Our Correspondent

ଲଣ୍ଡନରେ ଚାକିରି ଅଫର୍; ଓଡ଼ିଶା ଛାଡ଼ିବେ ପାଣ୍ଡିଆନ୍!

ଭୁବନେଶ୍ୱର: ରାଜନୀତିରେ ବିଫଳ ହେଲା ପରେ ପୁଣି ଚାକିରି କ୍ଷେତ୍ରକୁ ଫେରିଯିବାକୁ ମନସ୍ଥିର କରିଛନ୍ତି ବହୁ ଚର୍ଚ୍ଚିତ ଭି.କେ.ପାଣ୍ଡିଆନ୍ । ତେବେ ଆଉ ଆଇଏଏସ୍ ଚାକିରି ନୁହେଁ । ଏକ ଅନ୍ତର୍ଜାତୀୟ ସଂସ୍ଥାର ଅଫର୍ କୁ ସେ ଗ୍ରହଣ କରିଛନ୍ତି ।...

Read more

ଦକ୍ଷତା ବିକାଶରେ ଓଡ଼ିଶାରେ ଖୋଲିବ ସେଣ୍ଟର ଅଫ୍ ଏକ୍ସେଲେନ୍‍ସ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧରୀ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା...

Read more

ଆମେରିକାର ତୁଲସା ବିଶ୍ୱବିଦ୍ୟାଳୟ ଓ କିଟ୍‍ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଆମେରିକାର ତୁଲସା ବିଶ୍ୱବିଦ୍ୟାଳୟ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ଆଜି ସ୍ୱାକ୍ଷର ହୋଇଯାଇଛି । ଏହି ବୁଝାମଣାପତ୍ରରେ ତୁଲସା ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ଗ୍ଲୋବାଲ୍‍ ଏନ୍‍ଗେଜମେଣ୍ଟର ଭାଇସ୍‍ ପ୍ରୋଭୋଷ୍ଟ ଡ. ଭିଭାନ୍‍ ୱାଙ୍ଗ ଏବଂ କିଟ୍‍...

Read more

ପ୍ରକୃତ ଦୋଷୀଙ୍କୁ ଧରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାସଙ୍କ ପରିବାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି...

Read more

୫,୮୨୨ ଡାକ୍ତର ପଦବୀ ଖୁବ୍ ଶୀଘ୍ର ପୂରଣ ହେବ

ଭୁବନେଶ୍ୱର: ରାଜ୍ୟରେ ଡାକ୍ତର ସଙ୍କଟର ସମାଧାନ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । ୫ ହଜାର ୮୨୨ ଡାକ୍ତର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡିଶା ପବ୍ଲିକ୍ ସର୍ଭିସ୍ କମିସନଙ୍କୁ କୁହାଯାଇଛି । ଡାକ୍ତର ସମସ୍ୟାର ଆଶୁ ସମାଧାନ...

Read more

ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ ଆରମ୍ଭ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଫାଇଲ୍ ଖୋଲିଛନ୍ତି ମୋହନ ସରକାର । ପୂର୍ବ ସରକାରଙ୍କ ତଦନ୍ତ ଉପରେ ଅନେକ ପ୍ରଶ୍ନ ଉଠିଥିବାରୁ ଏହାର ସାନି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି...

Read more

ଲୁଲୁଙ୍କୁ ଝୁରିଲେ, କିନ୍ତୁ..

ଭୁୁବନେଶ୍ୱର: କଂଗ୍ରେସର ଯୁବ ବିଧାୟିକା ସୋଫିଆ ଫିର୍ଦୋଷଙ୍କର କିଛି ଟିପ୍ପଣୀ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏଥିରେ କଂଗ୍ରେସର ଦିବଙ୍ଗତ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କୁ ସେ ବହୁତ ମନେ ପକାଇଛନ୍ତି । କହିଛନ୍ତି, ଲୁଲୁଙ୍କ ପ୍ରତି ଆମ ମନରେ...

Read more
Page 127 of 979 1 126 127 128 979