Thursday, June 25, 2026 10:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘୨୨ ବର୍ଷ ହେଲା ମରି ମରି ବଞ୍ଚିଛି’

ଅଞ୍ଜନା ମିଶ୍ରଙ୍କ ପ୍ରେସମିଟ୍

by Our Correspondent
22 Feb, 2021- 05:34 PM
in Latest News, News
1 min read
0
‘୨୨ ବର୍ଷ ହେଲା ମରି ମରି ବଞ୍ଚିଛି’

ଭୁବନେଶ୍ୱର: ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଫାଶି ଦିଆଯାଉ । ନଚେତ୍ ବଞ୍ଚିଥିବା ଯାଏଁ ଜେଲ୍ ରେ ରଖାଯାଉ । ୨୨ ବର୍ଷ ହେଲା ମୁଁ ମରି ମରି ବଞ୍ଚିଛି । ମୋ ଭଳି କେହି ଭିକ୍ଟିମ୍ ଥିଲେ ଏଭଳି ଲମ୍ବା ଲଢ଼େଇ ଲଢ଼ିବାକୁ ଧୈର୍ଯ୍ୟ ରଖନ୍ତୁ । ଡରିବେନି କି ଭାଙ୍ଗିବେନି । ନବୀନ ପଟ୍ଟନାୟକଙ୍କୁ ମୋର ଅଶେଷ ଧନ୍ୟବାଦ ତାଙ୍କ ପୁଲିସର ଏହି ସଫଳତା ପାଇଁ ।

ଦୀର୍ଘ ୨୨ ବର୍ଷ ଧରି ଅନ୍ତର୍ଦ୍ଧାନ ଥିବା ବିବନ ବିଶ୍ୱାଳ ଗିରଫ ହୋଇ ଜେଲ୍ ଗଲା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଅଞ୍ଜନା ମିଶ୍ର । ସେ କହିଥିଲେ, ୨୨ ବର୍ଷ ହେଲା ମୁଁ ମରି ମରି ମଞ୍ଚିଛି । ପାଟି ବନ୍ଦ କରି ଘରେ ବସିବାକୁ ମୋତେ ଡରାଯାଉଥିଲା । ମୋତେ ମାରି ପ୍ରତିଶୋଧ ନେବା ପାଇଁ ବାରମ୍ବାର ଉଦ୍ୟମ ହୋଇଛି । ମୋତେ ଓ ମୋ ଘରକୁ ଅନେକ ଥର ଆକ୍ରମଣ ହୋଇଛି । ପଥର ମାରି ମୋର ମୁଣ୍ଡ ଫଟାଇଛନ୍ତି । ସେଥିପାଇଁ ମୁଁ ରହୁଥିବା ଆପାର୍ଟମେଣ୍ଟ ଛାଡ଼ି ହଇରାଣ ହୋଇଛି ସତ ହେଲେ କେବେ ବି ଡରିନି ।

କେଉଁଥିପାଇଁ ଏସବୁ ଘଟଣା ଘଟିଛି ତାହା ସମସ୍ତେ ଜାଣନ୍ତି ବୋଲି ଶ୍ରୀମତୀ ମିଶ୍ର କହିବା ସହ ଜେବି ପଟ୍ଟନାୟକ ବଞ୍ଚିଥିବା ବେଳେ ଏ କେସ୍ ଆସିବାର ଥିଲା ବୋଲି କହିଥିଲେ । କେସ୍ ଆସିବାକୁ ବହୁତ ସମୟ ଲାଗିଗଲା । ଏବେ ମୁଁ ଆଶା କରୁଛି ଏହି ଘଟଣା ପଛରେ କାହାର ଷଡ଼ଯନ୍ତ୍ର ଥିଲା, କିଏ ଏସବୁ କରେଇଥିଲା ସିବିଆଇ ତାହା ବାହାର କରନ୍ତୁ ।

ଏହି ପରିପ୍ରେକ୍ଷୀରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Previous Post

ବିବନ ବିଶ୍ୱାଳକୁ ପାତାଳରୁ ଖୋଜି ବାହାର କଲା କମିଶନରେଟ୍ ପୁଲିସ

Next Post

୧ ଲକ୍ଷ ୭୦ ହଜାର କୋଟିର ବଜେଟ୍

Next Post
୧ ଲକ୍ଷ ୭୦ ହଜାର କୋଟିର ବଜେଟ୍

୧ ଲକ୍ଷ ୭୦ ହଜାର କୋଟିର ବଜେଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA