Our Correspondent

ନବୀନଙ୍କୁ ଗାଳି କରି ଭୋଟ ମାଗିଲେ ମୋଦୀ

ଭୁୁବନେଶ୍ୱର: ଦୁଇମାସ ତଳେ ଚଣ୍ଡିଖୋଲ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର 'ଲୋକପ୍ରିୟ' ମୁଖ୍ୟମନ୍ତ୍ରୀ କହି ଖୁବ୍ ଜୋରରେ ପ୍ରଶଂସା କରିଥିଲେ । ପରବର୍ତ୍ତୀ ସମୟରେ ବିଜେଡି ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ବଡ଼ କସରତ୍ ହୋଇଥିଲା...

Read more

ରାଉରକେଲାରେ ପାଣ୍ଡିଆନଙ୍କ ରୋଡ୍ ସୋ

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍ ସୋ ଚାଲିଥିବା ବେଳେ ଇସ୍ପାତସହର ରାଉରକେଲାରେ ଆଜି ସଂଧ୍ୟାରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ ରୋଡ୍ ସୋ କରିଥିଲେ । ତାଙ୍କର ରୋଡ଼୍ ସୋ ୭ଟି ଛକ ଅତିକ୍ରମ କରିଥିଲା ।...

Read more

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଅଢ଼େଇ କିମିର ଏହି ରୋଡ୍ ସୋ ଘଣ୍ଟାଏ କାଳ ଚାଲିଥିଲା । ପ୍ରଧାନମନ୍ତ୍ରୀଙ୍କ ଝଲକ ପାଇବା ପାଇଁ...

Read more

‘୨୦୩୪ ସୁଦ୍ଧା ଓଡ଼ିଶା ହେବ ଦେଶରେ ଏକ ନମ୍ବର’

ଭୁବନେଶ୍ୱର: ବିଜେଡିର ନିର୍ବାଚନୀ ଇସ୍ତାହାର ଆଜି ଘୋଷଣା କରିଛନ୍ତି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ । ଏଥିରେ ଆସନ୍ତା ୨୦୩୪ ସୁଦ୍ଧା ଓଡ଼ିଶାକୁ ଦେଶରେ ଏକ ନମ୍ବର ରାଜ୍ୟ ଭାବେ ଗଢ଼ିୀ ତୋଳିବାକୁ ପ୍ରତିଶ୍ରୁତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାନାମା...

Read more

ବ୍ରହ୍ମପୁର, ଆସ୍କା, କନ୍ଧମାଳରେ ନବୀନଙ୍କ ମାରାଥନ୍‍ ପ୍ରଚାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ୍‍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ତିନୋଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ...

Read more

ପ୍ରଚାର ସଭାରେ ଗଡ଼କରୀଙ୍କ ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ଓଡ଼ିଶାରେ ୪ଟି ପର୍ଯ୍ୟାୟର ନିର୍ବାଚନ ଆରମ୍ଭ ପାଇଁ ଆଉ କେଇଟା ଦିନ ବାକି ଥିଲା ବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ବିଜେପିର ବରିଷ୍ଠ ନେତା କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ଓଡ଼ିଶା...

Read more

‘ବାହୁବଳୀ’ ଗୟାଧର ବିଜେଡିରୁ ତଡ଼ାଖାଇ ବିଜେପିକୁ ପଳେଇଲେ

ଭୁବନେଶ୍ୱର: ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକ୍ ର ବାହୁବଳୀ ବିଜେଡି ନେତା ଗୟାଧର ପରିଡ଼ା ଆଜି ବିଜେପିରେ ଯୋଗଦେଇଛନ୍ତି । ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ଆଜି ସକାଳେ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା । ଆଉ ଅପରାହ୍ନରେ ସେ...

Read more
Page 221 of 981 1 220 221 222 981