Thursday, May 7, 2026 12:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ

by Our Correspondent
30 May, 2019- 09:43 PM
in Latest News, News
1 min read
0
ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ
– ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି
– ୨୪ କ୍ୟାବିନେଟ୍, ୯ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ), ୨୪ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥ
– ନମ୍ବର ଥ୍ରି ଅମିତ୍ ଶାହା
– ନୂଆ ଟିମ୍ ରେ ୬ ମହିଳା
– ମୋଦିଙ୍କ ବିିଶ୍ୱାସ ଜିଣିଲେ ପ୍ରତାପ ଷଡ଼ଙ୍ଗୀ
ନୂଆଦିଲ୍ଲୀ: ଲଗାତର ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶ ବିଦେଶର ବହୁ ମାନ୍ୟଗଣ୍ୟ ଅତିଥିଙ୍କ ସମେତ ପ୍ରାୟ ୮ ହଜାର ବ୍ୟକ୍ତିଙ୍କ ଉପସ୍ଥିତିରେ ମୋଦି ତାଙ୍କର ଦ୍ୱିତୀୟ ପାଳି ଶାସନ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୋଦିଙ୍କ ଟିମ୍ ରେ ୨୪ କ୍ୟାବିନେଟ୍ ମନ୍ତ୍ରୀ, ୯ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଏବଂ ୨୪ ରାଷ୍ଟ୍ରମନ୍ତ୍ରୀ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ।
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କୁ ଏଥର ମୋଦିଙ୍କ ଟିମ୍ (ସରକାର)ରେ ଦେଖିବାକୁ ମିଳିଛି । ରାଜନାଥ ସିଂଙ୍କ ପରେ ତାଙ୍କ ନାଁ ରହିଛି । ଅରୁଣ ଜେଟଲୀ ଓ ସୁଷମା ସ୍ୱରାଜ୍ ଙ୍କ ଭଳି ହେଭିୱେଟ୍ ନିଜ ଇଚ୍ଛାରେ ମନ୍ତ୍ରୀପଦରୁ ଓହରିଯାଇଛନ୍ତି । ପୂର୍ବତନ ବୈଦେଶିକ ସଚିବ ଏସ. ଜୟଶଙ୍କରଙ୍କୁ ମୋଦି ତାଙ୍କ କ୍ୟାବିନେଟ୍ ରେ ସାମିଲ କରିଛନ୍ତି । ମୋଦିଙ୍କ ତାଙ୍କ ଟିମ୍ ରେ ୬ ମହିଳାଙ୍କୁ ସ୍ଥାନ ଦେଇଛନ୍ତି । ଓଡ଼ିଶାର ୨ ମୁହଁ ହୋଇଛନ୍ତି ମୋଦିଙ୍କ ପ୍ରିୟ । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବଭଳି କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ପ୍ରଥମ ଥର ପାଇଁ ବାଲେଶ୍ୱର ଆସନରୁ ସାଂସଦ ହୋଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି । ମୋଦିଙ୍କ ପୁରୁଣା ଟିମ୍ ରେ ଥିବା ଜୁଏଲ୍ ଓରାମ୍ ଏଥର ବାଦ ପଡ଼ିଛନ୍ତି ।

 

ମୋଦି ଟିମ୍

ନରେନ୍ଦ୍ର ମୋଦି- ପ୍ରଧାନମନ୍ତ୍ରୀ
କ୍ୟାବିନେଟ୍ ମନ୍ତ୍ରୀ
୧.ରାଜନାଥ ସିଂ
୨.ଅମିତ୍ ଶାହା
୩.ନୀତିନ୍ ଗଡ଼କରୀ
୪.ଡି. ସଦାନନ୍ଦ ଗୌଡ଼ା
୫. ଶ୍ରୀମତୀ ନିର୍ମଳା ସୀତାରମଣ
୬.ରାମବିଳାସ ପାଶ୍ୱାନ୍
୭.ନରେନ୍ଦ୍ର ସିଂ ତୋମାର
୮.ରବିଶଙ୍କର ପ୍ରସାଦ
୯.ଶ୍ରୀମତୀ ହରସିମ୍ରତ କୌର ବାଦଲ
୧୦. ଧୱରଚନ୍ଦ୍ର ଗେହଲଟ
୧୧.ସୁବ୍ରମଣ୍ୟମ ଜୟଶଙ୍କର
୧୨.ରମେଶ କୌଟିଆଲ ନିଶଙ୍କ
୧୩.ଅର୍ଜୁନ ମୁଣ୍ଡା
୧୪.ଶ୍ରୀମତୀ ସ୍ମୃତି ଇରାନୀ
୧୫. ଡକ୍ଟର ହର୍ଷ ବର୍ଦ୍ଧନ
୧୬.ପ୍ରକାଶ ଜାଭେଦକର
୧୭.ପିୟୁଷ ଗୋଏଲ
୧୮.ଧର୍ମେନ୍ଦ୍ର ପ୍ରଧାନ
୧୯.ମୁକ୍ତାର ଆବାସ ନକଭି
୨୦.ପ୍ରହଲ୍ଲାଦ ଯୋଶୀ
୨୧.ମହେନ୍ଦ୍ର ନାଥ ପାଣ୍ଡେ
୨୨.ଅରବିନ୍ଦ ଗଣପତ ସାୱନ୍ତ
୨୩.ଗିରିରାଜ ସିଂହ
୨୪.ଗଜେନ୍ଦ୍ର ସିଂହ ଶେଖାୱତ୍
ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ)
୧.ସନ୍ତୋଷ କୁମାର ଗଙ୍ଗୱାର୍
୨.ରାଓ ଇନ୍ଦ୍ରଜିତ ସିଂହ
୩.ଶ୍ରୀପଦ ନାଏକ
୪.ଡ. ଜିତେନ୍ଦ୍ର ସିଂହ
୫.କିରେଣ ରିଜଜୁ
୬.ପ୍ରହଲ୍ଲାଦ ସିଂହ ପଟେଲ
୭.ରାଜକୁମାର ସିଂହ
୮.ହରଦୀପ ସିଂହ ପୁରୀ
୯.ମନସୁଖ ମାଣ୍ଡଭ୍ୟ
ରାଷ୍ଟ୍ରମନ୍ତ୍ରୀ
୧.ପବନ ସିଂ କୁଳସ୍ତେ
୨.ଅଶ୍ୱିନୀ ଚୌବେ
୩.ଅର୍ଜୁନ ରାମ ମେଘୱାଲ୍
୪.ଜେନେରାଲ ବି.କେ.ସିଂହ
୫.କିଷାନ ପାଲ ଗୁଜର
୬.ରାଓସାହେବ ରାଜରାମ ଦାନବେ
୭.ଜି.କିଷାନ ରେଡ୍ଡୀ
୮.ପୁରୁଷୋତ୍ତମ ରୂପାଲା
୯.ରାମଦାସ ଅଠାୱାଲେ
୧୦.ସ୍ୱାଧୀ ନିରଂଜନ ଜ୍ୟୋତି
୧୧.ବାବୁଲ ସୁପ୍ରିୟୋ
୧୨. ସଞ୍ଜୀବ ବାଲ୍ୟାନ୍
୧୩. ସଞ୍ଜୟ ଧୋତ୍ରେ ଶ୍ୟାମରାଓ
୧୪.ଅନୁରାଗ ସିଂ ଠାକୁର
୧୫.ଅଙ୍ଗାଦି ସୁରେଶ
୧୬.ନିତ୍ୟାନନ୍ଦ ରାୟ
୧୭.ରତନ ଲାଲ କଟରିଆ
୧୮.ବି.ମୁରଲୀଧରନ୍
୧୯.ଶ୍ରୀମତୀ ରେଣୁକା ସିଂ
୨୦.ସୋମ ପ୍ରକାଶ
୨୧. ରାମେଶ୍ୱର ତେଲି
୨୨. ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
୨୩.କୈଳାଶ ଚୌଧୁରୀ
୨୪.ଶ୍ରୀମତୀ ଦେବଶ୍ରୀ ଚୌଧୁରୀ
Previous Post

ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ

Next Post

ବିଜେପୁର ପାଇଁ ବଡ଼ ପ୍ୟାକେଜ୍

Next Post
ବିଜେପୁର ପାଇଁ ବଡ଼ ପ୍ୟାକେଜ୍

ବିଜେପୁର ପାଇଁ ବଡ଼ ପ୍ୟାକେଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA