Monday, May 25, 2026 09:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୬୩ ଟି କେନ୍ଦ୍ରରେ ଭୋଟ ଗଣତି, ସମ୍ବଲପୁର ରେଜଲ୍ଟ ଆଗ

by Our Correspondent
21 May, 2019- 03:32 PM
in Latest News, News
1 min read
0
୬୩ ଟି କେନ୍ଦ୍ରରେ ଭୋଟ ଗଣତି, ସମ୍ବଲପୁର ରେଜଲ୍ଟ ଆଗ
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ୨୦୧୯ ନିର୍ବାଚନର ଭୋଟଗଣତି ୨୩ ତାରିଖ ସକାଳ ୮ଟାରୁ ଆରମ୍ଭ ହେବ । ୨୧ ଟି ଲୋକସଭା ଏବଂ ୧୪୬ ଟି ବିଧାନସଭା ଆସନର ଭୋଟ ୬୩ ଟି କେନ୍ଦ୍ରରେ ଏକ ସମୟରେ ଗଣତି କରାଯିବ । ୬,୭୦୦ ଏଥିରେ ନିଯୁକ୍ତ ହେବେ । ୨୩ ତାରିଖ ଭୋଟଗଣତି ସଂକ୍ରାନ୍ତରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।
ପ୍ରତି ଭୋଟଗଣତି କେନ୍ଦ୍ରରେ ବିଧାନସଭା ଆସନର ଭୋଟ ଗଣତି ପାଇଁ ଅନୁ୍ୟନ ୭ଟି ଟେବୁଲ ରହୁଥିବା ବେଳେ ଲୋକସଭା ଆସନର ଭୋଟ ଗଣତି ପାଇଁ ମଧ୍ୟ ୭ଟି ଟେବୁଲ୍ ର ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନଙ୍କ ଅନୁମତିକ୍ରମେ ଏଥର ଅଧିକ ଅର୍ଥାତ୍ ୨୪୬୨ ଟେବୁଲରେ ଗଣତି କରାଯିବ । ପ୍ରତି ଆସନ ପାଇଁ ହାରାହାରି ୪୦ ରାଉଣ୍ଡ ଗଣତି ହେବ । ସର୍ବନିମ୍ନ ୧୯ ରାଉଣ୍ଡରେ ସମ୍ବଲପୁର ବିଧାନସଭା ଆସନର ଗଣତି ସରିବାକୁ ଥିବା ବେଳେ ପାଟଣାଗଡ଼ ବିଧାନସଭା ପାଇଁ ସର୍ବାଧିକ ୪୯ ରାଉଣ୍ଡରେ ଗଣତି ହେବ । ତେଣୁ ସମ୍ବଲପୁର ବିଧାନସଭା ଆସନର ଫଳାଫଳ ଆଗ ମିଳିଯିବ ।
ପ୍ରତି ଗଣତି କେନ୍ଦ୍ରରେ ଜଣେ କାଉଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟଏବଂ ଜଣେ ମାଇକ୍ରୋ ଅବଜରଭର୍ ଙ୍କୁ ନିଯୁକ୍ତି ଦିଆଯିବ । ଅବାଧ ଓ ସ୍ୱଚ୍ଛ ଗଣତି ପାଂଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀ କୁମାର ସୂଚନା ଦେଇଛନ୍ତି ।
ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ ଭିଭିପାଟ୍ ଗଣତି କରାଯିବ । ଲକି ଡ୍ର ମାଧ୍ୟମରେ ପ୍ରତି ଆସନର ୫ଟି ବୁଥ୍ ରେ ଏହି ଭିଭିପାଟ୍ ଗଣତି ହେବ । ପ୍ରଥମେ ପୋଷ୍ଟାଲ୍ ବ୍ୟାଲେଟ୍ ପେପର ଗୁଡ଼ିକର ଗଣତି କରାଯିବ ।
ତେବେ ମକ ପୋଲ୍ ଭୋଟ ଅଡୁଆ ତୁଟିପାରିନାହିଁ । ଏଥର ମକ୍ ପୋଲ୍ ଭୋଟ ଇଭିଏମ୍ କଣ୍ଟ୍ରୋଲ୍ ୟୁନିଟ୍ ରେ ପୂର୍ବରୁ ରହି ଯାଇଥାଇ ପାରେ ବୋଲି ସିଇଓ ଆଶଙ୍କା କରିଛନ୍ତି । ପ୍ରକୃତ ଭୋଟ ଗଣତି ପୂର୍ବରୁ ମକ୍ ପୋଲ୍ କୁ ମେସିନ୍ କୁ ଡିଲିଟ୍ କରାଯାଏ । ପ୍ରିଜାଇଡିଂ ଅଫିସରଙ୍କର ଏହା କାମ । ମାତ୍ର ଯେଉଁଠି ପ୍ରିଜାଇଡିଂ ଅଫିସର ମକ୍ ପୋଲ୍ ଡିଲିଟ୍ କରି ନ ଥିବେ, ସେଠି ତ୍ରୁଟି ଦେଖାଦେବ । ସେଭଳି କ୍ଷେତ୍ରରେ କ’ଣ କରାଯିବ ତାହା ନିର୍ବାଚନ କମିଶନର ନିଷ୍ପତ୍ତି କରିବେ । କୋ÷ଣସି ପ୍ରାର୍ଥୀ ଚାହିଁଲେ ଭିଭିପାଟ୍ ଗଣତି କରାଯିବ । ଧାରା ୫୬(ଘ) ଅନୁଯାୟୀ, ଗଣତି ପାଇଁ ରିଟର୍ଣ୍ଣିଂ ଅଫିସର ନିଷ୍ପତ୍ତି ନେବେ ବୋଲି ଶ୍ରୀ କୁମାର କହିଛନ୍ତି ।
Previous Post

ମାଟ୍ରିକ୍ ପାସ୍ ହାର ୭୦.୭୮%, ୮୨ଟି ସ୍କୁଲର ରେଜଲ୍ଟ ଶୂନ

Next Post

ଆଗୁଆ ହାତ ଟେକିଦେଲେ ନିରଞ୍ଜନ

Next Post
ଆଗୁଆ ହାତ ଟେକିଦେଲେ ନିରଞ୍ଜନ

ଆଗୁଆ ହାତ ଟେକିଦେଲେ ନିରଞ୍ଜନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA