Tuesday, May 13, 2025 08:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏଏସଓ ମେରିଟ୍ ଲିଷ୍ଟ୍ ଖାରଜ

ମୋଟ ମାର୍କ ଆଧାରରେ ସାନି ତାଲିକା ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

by Our Correspondent
19 May, 2023- 12:48 PM
in Latest News, News
1 min read
0
ଏଏସଓ ମେରିଟ୍ ଲିଷ୍ଟ୍ ଖାରଜ

କଟକ: ଓଡିଶା ପବ୍ଲିକ୍ ସର୍ଭିସ୍ କମିସନଙ୍କ ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର(ଏଏସଓ) ପରୀକ୍ଷାର ମେରିଟ୍ ଲିଷ୍ଟକୁ ଓଡିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି । ଲିଖିତ ପରୀକ୍ଷାର ମୋଟ୍ ମାର୍କ(ଏଗ୍ରିଗେଟ୍) ଆଧାରରେ ସାନି ମେରିଟ୍ ଲିଷ୍ଟ୍ ୨ ମାସ ମଧ୍ୟରେ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗତବର୍ଷ ଅଗଷ୍ଟ ୨୭ ତାରିଖରେ ୭୯୬ ଟି ଏଏସଓ(ଗ୍ରୁପ୍-ବି ସର୍ଭିସ୍) ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୭ ତାରିଖରେ ଏହାର ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇଥିଲା । ତେବେ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ କିଛି ନିରାଶ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ସେମାନଙ୍କ ଆବେଦନକୁ ଗ୍ରହଣ କରିବା ସହ ନିଯୁକ୍ତି ଉପରେ ରୋକ୍ ଲଗାଇଥିଲେ ।

ହାଇକୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା । ଶୁଣାଣି ବେଳେ ପ୍ରତି ବିଷୟରେ ଯୋଗ୍ୟତା ନମ୍ବର ନିର୍ଦ୍ଧାରଣକୁ ନେଇ ଆପତ୍ତି ଉଠାଯାଇଥିଲା । ଓଡିଶା ସେକ୍ରେଟାରିଏଟ୍ ସର୍ଭିସ୍ ରିକ୍ରୁଟମେଣ୍ଟ୍ ରୁଲ୍ ରେ ଏଭଳି ନିୟମ ନ ଥିଲା ବେଳେ ଏହି ଆଧାରରେ ଓପିଏସସିର ଚୟନ ପ୍ରକ୍ରିୟାର ବୈଧତାକୁ ହାଇକୋର୍ଟ ପ୍ରଶ୍ନ କରିଥିଲେ । ଆଜି ମାମଲାର ଶୁଣାଣି କରି ଓପିଏସସିର ମେରିଟ୍ ଲିଷ୍ଟକୁ ଖାରଜ କରିଦେଇଛନ୍ତି । ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହାଇକୋର୍ଟଙ୍କ ରାୟ ଉପରେ ଓପିଏସସି ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ । ତେବେ ସର୍ବୋଚ୍ଚ ଅଦାଲତରେ ଏହାକୁ ଚାଲେଂଜ କରାଯାଇପାରେ ବୋଲି ସୂଚନା ମିଳିଛି ।

ସୂଚନାଥାଉକି, ୨୦୨୨ ରେ ଅନୁଷ୍ଠିତ ଏହି ଏଏସଓ ପରୀକ୍ଷା ୪ ଲକ୍ଷରୁ ଅଧିକ ଆଶାୟୀ ଦେଇଥିଲେ ।

Previous Post

ଅମିତାଭ ଠାକୁର ନୂଆ ପରିବହନ କମିସନର

Next Post

ବଜାରରୁ ହଟିଯିବ ୨୦୦୦ ଟଙ୍କିଆ ନୋଟ୍

Next Post
ବଜାରରୁ ହଟିଯିବ ୨୦୦୦ ଟଙ୍କିଆ ନୋଟ୍

ବଜାରରୁ ହଟିଯିବ ୨୦୦୦ ଟଙ୍କିଆ ନୋଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA