Wednesday, May 6, 2026 11:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ

by Our Correspondent
30 May, 2019- 04:47 PM
in Latest News, News, Politics
1 min read
0
ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ସରକାରରେ ଓଡ଼ିଶାରୁ ନୂଆମୁହଁ ଭାବେ ଚର୍ଚ୍ଚିତ ଚେହେରା ପ୍ରତାପ ଷଡ଼ଙ୍ଗୀ ସାମିଲ ହେବାକୁ ଯାଉଛନ୍ତି । ମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଫୋନ୍ ଯାଇଥିବା ସୂଚନା ମିଳିଛି । ପୂର୍ବରୁ ମୋଦି ସରକାରରେ ଟାଣୁଆ ମନ୍ତ୍ରୀ ରହିଥିବା ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମନ୍ତ୍ରୀ ହେବାକୁ ଫୋନ୍ କଲ ପାଇଛନ୍ତି । ତେଣୁ ବର୍ତ୍ତମାନ ସୁଦ୍ଧା ମିଳୁଥିବା ସୂଚନା ଅନୁଯାୟୀ, ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ହିଁ ମୋଦିଙ୍କ ନୂଆ ଟିମ୍ ରେ ସାମିଲ ହେବାକୁ ଯାଉଛନ୍ତି ।
ଗତଥର ଓଡ଼ିଶାର ସୁନ୍ଦରଗଡ଼ ଆସନ ଜିତିଥିବା ବିଜେପିର ଏକମାତ୍ର ସାଂସଦ ଜୁଏଲ୍ ଓରାମ୍ ଙ୍କୁ ମୋଦି ତାଙ୍କ ମନ୍ତ୍ରୀମଣ୍ଡଳରେ ନେଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ରାଜ୍ୟସଭାକୁ ଯାଇ କେନ୍ଦ୍ର ମନ୍ତ୍ରୀଣ୍ଡଳରେ ସ୍ଥାନ ପାଇଥିଲେ । ଚଳିତ ନିର୍ବାଚନରେ ବିଜେପି ଓଡ଼ିଶାରୁ ୮ ଟି ଆସନ ନେଇଥିବାରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡ଼ିଶାର ପ୍ରତିନିଧିତ୍ୱ ଅଧିକ ହେବ ବୋଲି ଚର୍ଚ୍ଚା ହେଉଥିଲା । ଓଡ଼ିଶାରୁ ୩ ଜଣ ମନ୍ତ୍ରୀ ପଦ ପାଇବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଧର୍ମେନ୍ଦ୍ର ଓ ଜୁଏଲ୍ ତାଙ୍କ ପଦ ବଜାୟ ରଖିବେ ଏବଂ ନୂଆ ମନ୍ତ୍ରୀ ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଚର୍ଚ୍ଚା ହୋଇଥିଲା । କେନ୍ଦ୍ରାପଡ଼ାରୁ ହାରିଥିବା ବୈଜୟନ୍ତ ପଣ୍ଡାଙ୍କ ନାଁକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା କରିଥିଲେ ।
ତେବେ ଶେଷ ସୂଚନା ଅନୁଯାୟୀ ଓଡ଼ିଶାରୁ କେବଳ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରୀ ହେବେ । ମଧ୍ୟପ୍ରଦେଶରୁ ଧର୍ମେନ୍ଦ୍ର ରାଜ୍ୟସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀ ହେଉଥିବା ବେଳେ ଓଡ଼ିଶାରୁ ନିର୍ବାଚିତ ଏକମାତ୍ର ପ୍ରତାପ ଷଡ଼ଙ୍ଗୀ ହେବେ ମନ୍ତ୍ରୀ । ଜୁଏଲ୍ ଓରାମ୍ ଙ୍କ ପାଖକୁ ଫୋନ୍ ଯାଇ ନ ଥିବାରୁ ତାଙ୍କୁ ବାଦ୍ ଦିଆଯାଉଥିବା ଜଣାପଡ଼ିଛି । ତେବେ ଶେଷ ମୁହୁର୍ତ୍ତରେ ଆଉ କିଏ ଯୋଡି ହେବେ ନା ନାହିଁ ତାହାକୁ ଅପେକ୍ଷା କରାଯାଇଛି । ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ତାଙ୍କ ବାସଭବନରେ ଚା’ ପାର୍ଟିରେ ଭେଟି ପ୍ରଧାନମନ୍ତ୍ରୀ ଏବେ ଆଲୋଚନା କରୁଥିବା ବେଳେ ସଂଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।
Previous Post

ସମସ୍ତଙ୍କ ଆକର୍ଷଣରେ ପ୍ରତାପ ଷଡ଼ଙ୍ଗୀ

Next Post

ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ

Next Post
ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ

ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA