ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସରସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ଦୁଇଜଣ ଡିଜିପି ପାହ୍ୟାର ଅଫିସରଙ୍କ ସହ ୬ ଅତିରିକ୍ତ ଡିଜିପି, ଦୁଇଜଣ ଆଇଜି ଏବଂ ତିନିଜଣ ଡିଆଇଜି ପାହ୍ୟା ଅଫିସରଙ୍କ ବଦଳି ହୋଇଛି । ୫ ଏସପିଙ୍କର ମଧ୍ୟ ବଦଳି ହୋଇଛି । ଅପରେସନ୍ ଦାୟିତ୍ୱରେ ଥିବା ଏଡିଜି ଅମିତାଭ ଠାକୁରଙ୍କୁ ପରିବହନ କମିସନର ଭାବେ ନିଯୁକ୍ତି ମିଳିଛି ।
ଏ.ଏମ୍. ପ୍ରସାଦ- ସ୍ୱତନ୍ତ୍ର ଡିଜିି, ଏଆରପିସି
ସୁଧାଂଶୁ ଷଡ଼ଙ୍ଗୀ- ଡିଜି, ଅଗ୍ନିଶମ ଓ ହୋମଗାର୍ଡ
ରାଧାକୃଷ୍ଣ ଶର୍ମା- ଏଡିଜି, ହେଡକ୍ୱାର୍ଟର
ସଂଜୟ କୁମାର- ଏଡିଜି, ଆଇନଶୃଙ୍ଖଳା ଓ କମୁ୍ୟନିକେସନ
ଅମିତାଭ ଠାକୁର- ପରିବହନ କମିସନର
ଏସ୍.ଦେବଦତ୍ତ ସିଂହ- ଏଡିଜି, ଅପରେସନ୍
ଦୟାଲ୍ ଗଙ୍ଗୱାର୍- ଏଡିଜି, ରେଲୱେ ଓ ତଟସୁରକ୍ଷା
ରାଜେଶ କୁମାର- ଏଡିଜି, ଆଧୁନିକୀକରଣ
ନରସିଂହ ଭୋଳ- ଅବକାରୀ କମିସନର
ଆଶିଷ ସିଂହ- କେନ୍ଦ୍ରାଞ୍ଚଳ ଆଇଜି
ରାଜେଶ ପଣ୍ଡିତ- ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି
ଅଖିଳେଶ୍ୱର ସିଂହ- ଡିଆଇଜି, ଏସଆଇଡବ୍ଲୁ
ସି.ଏସ.ମୀନା- ଦକ୍ଷିଣାଞ୍ଚଳ ଡିଆଇଜି, କୋରାପୁଟ
ମିତ୍ରଭାନୁ ମହାପାତ୍ର- ଏସପି, ରାଉରକେଲା
ବି.ଗଙ୍ଗାଧର- ଏସପି, ମୟୁରଭଞ୍ଜ
ମୁକେଶ କୁମାର ଭାମୁ- ଏସପି, ସମ୍ବଲପୁର
କୁସଲକର ନୀତୀନ ଡଗଡୁ- ଏସପି,କେନ୍ଦୁଝର
ଖିଲାରି ରିଷିକେଶ ଦ୍ୟାନଦେଓ- ଏସପି, ବଲାଙ୍ଗୀର