ଟିକେଟ୍ ଆଶା ହରାଇ ବିଜେଡି ଛାଡ଼ିଲେ ‘ବ୍ରହ୍ମକୁମାର’ ଢ଼ାଲି
ଭୁବନେଶ୍ୱର: ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଆସନ୍ତାକାଲି ସେ ବିଜେପିରେ ଯୋଗଦେବେ । ଜୟଦେବ ଅଞ୍ଚଳବାସୀଙ୍କ ବିଶ୍ୱାସ ହରାଇଥିବା ଏହି ନେତା ପୁଣିଥରେ ବିଜେଡି ଟିକେଟ୍ ପାଇବାକୁ ଆଶା ରଖିଥିଲେ । ମାତ୍ର ଟିକେଟ୍...
Read more








