ଚାଷୀଙ୍କ ପାଇଁ ଉତ୍ସର୍ଗ, ନବୀନଙ୍କ ପାଇଁ କ୍ୱିଣ୍ଟାଲିଆ ଫୁଲମାଳ
ଭୁବନେଶ୍ୱର(ମିଡ-ଡେ ଓଡ଼ିଶା) ଡିସେମ୍ବର ୨୬ ଅର୍ଥାତ୍ ସକାଳ ପାଇଲେ ବିଜେଡ଼ି ପାଳନ କରିବ ଦଳର ପ୍ରତିଷ୍ଠା ଦିବସ । ଏବର୍ଷର ପ୍ରତିଷ୍ଠା ଦିବସକୁ ଜାକଜମକ ନ କରି ନିରାଡ଼ମ୍ବର ଭାବେ ପାଳିବାକୁ ଦଳର ନେତା ଓ କର୍ମୀଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ...
Read more








