ଭୁବନେଶ୍ୱର: ଓପିଏସସି ପରିଚାଳିତ ୨୦୨୩ ମସିହାର ଓଡ଼ିଶା ପ୍ରଶାସନିକ ସେବା(ଓସିଏସ୍) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୩୯୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୪ ଜଣ ହେଉଛନ୍ତି ମହିଳା । ଅନୁଗୁଳର ପ୍ରିୟାଂଶୁ ପାଲ୍ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଚତୁର୍ଥ ପ୍ରୟାସରେ ସେ ଏହି ସଫଳତା ପାଇଛନ୍ତି । ଟପ୍ ଟେନ୍ ତାଲିକାରେ ଜଣେ ମହିଳା ଅଛନ୍ତି ।
ଏପ୍ରିଲ ୧୯,୨୦,୨୨,୨୪,୨୭ ଏବଂ ମେ ୧୫ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେପ୍ଟେମ୍ବର ୬ ରୁ ୧୮ ମୌଖିକ ବା ସାକ୍ଷାତକାର ପରୀକ୍ଷା ହୋଇଥିଲା ।
ଟପ୍ ଟୋଣ୍ଟି ତାଲିକା
୧. ପ୍ରିୟାଂଶୁ ପାଲ୍
୨. ଅନନ୍ୟା ମିଶ୍ର
୩. ଶୋଭନ ପଟ୍ଟନାୟକ
୪. ମୀର୍ଜା ଫୈଜ୍ ଅହମ୍ମଦ କାଦରି
୫. ଚିନ୍ମୟ ସାହୁ
୬. ଅନ୍ତିମ ସ୍ୱାଇଁ
୭. ଶୈଳେଶ ଭୋଇ
୮. ମହମ୍ମଦ ନାଜିଫ୍ ହାତିଫ୍
୯. ଚିନ୍ମୟ ପାଢ଼ୀ
୧୦. ମିଲନ ମହାପାତ୍ର
୧୧. ପୂଜା ଯୋଶୀ
୧୨. ସ୍ୱରୂପିଣୀ ପଟ୍ଟନାୟକ
୧୩. କ୍ରିଷ୍ଣା ଗୋପଳ ସ୍ୱାଇଁ
୧୪. ସ୍ନେହା ଦାସ ମହାପାତ୍ର
୧୫. ଆଶୁତୋଷ ଶତପଥୀ
୧୬. ଦୀପ୍ସିତା ବେହେରା
୧୭. ସୁପ୍ରିୟା ମିଶ୍ର
୧୮.ଅସୀମା ଅନ୍ୱେଶା
୧୯. ଏମ.ଜି.ସୁବର୍ଣ୍ଣା ମହାନ୍ତି
୨୦. ଆକାଂକ୍ଷା ମହାନ୍ତି






