Our Correspondent

କେବଳ ସୋମବାର ନା ସବୁଦିନ ?

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଶାସନର ମଙ୍ଗ ଧରିଛନ୍ତି ବିଜେପି ସରକାର । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ପାଇଁ ମନ୍ତ୍ରୀପଦର ଏହା ନୂଆ ଅଭିଜ୍ଞତା । ସରକାରୀ ଆଦବକାଇଦାରେ ଅନଭିଜ୍ଞ ନୂଆ ସରକାରକୁ ବାଟକୁ ଆଣିବା...

Read more

ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜା ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ମୁଖ୍ୟ୍ୟ ଶାସନ ସଚିବ ଦାୟିତ୍ୱ ସହ ସାଧାରଣ ପ୍ରଶାସନ(ଜିଏ) ଏବଂ ସାଧାରଣ ଅଭିଯୋଗ(ପିଜି) ବିଭାଗର ସଚିବ ଭାବେ ସେ କାର୍ଯ୍ୟ କରିବେ...

Read more

ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଲେ ମାହାଙ୍ଗା ବିଧାୟକ

ଭୁବନେଶ୍ୱର : ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପ୍ରତି ଘରେ କିପରି ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ ସେ ନେଇ ଆଜି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ପଞ୍ଚାୟତରାଜ ବିଭାଗର ପ୍ରମୁଖ ଶାସନ ସଚିବ ଏସ୍. କେ. ଲୋହାନିଙ୍କ ସହ  ଆଲୋଚନା...

Read more

ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଆଜି ନୂଆ ଦିଲ୍ଲୀ ଠାରେ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନକଡଙ୍କୁ ସୌଜନ୍ୟମୂଳକ ସାକ୍ଷାତ...

Read more

ଆଇପିଏସ୍ ଆଶିଷ ସିଂହ କେଉଁଠି?

ଭୁବନେଶ୍ୱର: ପୂର୍ବ ସରକାରରେ ପ୍ରଭାବଶାଳୀ ଆଇପିଏସ୍ ଅଫିସର ଆଶିଷ ସିଂହ ଏବେ କେଉଁଠି? ଛୁଟି ସରିଲା ପରେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି ନା ଛୁଟି ବଢ଼ାଇଛନ୍ତି? ରାଜ୍ୟ ସରକାରଙ୍କ ଗୃହ ବିଭାଗ ଆଜି ଏହାର ଉତ୍ତର ଲୋଡ଼ିଛି ପୁଲିସ ଡିଜି...

Read more

ରଘୁନନ୍ଦନଙ୍କୁ ଗିରଫ ଦାବିରେ ଏକାଠି ହେଲେ ସାମ୍ବାଦିକ

ଭୁବନେଶ୍ୱର: ଖବର ପରିବେଷଣ ବେଳେ ଅର୍ଗସ୍ ଟିଭିର ଜଣେ ମହିଳା ସାମ୍ବାଦିକଙ୍କୁ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ କୁକୁର ଲଗାଇବା ଘଟଣା ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଆଜି ଭୁବନେଶ୍ୱରରେ ସାମ୍ବାଦିକମାନେ ଏକାଠି...

Read more

ବନ୍ୟା ନିୟନ୍ତ୍ରଣ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଭୁବନେଶ୍ୱର : ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଆଜି ସେଚ ସଦନ ଠାରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ। ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୂପା ଗେଙ୍ଗୁଟି ଦ୍ଵିପାଞ୍ଚଳ, ଲୁଣା ଚିତ୍ରୋତ୍ପଳା...

Read more
Page 206 of 981 1 205 206 207 981