Saturday, May 9, 2026 09:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୩୫ ସାଂଗଠନିକ ଜିଲ୍ଲାରେ କଂଗ୍ରେସ ସଭାପତି ନିଯୁକ୍ତି

by Our Correspondent
26 Sep, 2025- 11:16 PM
in Latest News, News, Politics
1 min read
0
୩୫ ସାଂଗଠନିକ ଜିଲ୍ଲାରେ କଂଗ୍ରେସ ସଭାପତି ନିଯୁକ୍ତି

ଭୁବନେଶ୍ୱର: ଏଆଇସିସି ସଭାପତି ମାଲ୍ଲିକାର୍ଜୁନ ଖଡଗେ ଓଡ଼ିଶାର ସମସ୍ତ ୩୫ଟି ସାଂଗଠନିକ ଜିଲ୍ଲା କଂଗ୍ରେସ କମିଟିର ସଭାପତିଙ୍କ ନିଯୁକ୍ତି ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁମୋଦନ କରିଛନ୍ତି ଏବଂ ସେମାନଙ୍କ ନାମ ତାଲିକା ପ୍ରକାଶ କରିଛନ୍ତି।

ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ଜିଲ୍ଲାରେ ନିଯୁକ୍ତ ଏଆଇସିସି ପର୍ଯ୍ୟବେକ୍ଷକମାନେ ବିସ୍ତୃତ ସମୀକ୍ଷା କରିଥିଲେ, ଦଳୀୟ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହିତ ଜଡିତ ଥିଲେ ଏବଂ ସେମାନଙ୍କର ବ୍ୟାପକ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟଗୁଡ଼ିକ ଦାଖଲ ପରେ, ପ୍ରତ୍ୟେକ ପର୍ଯ୍ୟବେକ୍ଷକଙ୍କ ସହିତ ଏବଂ ବରିଷ୍ଠ ନେତାମାନଙ୍କ ସହିତ ବ୍ୟକ୍ତିଗତ ଆଲୋଚନା କରାଯାଇଥିଲା। ତଦନୁଯାୟୀ ୩୫ଟି ସାଂଗଠନିକ ଜିଲ୍ଲା ସଭାପତି ପାଇଁ ୩୫ ଜଣଙ୍କୁ ଜିଲ୍ଲା ସଭାପତି ଭାବେ ଚୟନ କରାଯାଇ ତାଙ୍କ ନାମ ତାଲିକା ଘୋଷଣା କରାଯାଇଛି। ସଂଗଠନ ସୃଜନ ଅଭିଯାନର ଏକ ଅଂଶ ଭାବରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ଏଆଇସିସି ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ କେ ସି ବେଣୁଗୋପାଳଙ୍କ ଦସ୍ତଖତ ରେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ ପାଇଛି।

ସେମାନେ ହେଲେ ଅନୁଗୁଳ – ସୁନୀଲ ପ୍ରଧାନ, ବାଲେଶ୍ଵର – ସତ୍ୟ ଶିବ ଦାସ, ବରଗଡ଼ – ହରଦିପ ସିଂ, ଭଦ୍ରକ – ନଳିନୀ କାନ୍ତ ମହାନ୍ତି, ଭୁବନେଶ୍ୱର – ପ୍ରକାଶ ଚନ୍ଦ୍ର ଜେନା, ବଲାଙ୍ଗୀର – ଅନିଲ ମେହେର, ବୌଦ୍ଧ – ବିନ୍ଧ୍ୟା ବିନି ସାହୁ, କଟକ – ପ୍ରଦୀପ୍ତ କୁମାର ଦାସ, କଟକ ସହର – ଗିରିବାଲା ବେହେରା, ଦେବଗଡ଼ – ସେମ ହେମ୍ରମ, ଢେଙ୍କାନାଳ – ଛବିନ୍ଦ୍ର ବିଶ୍ଵାଳ, ଗଜପତି – ଦାଶରଥି ଗୋମାଙ୍ଗୋ, ଗଞ୍ଜାମ ପୂର୍ବ – ରଶ୍ମୀ ରଂଜନ ପଟ୍ଟନାୟକ, ଗଞ୍ଜାମ ପଶ୍ଚିମ – ରମେଶ ଚନ୍ଦ୍ର ଜେନା, ଜଗସିଂହପୁର – ଦେବପ୍ରସାଦ ନାୟକ, ଯାଜପୁର – ମାଗୁଣି ବଟକୃଷ୍ଣ ଜେନା, ଝାରସୁଗୁଡ଼ା – ଜୀବନ ସାର୍ଥକ ଦାସ, କଳାହାଣ୍ଡି – ଜଳନ୍ଧର ନାୟକ, କନ୍ଧମାଳ – ଚନ୍ଦ୍ର ଶେଖର ପରିଡ଼ା, କେନ୍ଦ୍ରାପଡ଼ା – ଦେବସ୍ମିତା ଶର୍ମା, କେଉଁଝର – ମନୋଜ କୁମାର ଜେନା, ଖୋର୍ଦ୍ଧା – ରାଜୀବ କୁମାର ପଟ୍ଟନାୟକ, କୋରାପୁଟ – ରୂପକ ତୁରୁକ୍, ମାଲକାନଗିରି – ଜି ଶ୍ରୀନିବାସ ରାଓ, ମୟୂରଭଞ୍ଜ ପୂର୍ବ – ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ, ମୟୂରଭଞ୍ଜ ପଶ୍ଚିମ – ଭୂବନ ବିହାରୀ ସାହୁ, ନବରଙ୍ଗପୁର – ଲିପିକା ମାଝୀ, ନୟାଗଡ଼ – ରଞ୍ଜିତ ଦାସ, ନୁଆପଡା – ଘାସୀ ରାମ ମାଝୀ, ପୁରୀ – ରାଜେଶ କୁମାର ମିଶ୍ର, ରାୟଗଡା – ଆପାଲା ସ୍ୱାମୀ କାଡ୍ରାକା, ରାଉରକେଲା – ସବୀର ହୁସେନ୍, ସମ୍ବଲପୁର – ଅମିତ କୁମାର ଗୁରୁ, ସୁବର୍ଣ୍ଣପୁର – ବିନୋଦ ପାତ୍ର ଓ ସୁନ୍ଦରଗଡ – ନିର୍ମଳ ଚାନ୍ଦ ନାୟକ।

Previous Post

ପ୍ରିୟାଂଶୁ ପାଲ୍ ଓଏଏସ୍ ଟପର୍

Next Post

ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି

Next Post
ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି

ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA