Tuesday, April 28, 2026 07:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କେବଳ ଭଦ୍ରକ ଯିବେ, ଢ଼େଙ୍କାନାଳ ନୁହେଁ

ମାର୍ଚ୍ଚ ୨୬ ରେ ଅମିତ୍ ଶାହଙ୍କ ଓଡ଼ିଶା ଗସ୍ତ

by Our Correspondent
11 Mar, 2023- 06:29 PM
in Latest News, News, Politics
1 min read
0
କେବଳ ଭଦ୍ରକ ଯିବେ, ଢ଼େଙ୍କାନାଳ ନୁହେଁ

ଭୁବନେଶ୍ୱର: ବିଜେପିର ଲୋକସଭା ପ୍ରଭାସ କାର୍ଯ୍ୟକ୍ରମ ଅଂଶବିଶେଷ ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଗୋଟିଏ ଦିନ ଢ଼େଙ୍କାନାଳ ଓ ଆଉ ଗୋଟେ ଦିନ ଭଦ୍ରକ ଜିଲ୍ଲା ବୁଲିଥାନ୍ତେ । ବିଭିନ୍ନ ସ୍ଥାନରେ ସଭାସମିତି ଓ ୱାନ୍ ଟୁ ୱାନ୍ ଆଲୋଚନା କରି କର୍ମୀମାନଙ୍କ ସହ ଯୋଡ଼ି ହୋଇଥାନ୍ତେ । ମାତ୍ର ତାଙ୍କ ଚୂଡ଼ାନ୍ତ ଗସ୍ତ କାର୍ଯ୍ୟକ୍ରମରୁ ଢ଼େଙ୍କାନାଳ ଜିଲ୍ଲା ବାଦ୍ ପଡ଼ିଛି ।

ଆଜି ରାଜ୍ୟ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ୍ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଓ ତାରିଖ ଘୋଷଣା କରିଛନ୍ତି ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଶ୍ରୀ ଶାହ ମାର୍ଚ୍ଚ ୨୬ ତାରିଖରେ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନମଣ୍ଡଳୀରେ ସଭା କରିବେ । ସଂଧ୍ୟାରେ ଭୁବନେଶ୍ୱରରେ ଦଳୀୟ ନେତାଙ୍କ ସହ ଆଲୋଚନା କରି ଦିଲ୍ଲୀ ଫେରିଯିବେ ।

ଶ୍ରୀମତୀ ସାମନ୍ତସିଂହାରଙ୍କ ସୂଚନା ଅନୁଯାୟୀ, ମାର୍ଚ୍ଚ ୨୬ ରେ ଶ୍ରୀ ଶାହା ଓଡ଼ିଶା ଆସି ଭଦ୍ରକ ଜିଲ୍ଲା ଗସ୍ତ କରିବେ । ପ୍ରଥମେ ଆରଡିର ପ୍ରସିଦ୍ଧ ଆଖଣ୍ଡଳମଣି ପୀଠ ଦର୍ଶନ କରିବେ । ଏହାପରେ ଧାମନଗର ନିର୍ବାଚନମଣ୍ଡଳୀର ସାଆଁଳପୁରରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ରରୁ ୫୦ ହଜାରରୁ ଅଧିକ କର୍ମୀ ଏହି ସଭାରେ ଯୋଗଦେବେ ।

ସେଠି କାର୍ଯ୍ୟକ୍ରମ ସାରି ଶ୍ରୀ ଶାହ ଭୁବନେଶ୍ୱର ଫେରିବେ । ଭୁବନେଶ୍ୱରରେ ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କ ସହିତ ଦଳୀୟ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ । ଗତଥର ଓଡ଼ିଶା ଗସ୍ତ କାଳରେ ଦଳୀୟ ନେତାଙ୍କୁ ସେ ଦେଇ ଯାଇଥିବା କାମ କେଉଁ ପର୍ଯ୍ୟନ୍ତ ଯାଇଛି ତାହା ପଚାରି ବୁଝିବେ ।

ସୂଚନାଯୋଗ୍ୟ, ୨୦୨୨ ଅଗଷ୍ଟ ୮ରେ ଶାହ ଓଡ଼ିଶା ଗସ୍ତରେ ଆସିଥିଲେ । ୨୦୧୯ ସାଧାରଣ ନିର୍ବାଚନ ପରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ତାଙ୍କର ଏହା ଥିଲା ପ୍ରଥମ ଓଡ଼ିଶା ଗସ୍ତ । କଟକଠାରେ ପ୍ରଜାତନ୍ତ୍ର ବାର୍ଷିକ ଉତ୍ସବରେ ସେ ଯୋଗଦେବା ପରେ ଭୁବନେଶ୍ୱରରେ ଦଳୀୟ ନେତାଙ୍କ ସହ ସାଂଗଠନିକ ସ୍ଥିତିର ସମୀକ୍ଷା କରିଥିଲେ ।

ଏଥର ଶାହଙ୍କର ଏହି ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ହେବ । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି କମ୍ପମାନ କରୁଛି । ହତ୍ୟା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ପାଇଁ ସିବିଆଇ ତଦନ୍ତ ଦାବି କରୁଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ବିଜେଡି ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଟାର୍ଗେଟ୍ କରିଛି । ସୁତରାଂ ଗୃହମନ୍ତ୍ରୀ ଶାହଙ୍କର ଆଭିମୁଖ୍ୟକୁ ସମସ୍ତଙ୍କର ପ୍ରତୀକ୍ଷା ରହିଛି ।

Previous Post

ସୁନ୍ଦରଗଡ଼ବାସୀଙ୍କୁ ୯୬୪ କୋଟିର ପ୍ରକଳ୍ପ ଭେଟି

Next Post

LIC ସର୍ବୋଚ୍ଚ ପଦବୀରେ ଓଡ଼ିଆ ପୁଅ

Next Post
LIC ସର୍ବୋଚ୍ଚ ପଦବୀରେ ଓଡ଼ିଆ ପୁଅ

LIC ସର୍ବୋଚ୍ଚ ପଦବୀରେ ଓଡ଼ିଆ ପୁଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA