Our Correspondent

ବିଜେଡିରେ ମିଶିଲେ ଦୈତାରୀ ପଣ୍ଡା, ବାପି ପଣ୍ଡା

ଭୁବନେଶ୍ୱର: ପ୍ରସିଦ୍ଧ ଯାତ୍ରା କଳାକାର ଦୈତାରୀ ପଣ୍ଡା ଓ ବାପି ପଣ୍ଡା ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ଏହି ଦୁଇଜଣଙ୍କ ସହ ଶତାଧିକ ଯାତ୍ରା କଳାକାର ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଚୈତନ୍ୟ...

Read more

ଫେବ୍ରୁଆରୀ ୨୭ ରେ ରାଜ୍ୟସଭା ନିର୍ବାଚନ

ଭୁୁବନେଶ୍ୱର: ଓଡ଼ିଶାରୁ ଖାଲି ହେଉଥିବା ୩ ଆସନ ସମେତ ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ଫେବ୍ରୁଆରୀ ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୮ ତାରିଖରେ...

Read more

ପାଟଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ୫ ହଜାର ମହିଳା

ଭୁବନେଶ୍ୱର: କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନରେ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ଭାରତର ବିଭିନ୍ନ ସହରରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟରେ ମିନି ମାରାଥନ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଓଡ଼ିଶାର ୫୫ଟି...

Read more

ସୁବିଧାବାଦରେ ରେକର୍ଡ କଲେ ନୀତୀଶ କୁମାର

ନବମ ଥର ପାଇଁ ଶପଥ ନେଲେ ଭୁବନେଶ୍ୱର: କ୍ଷମତା ପାଇଁ ଜଣେ ବରିଷ୍ଠ ରାଜନେତା ନିଜ ଇଜ୍ଜତକୁ କେମିତି ବିକ୍ରି କରନ୍ତି ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପରମ ବିହାରୀ ନୀତୀଶ କୁମାର । ସେଇ କ୍ଷମତା ପାଇଁ ଏଭଳି ବିଶ୍ୱାସଘାତକ...

Read more

୨୯ରେ ଓଡ଼ିଶା ଆସିବେ ଖଡ୍‌ଗେ

ଭୁବନେଶ୍ୱର : ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଆସନ୍ତା ୨୯ ତାରିଖରେ ‘ଓଡ଼ିଶା ବଂଚାଅ’ ସମାବେଶରେ ଯୋଗଦେବେ । ସେ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ...

Read more

ସମ୍ ସର୍ଜନଙ୍କ ସଫଳ ଚିକିତ୍ସା, ଲାରିଙ୍ଗୋମାଲାସିଆରେ ପୀଡ଼ିତ ଶିଶୁ ସୁସ୍ଥ ହେଲା

ଭୁବନେଶ୍ୱର : ସମ୍ ଅଲ୍ଟିମେଟ ମେଡିକେୟାର (ସମ୍)ର ସର୍ଜନମାନେ ଲାରିଙ୍ଗୋମାଲାସିଆରେ ପୀଡ଼ିତ ଏକ ଶିଶୁକୁ ସଫଳତାର ସହ ଚିକିତ୍ସା କରିଛନ୍ତି । ଶିଶୁଟି ଜନ୍ମରୁ ଲାରିଙ୍ଗୋମାଲାସିଆ ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଥିଲା । ଏଭଳି ରୋଗରେ ପୀଡ଼ିତ ଚାରି ମାସ...

Read more
Page 305 of 1023 1 … 304 305 306 … 1,023