Sunday, June 15, 2025 01:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଦିତ୍ୟ L1 ର ସଫଳ ଉତକ୍ଷେପଣ

ସୌର ଅଭିଯାନରେ ଭାରତର ଇତିହାସ

by Our Correspondent
02 Sep, 2023- 01:28 PM
in Latest News, News, Science
1 min read
0
ଆଦିତ୍ୟ L1 ର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ସୌର ଅଭିଯାନରେ ଭାରତ ଇତିହାସ ରଚିଛି । ସୂର୍ଯ୍ୟ ଅଭିମୁଖେ ଯାତ୍ରା କରିଛି ଆଦିତ୍ୟ-ଏଲ୍ ୧ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଦିନ ୧୧ଟା ୫୦ ମିନିଟରେ ଏହା ସଫଳତାର ସହ ଉତକ୍ଷେପଣ ହୋଇଛି । PSLV C57 ରକେଟରେ ଏହା ମହାକାଶକୁ ପ୍ରେରଣ କରାଯାଇଛି । ଉତକ୍ଷେପଣର ୧ ଘଣ୍ଟା ପରେ ନିର୍ଦ୍ଧାରିତ କକ୍ଷପଥରେ ଆଦିତ୍ୟ-ଏଲ୍ ୧ ସ୍ଥାପିତ ହୋଇଥିବା ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ସୂଚନା ଦେଇଛନ୍ତି ।

ପୃଥିବୀଠାରୁ ସୂର୍ଯ୍ୟର ଦୂରତା ୧୫ କୋଟି କିଲୋମିଟର ହୋଇଥିଲେ ମଧ୍ୟ ଆଦିତ୍ୟ-ଏଲ୍ ୧ ସମୁଦାୟ ୧୫ ଲକ୍ଷ କିଲୋମିଟର ଯାତ୍ରା କରିବ । ଲକ୍ଷ୍ୟସ୍ଥଳ ଏଲ୍ ୧ ବା ଲାଗ୍ରାଞ୍ଜ ପଏଣ୍ଟ୍-୧ ରେ ପହଞ୍ଚିବାକୁ ତାକୁ ୪ ମାସ(୧୨୭ ଦିନ) ସମୟ ଲାଗିବ । ସେଠାରେ ଏହି ମହାକାଶ ଯାନକୁ ଅବସ୍ଥାପିତ କରି ତାହା ଜରିଆରେ ଇସ୍ରୋ ସୂର୍ଯ୍ୟର ଫଟୋସ୍ପିୟର, କ୍ରୋମୋସ୍ପିୟର, ବାହ୍ୟସ୍ତର କରୋନା ତଥା ସୌର ବାୟୁ ଉପରେ ଅନୁଧ୍ୟାନ କରି ତଥ୍ୟ ହାସଲ କରିବ ।

ପ୍ରଥମ ପର୍ଯ୍ୟାୟରେ ଏହି ମହାକାଶ ଯାନ ଆଦିତ୍ୟ-ଏଲ୍ ୧କୁ ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ କକ୍ଷପଥରେ ପରିବର୍ତ୍ତନ କରାଯିବ । ଶେଷରେ ଏହାକୁ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ଥିବା ସୂର୍ଯ୍ୟ-ପୃଥିବୀ ସିଷ୍ଟମର ଲାଗ୍ରାଞ୍ଜ ପଏଣ୍ଟ(ଏଲ୍ ୧) ପାଖରେ ହାଲୋ ଅର୍ବିଟରେ ସ୍ଥାପନ କରାଯିବ । ଏଲ୍ ୧ ପଏଣ୍ଟରେ ଗୋଟିଏ ମହାକାଶ ଯାନ ରହିବାର ସୁବିଧା ଏୟା ଯେ ଏହା କୌଣସି ଗ୍ରହଣ ଆଦିର ପ୍ରତିବନ୍ଧକ ବିନା ସୌର କାର୍ଯ୍ୟକଳାପ ଉପରେ ନିରନ୍ତର ଅନୁଧ୍ୟାନ କରିପାରିବ ।

ଆଦିତ୍ୟ-ଏଲ୍ ୧ ମହାକାଶ ଯାନରେ ୭ଟି ପେଲୋଡ ରହିଛି । ସେଥିରୁ ୪ଟି ପେଲୋଡ ସୂର୍ଯ୍ୟ ଉପରେ ଅନୁଧ୍ୟାନ କରିବାକୁ ଥିବା ବେଳେ ୩ଟି ପେଲୋଡ୍ ଲାଗ୍ରାଞ୍ଜ ପଏଣ୍ଟ ଏଲ୍ ୧ ଉପରେ ପରୀକ୍ଷା ନିରୀକ୍ଷା କରିବ ।

ଭାରତର ଚନ୍ଦ୍ରଯାନ-୩ ର ସଫଳତା ପରେ ପରେ ଏବେ ସୂର୍ଯ୍ୟ ଅଭିଯାନ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଏହା ହେଉଛି ପ୍ରଥମ ସୌର ମିସନ । ଏହି ସୌରଯାନ ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।

 

Previous Post

ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବେ ଏସସି/ଏସଟି ପିଲା

Next Post

ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା

Next Post
ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା

ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA