗଠନକୁ ସୁଦୃଢ଼ କରିଥିଲେ । ମାତ୍ର ତାଙ୍କୁ ଟିକେଟ ନ ମିଳିବା ଯୋଗୁଁ ସେଠାରେ ସ୍ଥିତି ବିଗିଡ଼ି ଯାଇଛି । ସେପଟେ ଉତ୍ତରରେ ଦିଲ୍ଲୀପ ମହାନ୍ତି ଓ ଯୁଗାଂଶୁ ପଣ୍ଡା ନିଜ ନିଜ ଶକ୍ତିରେ ବିଜେପି ସଂଗଠନକୁ ମଜବୁତ ରଖିଥିଲେ ମଧ୍ୟ ଅପରାଜିତା ମହାନ୍ତିଙ୍କୁ ଟିକେଟ ମିଳିଥିବାରୁ ଦଳ ଦୋହଲି ଯାଇଛି । ତେବେ ବିଜେପିର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଗୋଟିଚାଳନା ବିଜେଡ଼ି ପାଇଁ ଚାଲେଂଜ ଛିଡ଼ା କରାଇଛି । ବାଇଁଆଙ୍କ ନେତୃତ୍ୱରେ ବିଜେଡ଼ି ଜିଲ୍ଲା ସଂଗଠନ ଏହି ଚାଲେଂଜକୁ ସାମନା କରିପାରିବେ ବୋଲି ଦଳ ଭରସା କରିଛି ।
Previous Post

ଲକ୍ଷ୍ମୀପୁର ସଭାରେ ପୁଲିସକୁ ଧର୍ମେନ୍ଦ୍ରଙ୍କ ଗର୍ଜନ ତର୍ଜନ

Next Post

କଂଗ୍ରେସର ୩ ପ୍ରାର୍ଥୀ ବଦଳିଲେ, ପୃଥ୍ୱୀବଲ୍ଲଭଙ୍କ ଜାଗାରେ ପ୍ରଦୀପ ସାହୁ

Next Post
କଂଗ୍ରେସର ୩ ପ୍ରାର୍ଥୀ ବଦଳିଲେ, ପୃଥ୍ୱୀବଲ୍ଲଭଙ୍କ ଜାଗାରେ ପ୍ରଦୀପ ସାହୁ

କଂଗ୍ରେସର ୩ ପ୍ରାର୍ଥୀ ବଦଳିଲେ, ପୃଥ୍ୱୀବଲ୍ଲଭଙ୍କ ଜାଗାରେ ପ୍ରଦୀପ ସାହୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA