Our Correspondent

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୪ ଦିନିଆ ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱର ଫେରିଛନ୍ତି । ଦିଲ୍ଲୀ ଗସ୍ତ ସମ୍ପର୍କରେ ସେ ବିମାନବନ୍ଦରଠାରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

Read more

ଅବକାରୀ ବାବୁଙ୍କର ୫୨ ପ୍ଲଟ୍, ୮ କୋଠା

ଭୁବନେଶ୍ୱର: ଅବକାରୀ ବିଭାଗର ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ରଙ୍କର ୬ଟି ଅଟ୍ଟାଳିକା, ୨ଟି ଫ୍ଲାଟ୍ ଏବଂ ୫୨ ଟି ପ୍ଲଟ୍ ଠାବ କରିଛି ଭିଜିଲାନସ୍ ବିଭାଗ । ଆଜି ତାଙ୍କର ୧୦ ଟି ଜାଗାରେ ଚଢ଼ଉ କରି ଭିଜିଲାନସ୍ ଏହି ଚମକପ୍ରଦ...

Read more

ଆଇପିଏସ୍ ଅଫିସରଙ୍କ ପ୍ରେମ ବାଚାଳାମି

ଭୁବନେଶ୍ୱର: ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ପ୍ରେମ ଓ ବାଚାଳାମି ଏବେ ଚର୍ଚ୍ଚାର ବିଷୟ ହୋଇଛି । ଜନୈକା ବିବାହିତା ମହିଳା ଇନସପେକ୍ଟରଙ୍କ ସହ ପ୍ରେମ ସମ୍ପର୍କରେ ରହି ଏହି ବାବୁ କାଣ୍ଡ କାରଖାନା କରିଛନ୍ତି । ତଥାକଥିତ ପ୍ରେମିକାଙ୍କ ସରକାରୀ...

Read more

ଏ ସରକାର ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର : ନବୀନ

ଭୁବନେଶ୍ୱର: ବିଜେପି ସରକାରଙ୍କ ପ୍ରଥମ ବଜେଟ୍ କୁ ଆଜି ବିଧାନସଭାରେ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୃହରେ ଉପସ୍ଥାପିତ ବଜେଟ୍ ଉପରେ ଆଜି ସେ ଆଲୋଚନା କରି କହିଥିଲେ...

Read more

ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ଭୁବନେଶ୍ୱର: ରାଜ୍ୟର ସବୁ ୟୁନିଫର୍ମ ସେବାରେ ଅଗ୍ନିବୀରମାନଙ୍କ ପାଇଁ ୧୦% ସଂରକ୍ଷଣ ରହିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏହି ଘୋଷଣା କରିଛନ୍ତି । ଓଡ଼ିଶାର ଯେଉଁ ଅଗ୍ନିବୀରମାନେ ସେନାବାହିନୀରେ ଭର୍ତ୍ତି ହୋଇ ନ ଥିବେ, ସେମାନଙ୍କ ପାଇଁ ସବୁ...

Read more

ବନ୍ଧାହେଲେ ଖାଉ ସୁନୀଲ ରାଉତ

ଭୁବନେଶ୍ୱର: ଜଣେ ସରକାରୀ ବାବୁ ତାଙ୍କ ଦରମା ଟଙ୍କାରେ ଏତେ ବିଶାଳ ସମ୍ପତ୍ତି ଆହରଣ କରିବା ସମ୍ଭବପର ନୁହେଁ । ମାସେ କି ବର୍ଷେ ଭିତରେ ଏତେ କୋଠାବାଡ଼ି, ସମ୍ପତ୍ତି ଅଚାନକ କରିପକାଇ ନ ଥିବେ । ଚାକିରିର ସ୍ଥାନ, କାଳରୁ...

Read more

ସବୁ ଯୋଜନା ରହିଲା, କେବଳ ନାଁ ବଦଳିଲା

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାରଙ୍କ ପ୍ରଥମ ସାଧାରଣ ବଜେଟ୍ ଆଜି ବିଧାନସଭାରେ ଆଗତ କରିଛନ୍ତି ଅର୍ଥ ବିଭାଗକୁ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ବଜେଟ୍ ର ପରିମାଣ ହେଉଛି ୨ ଲକ୍ଷ ୬୫ ହଜାର କୋଟି...

Read more
Page 197 of 980 1 196 197 198 980