Our Correspondent

ଓଡ଼ିଶା ମାଗିଲା ଅଧିକ ପୁଞ୍ଜି

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ ଯୋଗ ଦେଇଥିଲେ । ଆଗାମୀ କେନ୍ଦ୍ର ବଜେଟ୍, ୨୦୨୪-୨୫ ପାଇଁ ସମସ୍ତ ରାଜ୍ୟ...

Read more

ଦାୟିତ୍ୱମୁକ୍ତ ହେଲେ ପୂର୍ବ ସରକାରରେ ନିଯୁକ୍ତ ଉପଦେଷ୍ଟା

ଭୁବନେଶ୍ୱର: ପୂର୍ବ ସରକାରଙ୍କ ସମୟରେ ରାଜ୍ୟର ବିଭିନ୍ନ ବିଭାଗରେ ଉପଦେଷ୍ଟା ଭାବେ ଅନେକ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ସରକାରଙ୍କ କାର୍ଯ୍ୟକ୍ରମ ତଥା କାର୍ଯ୍ୟ ଦକ୍ଷତା ବୃଦ୍ଧିରେ ଏହାଦ୍ୱାରା କୌଣସି ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Read more

ବିଜେଡି: ଯଥା ପୂର୍ବଂ ତଥା ପରଂ!

ଭୁବନେଶ୍ୱର: ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସାମନା କରି ଶାସନଗାଦି ହରାଇଛି । ୧୧୦ରୁ ୧୧୫ ଆସନ ପାଇ ଷଷ୍ଠଥର ସରକାର ଗଢ଼ିବାର ଦମ୍ଭ ଦେଖାଉଥିବା ଏହି ଦଳ ୫୧ ଆସନରେ ସୀମିତ ରହିଯାଇଛି । ପୱନ୍ ଚାମଲିଙ୍ଗଙ୍କୁ ପଛରେ ପକାଇ ନବୀନ...

Read more

୨୦୩୬ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜନ କରିବ ଓଡ଼ିଶା

ଭୁବନେଶ୍ୱର: ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା ପ୍ରସଙ୍ଗରେ ସେମାନେ କହିଥିଲେ ଯେ...

Read more

ସୁରମା ପାଢ଼ୀ ହେଲେ ବାଚସ୍ପତି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜେପିର ରଣପୁର ବିଧାୟିକା ସୁରମା ପାଢ଼ୀ ସପ୍ତଦଶ ବିଧାନସଭାର ବାଚସ୍ପତି ହୋଇଛନ୍ତି । ବାଚସ୍ପତି ପଦ ଲାଗି ଗତକାଲି ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ମାତ୍ର ଅନ୍ୟ କୌଣସି ସଦସ୍ୟ ନାମାଙ୍କନ ଦାଖଲ...

Read more

ରତ୍ନଭଣ୍ଡାର ଖୋଲାଯିବା ନିଷ୍ପତ୍ତି ହୋଇନି: ଆଇନମନ୍ତ୍ରୀ

ଭୁବନେଶ୍ୱର: ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ବୋଲି ଛତିଶା ନିଯୋଗ ବୈଠକରେ କୁଆଡ଼େ ନିଷ୍ପତ୍ତି ହୋଇଥିଲା । ଆଜି ସକାଳେ ଗଣମାଧ୍ୟମକୁ ଏହି ନିଷ୍ପତ୍ତି ଜଣାଇଥିଲେ ଏଏସଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ । ଏହାକୁ ସବୁ ଗଣମାଧ୍ୟମ ବଡ଼...

Read more

ବିଶ୍ଵର ୨୫ହଜାର ସ୍ଥାନରେ ପାଳିତ ହେଲା ଆର୍ଟ ଅଫ୍‍ ଗିଭିଂ ଦିବସ

ଭୁବନେଶ୍ୱର: ଜୁନ୍‍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‍ ଗିଭିଂ’ ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ୩୦ଟି ଜିଲ୍ଲା ସଦର ମହକୁମା ସମେତ ୩୫ଟି ସହର ତଥା ପ୍ରତ୍ୟେକ ବ୍ଲକ୍‍ ଏବଂ ୬୫୦୦...

Read more
Page 208 of 981 1 207 208 209 981